Don't wanna be here? Send us removal request.
Text
ଏବେବି ସ।ରଥି ମ।ୟ।ରେ ବ।ୟ। ସେମାନେ…
ଏବେବି ସ।ରଥି ମ।ୟ।ରେ ବ।ୟ। ସେମାନେ…
ତୁରୁମୁଙ୍ଗା :ଯେଉଁ ଭଣ୍ଡ ବ।ବ। ପ।ଇଁ ର।ଜ୍ୟର କୋଣ ଅନୁକୋଣରେ ନିଆଁ ଜଳିଲ। ଯ।ହ।ପ।ଇଁ କିଛି ଲୋକ ବ।ବ।ଙ୍କ ପରିଧି କଣହେବ। ବୁଝିବ।କୁ ଚେଷ୍ଟା କଲେ । ଆଉ ଅନୁଭବ କଲେ ସ।ରଥିକୁ ଦଣ୍ଡ ମିଳିିିବା ଆବଶ୍ୟକ ।ସେହି କେନ୍ଦ୍ରାପଡା ବାରିମୂଳ ଭଣ୍ଡ ସାରଥୀଙ୍କ ଭକ୍ତଙ୍କ ମନରୁ ଯାଇନି ସାରଥୀର ମୋହ। ଯାହା ଆଜି ଦେଖିବାକୁ ମିଳିଥିଲା। କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ତେନ୍ତେଳା ପଶି ଗ୍ରାମର ନାରାୟଣପଶି ସାହିରେ। ସନ୍ଧ୍ୟାରେ ଏଠାରେ ଭଜନ କୀର୍ତ୍ତନ ହେବା ସହିତ ସାରଥୀ…
View On WordPress
0 notes
Photo

ଜଗା ଚାବି କଥା ଜଗାକୁ ପଚାର : ମହାରଥୀ ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହାକୁ ନେଇ ସିଂହଦ୍ୱାରରେ ବିକ୍ଷୋଭ ସହ ଥାନାରେ ଏତଲା ବି ଦିଆଗଲାଣି। ତଥାପି ଚାବି ପ୍ରସଙ୍ଗକୁ ନା ରାଜ୍ୟ ସରକାର ଅବା ଶ୍ରୀମନ୍ଦିର ପ୍ରଶାସନ କେହି ବି ଗୁରୁତର ସହ ନେଉନାହାନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟ ପୁରୀରେ ସୃଷ୍ଟି କରିଛି ଭିନ୍ନ ଚର୍ଚ୍ଚା। ରବିବାର ଲୋକ ମେଳା ଏବଂ କୃଷି ମେଳାକୁ ଉଦ୍ଘାଟନ କରିବାକୁ ଆସିଥିବା ଅବସରରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ଖବରଦାତାଙ୍କ ପ୍ରଶ୍ନରେ ମନ୍ତ୍ରୀ ମହାରଥୀ ଏହାକୁ ଖାମଖିଆଲ ଢଙ୍ଗରେ ନେଇଥିଲେ। ଜଗା ଚାବି କଥା ଜଗାକୁ ପଚାର କହି ମୁରୁକି ହସା ଦେଇଥିଲେ। ତେବେ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ମନ୍ତ୍ରୀ ମଜାଳିଆ ଢଙ୍ଗରେ ନେବାକୁ ନେଇ ଭକ୍ତଙ୍କ ମହଲରେ ଭିନ୍ନ ଶୁଣିବାକୁ ମିଳିଥିଲା।
0 notes
Text
ରୟାଲ୍ଟି ସଂଶୋଧନ କେବେ ?
ରୟାଲ୍ଟି ସଂଶୋଧନ କେବେ ?
ରୟାଲ୍ଟି ବଢ଼ାଇବା ପାଇଁ ଓଡ଼ିଶା ସରକାର ବାରମ୍ବାର ଦାବି କରିଆସୁଥିବା ବେଳେ ୨୦୧୫ ମସିହାରୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିକଟରେ ଏହି ପ୍ରସ୍ତାବ ପଡ଼ିରହିଛି । ରୟାଲ୍ଟି ସଂଶୋଧନ ହେଉନଥିବା ଯୋଗୁ ଗତ ୩ ବର୍ଷ ଧରି ରାଜ୍ୟ ବିପୁଳ କ୍ଷତି ସହୁଛି ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
କୋଇଲା ରୟାଲ୍ଟି ଶେଷ ଥର ଲାଗି କେନ୍ଦ୍ର ସରକାର ୨୦୧୨ ମସିହା ମଇ ୧୦ ତାରିଖରେ ସଂଶୋଧନ କରିଥିଲେ । ଏହି ରୟାଲ୍ଟି ହାର ପ୍ରତି ତିନିବର୍ଷରେ ଧରେ ସଂଶୋଧନ ହେବା କଥା । ୨୦୧୫ ମଇ ମାସରୁ କୋଇଲା…
View On WordPress
0 notes
Photo

୭୨ ଘଣ୍ଟାର ଅପରେସନ ଫେଲ୍, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପରିବାର ଜୟପୁର: କୋରାପୁଟ ଜିଲ୍ଲା ଗୁମ୍ମାପଥର ପାହାଡ଼ ଧସିବାକୁ ୭୨ଘଣ୍ଟା ବିତିଯାଇଥିଲେ ସୁୁଦ୍ଧା ଏପର୍ଯ୍ୟନ୍ତ ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ । ସ୍ଥାନୀୟ ପ୍୍ରଶାସନ ତରଫରୁ ସମସ୍ତ ଉଦ୍ୟମ ସତ୍ତ୍ୱେ ସୁଫଳ ନମିଳିବାରୁ ଏନ୍ଏମ୍ଡିସିର ଦୁଇଟି ଜେସିବି ପହଞ୍ଚô ପଥର ଓଜନ ଆକଳନ କଲାପରେ ହାତ ଟେକିଦେଇଥିଲା । ଲାଇଭ୍ ଡିଟେକ୍ଟର ଦ୍ୱାରା ପରୀକ୍ଷା କଲାପରେ ଜଣାପଡିଥିଲା ଯେ ବଡ ବଡ ପଥର ତିନୋଟି ତଳେ କିଛି ଅନୁମାନ କରାଯାଉଛି । ଏହାପରେ ଅନ୍ୟଏକ ଘରୋଇ ଠିକାଦାର ସଂସ୍ଥାର ଉଚ୍ଚଶକ୍ତିସମ୍ପନ୍ନ ଜେସିବି ଉଦ୍ଧାରରେ ନିୟୋଜିତ କରାଯାଇଥିଲା । ମେସିନ୍ଟି ସତର୍କତାର ସହିତ ବଡ ପଥରଖଣ୍ଡଗୁଡିକୁ ଛୋଟଛୋଟ କରି ସଫେଇ କାମ ଚାଲୁ ରଖିଥିଲା । କିନ୍ତୁ ପ୍ରବଳ ବର୍ଷା ହେବାରୁ ଉଦ୍ଧାର ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ରହି ତଦାରଖ କରୁଥିଲେ । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ପଥର ତଳୁ ଅପରେଟର ଦ୍ୱୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ପରିବାର ଲୋକେ ରବିବାର ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଚାପି ହୋଇଥିବା ଘନଶ୍ୟାମ ଗୁରୁଙ୍କ ବାପା ଦୁର୍ଯୋଧନ ଗୁରୁ ଓ ସଞ୍ଜୟ ଦାସଙ୍କ ଭାଇ ପ୍ରଶାନ୍ତ ପଟ୍ଟନାୟକ ସେନାବାହିନୀ ସହାୟତାରେ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।
0 notes
Text
ହଠାତ୍ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ଲାଇଟ୍
ହଠାତ୍ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ଲାଇଟ୍
ନୂଆଦିଲ୍ଲୀ: ହଠାତ୍ ନିଖୋଜ ହୋଇଗଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ଲାଇଟ୍। ଆଉ ଏହି ଘଟଣା ଜଣାପଡ଼ିବା ପରେ ସମସ୍ତେ ଭୟଭୀତ ହୋଇଯାଇଥିଲେ। ତେବେ କିପରି ନିଖୋଜ ହେଲା, କେଉଁଠି ହେଲା ଓ ଏହା ପଛର କାରଣ କ’ଣ ଜାଣିବା ପାଇଁ ପଢ଼ନ୍ତୁ ପୂରା ଘଟଣା….
ସୁଷମା ସ୍ୱରାଜଙ୍କୁ ନେଇ ମରିସସ୍ ଯାଉଥିବା ଭାରତୀୟ ବାୟୁ ସେନାର ଏକ ବିମାନ ସହ ଗତକାଲି ୧୪ ମିନିଟ୍ ପର୍ଯ୍ୟନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ସମସ୍ତ ସମ୍ପର୍କ ଛିନ୍ନ ହୋଇଥିଲା। ଫଳରେ ଏହି ଘଟଣାକୁ ନେଇ…
View On WordPress
0 notes
Photo
ଟ୍ୱିନ୍ସିଟିରେ ୬ ଘଣ୍ଟିଆ ଚକାଜାମ୍ ଭୁବନେଶ୍ୱର: ତୈଳ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । କ୍ରମାଗତ ଭାବେ ନିୟନ୍ତ୍ରଣ ବାହାରକୁ ତୈଳଦର ଚାଲିଯାଇଥିଲେ ହେଁ ଏହାର ସମାଧାନ କରିବାରେ ଫେଲ୍ ମାରିଛନ୍ତି କେନ୍ଦ୍ର ସରକାର । ଏହାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ କଟକ-ଭୁବନେଶ୍ୱର (ଟ୍ୱିନ୍ସିଟି)ରେ ୬ ଘଣ୍ଟିଆ ଚକାଜାମ୍ର ଡାକରା ଦିଆଯାଇଛି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଟ୍ୱିନ୍ସିଟିରେ ଏହି ଆନେ୍ଦାଳନ କରାଯିବ । ଦଳୀୟ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ଚାଳକଙ୍କୁ ଗାଡ଼ି ନଚଳାଇବା ଲାଗି ନିବେଦନ କରିବେ ବୋଲି ସୂଚନା ରହିଛି । ଏହି ଆନେ୍ଦାଳନର ସଫଳତା ଲାଗି ରବିବାର କଟକ ଓ ଭୁବନେଶ୍ୱରରେ ଅପରାହ୍ଣରେ ବାଇକ୍ ଶୋଭାଯାତ୍ରା ଓ ସନ୍ଧ୍ୟାରେ ମଶାଲ୍ ଶୋଭାଯାତ୍ରା କରାଯାଇଥିଲା । ସୋମବାର ୬ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିନ୍ସିଟିର ଚାଳକଙ୍କୁ ଗାଡ଼ି ଛାଡ଼ିବାକୁ ଶୋଭାଯାତ୍ରା ମାଧ୍ୟମରେ ଅନୁରୋଧ କରାଯାଇଛି । ତେବେ ୬ ଘଣ୍ଟିଆ ଆନେ୍ଦାଳନକୁ ଦୃଷ୍ଟିରେ ରଖି ଟ୍ୱିନ୍ସିଟିରେ କମିଶନରେଟ୍ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଆନେ୍ଦାଳନ ହେବାକୁ ଥିବା ବିଭିନ୍ନ ସ୍ଥାନରେ ପୁଲିସ୍ ମୁତୟନ କରାଯିବ ବୋଲି ଜଣାପଡ଼ିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ତୈଳଦର ବୃଦ୍ଧି ବିରୋଧରେ କଟକ ଓ ଭୁବନେଶ୍ୱରବାସୀଙ୍କୁ ପ୍ରତିବାଦ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯିବ । ଏଥିସହ ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ ଯାନକୁ ସେମାନେ ବ୍ୟବହାର ନକରିବା ଲାଗି ମଧ୍ୟ ନିବେଦନ କରାଯିବ । ଅନ୍ୟପକ୍ଷରେ କଂଗ୍ରେସର ଏହି ଚକାଜାମ୍ ଆନେ୍ଦାଳନକୁ ବିଜେଡି ସ୍ୱାଗତ କରିଛି । ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି, ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆନେ୍ଦାଳନ ଆରମ୍ଭ କରିସାରିଛି । କଂଗ୍ରେସ ସେଥିରେ ସାମିଲ୍ ହେବା ସ୍ୱାଗତଯୋଗ୍ୟ । ବାରମ୍ବାର ତୈଳଦର ବୃଦ୍ଧି ରୋକିବାରେ କେନ୍ଦ୍ର ସରକାର ଫେଲ୍ ମାରିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ସଂକ୍ରାନ୍ତରେ ଆମେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବା ସହ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିଜେଡି ପକ୍ଷରୁ ଆନେ୍ଦାଳନ କରାଯାଇଥିଲା ବୋଲି ଶ୍ରୀ ଦେବ କହିଥିଲେ । ତେବେ କଂଗ୍ରେସ ଆନେ୍ଦାଳନ କରିବା ବଦଳରେ ରାଜ୍ୟ ସରକାରଙ୍କୁ ତୈଳଦର ଉପରେ ଟିକସ କମାଇବା ଲାଗି ଦାବି କଲେ ଖାଉଟି ଲାଭାନ୍ୱିତ ହେବେ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି
0 notes
Photo

ଏବେବି ସାରଥୀ ତୁରୁମୁଙ୍ଗା : ବହୁ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲ ଯାଇଥିବା କେନ୍ଦ୍ରାପଡା ବାରିମୂଳ ଭଣ୍ଡ ସାରଥୀଙ୍କ ଭକ୍ତଙ୍କ ମନରୁ ଯାଇନି ସାରଥୀ ମୋହ। ଯାହା ଆଜି ଦେଖିବାକୁ ମିଳିଥିଲା। କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ିକାପୁଡି ପଞ୍ଚାୟତ ତେନ୍ତେଳା ପଶି ଗ୍ରାମର ନାରାୟଣପଶି ସାହିରେ। ସନ୍ଧ୍ୟାରେ ଏଠାରେ ଭଜନ କୀର୍ତ୍ତନ ହେବା ସହିତ ସାରଥୀ ଫଟୋକୁ ପୂଜା କରାଯାଇଥିଲା। କିନ୍ତୁ ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆ ନ ଯାଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ବି ଅଞ୍ଚଳରେ ଭଣ୍ଡ ସାରଥୀର ବହୁ ଭକ୍ତ ଥିବା ବେଳେ ତାଙ୍କ ପ୍ରଭୁଙ୍କ ଉପରେ ଦୃଢ଼ ଭକ୍ତି ଥିବା ଦେଖିବାକୁ ମିଳିଥିଲା ଏହି ବିରାଟ ସତସଙ୍ଗରେ। ପ୍ରଶାସନ ତରଫରୁ ଯଦି କିଛି ପଦକ୍ଷେପ ନିଆ ନ ଯାଏ ତାହାଲେ ଆଗାମୀ ଦିନରେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଆହୁରି ଭଣ୍ଡ ବାବାଙ୍କର ଭକ୍ତଙ୍କ ସଂଖ୍ୟା ବଢିବାର ଅନୁମାନ କରାଯାଉଛି।
0 notes
Text
ଆଜିର ର।ଶିଫଳ
ମେଷ : ଆପଣଙ୍କର ଆଜିର ଦିନ ପରୋପକାର ଏବଂ ସଦଭାବନାରେ ବିତିବ। ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ। ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ବିଦ୍ୟାର୍ଥୀଗଣ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ। ସନ୍ତାନମାନଙ୍କର ଅଧ୍ୟୟନ କିମ୍ବା ଅନ୍ୟ କାରଣରୁ ଧନ ଖର୍ଚ୍ଚ ହୋଇପାରେ।
ବୃଷ : ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ। ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ। ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି।…
View On WordPress
0 notes
Text
ନିଜ ଶରୀରର ଭୋକ ମେଣ୍ଟ।ଇବ। ପ।ଇଁ ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପ
ନିଜ ଶରୀରର ଭୋକ ମେଣ୍ଟ।ଇବ। ପ।ଇଁ ନିଜ ଝିଅକୁ ଦୁଷ୍କର୍ମ କରୁଥିଲା ବାପ
କଟକ: ଆଜିର ମଣିଷ ନିଜ ଶରୀରର ଭୋକ ମେଣ୍ଟ।ଇବ। ପ।ଇଁ ସମ୍ପର୍କର ଶେଷ ପ।ହ।ଚକୁ ଯ।ଇ କିଛିବି କରିବ।କୁ କୁଣ୍ଟ।ବୋଧ ପ୍ରକାଶ କରୁନ।ହିଁ । ନିଜର କଦର୍ଯ୍ୟ ଆତ୍ମ।ର ସଦଗତି ନିମନ୍ତେ ଏମିତି କିଛି କରିଛି ଏକ ଝିଅର ବ।ପ ନିଜ ଝିଅକୁ ବ।ରମ୍ବ।ର ଦୁଷ୍କର୍ମ କରୁଥିଲା । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ପୀଡ଼ିତାଙ୍କ ଡାକ୍ତରୀମାଇନା ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତ ବାପ ଏବେ ବି ଫେରାର ଥିବା ଜଣାପଡ଼ିଛି । ମିଳିଥିବା ଖବର ମୁତାବକ, ଏକ ଘରୋଇ…
View On WordPress
0 notes
Text
ନୀତିଶଙ୍କୁ କଟାକ୍ଷ କଲେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା: କାମ ଆରମ୍ଭ କର ନ ହେଲେ ଅର୍ଜୁନ ପ୍ରସ୍ତୁତ ଅଛି
ନୀତିଶଙ୍କୁ କଟାକ୍ଷ କଲେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା: କାମ ଆରମ୍ଭ କର ନ ହେଲେ ଅର୍ଜୁନ ପ୍ରସ୍ତୁତ ଅଛି
ବିହାର: ବିହ।ର ଉପ ନିର୍ବାଚନରେ ନୀତିଶ ସରକାରଙ୍କ ପର।ଜୟରେ ବିଜେପି ଦଳୀୟ ସାଂସଦ ଶତ୍ରୁଘ୍ନ ସିହ୍ନା ମୁହଁ ଖୋଲିଛନ୍ତି । ଏଥର ସେ ନିଜର ବନ୍ଧୁ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିବା ସହ ଚେତାବନୀ ଦେଇଛନ୍ତି । ଏନେଇ ସେ ଟ୍ୱିଟ କରି କହିଛନ୍ତି “ମୋର ପ୍ରିୟ ଏନ୍ଡିଏର ସହଯୋଗୀ ବନ୍ଧୁ, ଶିଘ୍ର ବିହାର ପାଇଁ କାମ କରିବା ଆରମ୍ଭ କର ନ ହେଲେ ଅର୍ଜୁନ (ତେଜସ୍ୱୀ) ପ୍ରସ୍ତୁତ ହୋଇ ରହିଛି ।” ତେବେ ଏଥର ଶତ୍ରୁଘ୍ନ ତେଜସ୍ୱୀ ଯାଦବଙ୍କୁ ଅର୍ଜୁନଙ୍କ ସହ ତୁଳନା କରିବାକୁ…
View On WordPress
0 notes
Text
ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ୨ ବିଏସ୍ଏଫ୍ ଯବାନ ଶହୀଦ
ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ୨ ବିଏସ୍ଏଫ୍ ଯବାନ ଶହୀଦ
ଶ୍ରୀନଗର : ଜମ୍ମୁ-କଶ୍ମୀର ଅଖନୁର ଓ ପ୍ରଗଓ୍ବାଲ ସେକ୍ଟର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଘଟଣାରେ ୨ ବିଏସ୍ଏଫ୍ ଯବାନ ଶହୀଦ ହୋଇଛନ୍ତି। ଗ୍ରେନେଡ୍ ମାଡ଼ରେ ୩ ଜଣ ସାଧାରଣ ଲୋକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ସେମାନେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅସ୍ତ୍ରବିରତି ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି ହେବାର ୪ ଦିନପରେ ଏହି ଘଟଣା ଘଟିଛି। ଚଳିତ ବର୍ଷ ଇତିମଧ୍ୟରେ ପାକିସ୍ତାନ…
View On WordPress
0 notes
Photo

ଆରଏସସ୍ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ମୁହଁ ଖୋଲିଲେ ପ୍ରଣବ ମୁଖାର୍ଜୀ ଆରଏସସ୍ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ମୁହଁ ଖୋଲିଲେ ପ୍ରଣବ ମୁଖାର୍ଜୀ । କହିଲେ ଯାହା କହିବେ, ନାଗପୁରରେ କହିବେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ନାଗପୁରରେ ହେବାକୁ ଥିବା ସଂଘ ଶିକ୍ଷା ବର୍ଗର ସମାପନ ସମାରୋହରେ ମୁଖ୍ୟ ଅତିଥି ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଯାହାକୁ ନେଇ କଂଗ୍ରେସରେ କିଛି ଲୋକ ପ୍ରଶ୍ନ ଉଠାଇଥିବା ବେଳେ ଖୋଦ୍ ପ୍ରଣବ ମୁଖାର୍ଜୀଙ୍କ ପାଖକୁ ଅନେକ ଲୋକ ଫୋନ୍ ଏବଂ ଚିଠି ପଠାଇ ଏହାର ଜବାବ୍ ମାଗିଥିବା ଜଣାପଡ଼ିଛି । ତେବେ କାହାକୁ କୌଣସି ଜବାବ୍ ଦେଇନଥିବା ବେଳେ ପ୍ରଣବ କହିଛନ୍ତି ସେ ଯାହା କହିବେ ନାଗପୁରରେ କହିବେ । ସେପଟେ ଆରଏସଏସ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀଙ୍କ ଯୋଗଦାନ କଂଗ୍ରେସ ଏବଂ ସେକ୍ୟୁଲାର୍ ଗୋଷ୍ଠୀଙ୍କୁ ରାଜନୀତିରେ କ୍ଷତି ପହଞ୍ଚାଇପାରେ ବୋଲି କିଛି ନେତା ଭାବୁଛନ୍ତି ।
0 notes
Text
ବିଜେଡିର ବଳ ହେଲେ ଅଶୋକ ବଳ : ଯ।ଜପୁର ପଦ୍ମ ପୋଖରୀ ଶୁଖିଲା
ବିଜେଡିର ବଳ ହେଲେ ଅଶୋକ ବଳ : ଯ।ଜପୁର ପଦ୍ମ ପୋଖରୀ ଶୁଖିଲା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ ଓଡ଼ିଶାରେ ବିଜେପିର ହିଂସାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଯାଜପୁର ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ ଅଶୋକ ବଳଙ୍କ ନେତୃତ୍ୱରେ ଏକ ହଜାରରୁ ଊର୍ଦ୍ଧ୍ୱ ବିଜେପିର ମଣ୍ଡଳ ସ୍ତରୀୟ ନେତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହି ଯୋଗଦାନ ଫଳରେ ଯାଜପୁର ଜିଲ୍ଲାରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ନବୀନ ନିବାସରେ ଆୟୋଜିତ ଏହି ମିଶ୍ରଣ…
View On WordPress
0 notes
Text
ଓଡ଼ିଶାର ସବୁ ନଦୀ ପ୍ରଦୂଷିତ
ଓଡ଼ିଶାର ସବୁ ନଦୀ ପ୍ରଦୂଷିତ
ଓଡ଼ିଶାରେ ପ୍ରବାହିତ ସବୁ ପ୍ରମୁଖ ନଦୀର ଜଳ ପ୍ରଦୂଷିତ । ଏମିତିକି କେତେକ ନଦୀ ଶଯ୍ୟା ଏକପ୍ରକାର ସହରାଞ୍ଚଳ ଓ ଶିଳ୍ପାନୁଷ୍ଠାନର ନର୍ଦ୍ଦମାବାହୀ ନାଳରେ ପରିଣତ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜ୍ଜନକ ହେଲାଣି । ଏ ପରିପ୍ରେକ୍ଷୀରେ କଟକ ଓ ସମ୍ବଲପୁର ଭଳି ଦୁଇଟି ପୌରସଂସ୍ଥାଗୁଡ଼ିକରେ ବି କର୍ତୃପକ୍ଷ ମାମଲା ରୁଜୁ କରିବା��ୁ ବାଧ୍ୟ ହେଉଛନ୍ତି ।
ଓଡ଼ିଶାରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ, ବାଂଶଧାରା, ଇନ୍ଦ୍ରାବତୀ ଓ…
View On WordPress
0 notes
Photo
ସ୍ବାମୀଙ୍କ ମୃତ୍ୟୁହେଲେ କଟାଯାଏ ସ୍ତ୍ରୀଙ୍କ ଆଙ୍ଗୁଠି ଜାକର୍ତ୍ତା: ଇଣ୍ଡୋନେସିଆରେ ବାସ କରୁଥିବା ଡାନି ଜନଜାତିଙ୍କ ମଧ୍ୟରେ ଏମିତି ଏକ ପରମ୍ପରା ପ୍ରଚଳିତ, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ସେଠାରେ ସ୍ବାମୀଙ୍କ ମୃତ୍ୟୁ ହେଲେ ସ୍ତ୍ରୀ ନିଜ ଆଙ୍ଗୁଠିର କିଛି ଅଂଶ କାଟିବାକୁ ବାଧ୍ୟ ହୋଇଥାନ୍ତି। କେବଳ ସ୍ବାମୀ ନୁହେଁ ପରିବାରର ଅନ୍ୟ ପୁରୁଷ ସଦସ୍ୟଙ୍କ ମୃତ୍ୟୁରେ ମହିଳାମାନଙ୍କୁ ଏପରି କରିବା ପାଇଁ ବାଧ୍ୟ କରାଯାଇଥାଏ। ଏପରି କରିବା ଦ୍ୱାରା ମୃତକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥାଏ ବୋଲି ସେହି ଜନଜାତି ଲୋକଙ୍କର ରହିଛି ଦୃଢ଼ ବିଶ୍ୱାସ। ଆଙ୍ଗୁଠି କଟାଯିବା ପୂର୍ବରୁ ଏହାକୁ କିଛି ସମୟ ପାଇଁ ସୂତାରେ ବାନ୍ଧି ଦିଆଯାଏ। କଟାଯାଇଥିବା ଆଙ୍ଗୁଠିରୁ ରକ୍ତସ୍ରାବ ବନ୍ଦ କରିବା ଲାଗି ଆଙ୍ଗୁଠିର ସେହି ଅଂଶକୁ ନିଆଁରେ ଲଗାଇ ଦିଆଯାଇଥାଏ। ଏଭଳି ପରମ୍ପରା ଦ୍ୱାରା ପରୋକ୍ଷ ଭାବେ ମହିଳାଙ୍କ ଉପରେ ଅତ୍ୟାଚାର କରାଯାଇଥାଏ ବୋଲି ଅନେକ କହିଥାନ୍ତି। ତଥାପି ଏହି ପରମ୍ପରା ଜନଜାତିରେ ଜାରି ରହିଛି।
0 notes
Photo

ପ୍ରବଳ ବର୍ଷା ଯୋଗୁ ଅନ୍ଧାରରେ ଦେଲେ ପରୀକ୍ଷା ଢେଙ୍କାନାଳ,: ଢେଙ୍କାନାଳ ସହରରେ ଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରବଳ ବର୍ଷା ଓ ବଜ୍ରପାତ ସହିତ ଅନ୍ଧାରରେ ପରୀକ୍ଷା ଦେଇଥିବାର ଜଣାପଡ଼ିଛି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଏହି ବିଷୟରେ ଗ୍ରେସ ମାର୍କ ଦେବାପାଇଁ ଦାବି କରାଯାଇଛି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ ରାଜ୍ୟରେ ଥିବା ବିଭିନ୍ନ ଘରୋଇ ଇଂରାଜୀ, ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଡିଇଲ୍ଇଡି ପରୀକ୍ଷା ଦେବାପାଇଁ ସୂଚନା ଦେଇଥିଲେ । ୨୦୧୮ ସୁଦ୍ଧା ଏହି ଯୋଗ୍ୟତା ହାସଲ ନକରିଲେ ଚାକିରି ହରାଇବା ସହିତ ବିଦ୍ୟାଳୟ ଗୁଡ଼ିକୁ ଏନ୍ଓସି ପ୍ରଦାନ କରାଯିବ ନାହିଁ ବୋଲି ନିଦେ୍ର୍ଦଶନାମା ଦିଆଯାଇଛି । ଫଳରେ ଜାତୀୟ ମୁକ୍ତ ବିଦ୍ୟାଳୟ ଯୋଜନାରେ ଏନ୍ଆଇଓଏସ୍ ମାଧ୍ୟମରେ ଜିଲ୍ଲାର ୫ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିଲା । ମେ ୩୧ରୁ ଜୁନ୍ ୨ ପର୍ଯ୍ୟନ୍ତ ବିବି ହାଇସ୍କୁଲ, ଏଲ୍ଏମ୍ ଉଚ୍ଚବିଦ୍ୟାଳୟ, ସୁଲକ୍ଷଣା ଦେବୀ ବାଳିକା ହାଇସ୍କୁଲ, ବଳରାମ ହାଇସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିର ସେଣ୍ଟରରେ ୧୫ଶହ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଉଥିଲେ । ଶୁକ୍ରବାର ଦିନ ୨ଟା ସମୟରେ ହଠାତ୍ ପ୍ରବଳ ବଜ୍ରପାତ ସହିତ ତୁହାକୁ ତୁହା ବର୍ଷାହେବା ଫଳରେ ଦୂରସ୍ଥାନରୁ ଆସୁଥିବା ଛାତ୍ରଛାତ୍ରୀମାନେ ବର୍ଷାରେ ଭିଜି ଭିଜି ପରୀକ୍ଷା କେନ୍ଦ୍ରକୁ ଆସୁଥିବା ବେଳେ ବିଦୁ୍ୟତ ବିଭ୍ରାଟ ଯୋଗୁ ଦୀର୍ଘ ସମୟଧରି ଶ୍ରେଣୀ କକ୍ଷ ଗୁଡିକ ଅନ୍ଧାରରେ ରହିଥିଲା । ଏହି ଅନ୍ଧାରରେ ପରୀକ୍ଷା ଦେଇଥିବା ବେଳେ ଶନିବାର ଦିନ ସାଢେ ତିନିଟା ସମୟରେ ଅନୁରୂପ ଭାବରେ ପ୍ରବଳ ବର୍ଷା ସହିତ ଘନ ଘନ ବଜ୍ରପାତ ଯୋଗୁ ବିଜୁଳି ବିଭ୍ରାଟ ହେବା ସହିତ ଶ୍ରେଣୀ ଗୃହ ଗୁଡିକ ଅନ୍ଧାର ହୋଇଯାଇଥିଲା । ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ଓ ଅନ୍ଧାର ମଧ୍ୟରେ ନିଜ ଭାଗ୍ୟକୁ ଆଦରୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯେଉଁମାନଙ୍କ ବୟସ ଅଧିକ ହୋଇଯାଇଥିଲା ସେମାନଙ୍କ ଆଖିକୁ ଭଲ ଦେଖାଯାଉ ନଥିବା ବେଳେ ସେହି ଅନ୍ଧାରରେ ପରୀକ୍ଷା ଦେଇଥିଲେ । ସରକାରଙ୍କ ତରଫରୁ ଏହି ବିଦ୍ୟାଳୟ ଗୁଡ଼ିକରେ ଜେନେରେଟର ଯୋଗାଇ ଦିଆଯାଇନଥିବା ବେଳେ ଏଭଳି ପ୍ରବଳ ବର୍ଷା ସମୟରେ ବିଦୁ୍ୟତ୍ ବିଭ୍ରାଟ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଏପରିକି ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ କିଛି କରିବା ପରିସ୍ଥିତିରେ ନଥିଲେ । ଏହା ପ୍ରକୃତି ଦତ୍ତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ବିଭାଗୀୟ କର୍ତ୍ତୃପକ୍ଷ ଏହି ଦୁଇଟି ବିଷୟରେ ଗ୍ରେସମାର୍କ ଦେବାକୁ ଦାବି କରିଛନ୍ତି ।
0 notes
Text
ଆଜିର ର।ଶିଫଳ
ମେଷ : ଭୋଜନ ଏବଂ ନୀଦରେ ଅନିୟମିତତା ରହିପାରେ। ଯଦି ସମ୍ଭବ ହୁଏ ତେବେ ଆଜି ମହିଳା ଏବଂ ଜଳକ୍ଷେତ୍ରରୁ ଦୂରରେ ସମ୍ଭାଳିକରି ରୁହନ୍ତୁ। ବିଦ୍ୟାର୍ଥିମାନଙ୍କ ପାଇଁ ଆଜିର ସମୟ ମିଳାମିଶା ରହିବ।
ବୃଷ : ଆପଣଙ୍କ ଚିନ୍ତା କମ ହେବାଯୋଗୁଁ ଆପଣ ଅଧିକ ଆଶ୍ୱସ୍ତି ଅନୁଭବ କରିବେ। ଆଜି ଆପଣ ଅଧିକ ଭାବୁକ ଏବଂ ସମ୍ବେଦନଶୀଳ ରହିବେ। ସାହିତ୍ୟ ଲେଖନ ତଥା କଳାକ୍ଷେତ୍ରରେ ଆଜି ଆପଣ ଯୋଗଦାନ କରି ପାରିବେ।
ମିଥୁନ : ଆର୍ଥିକ ଯୋଜନାର କାରଣରୁ ଆପଣଙ୍କ ଅନେକ ଅସୁବିଧା କମ ହେବା ପରି ଦେଖାଯିବ।…
View On WordPress
0 notes