Link
1 2022 ରେ ହେବାକୁ ଯାଉଥିବା 22ତମ ଫିଫା ( FIFA ) ଵିଶ୍ଵକପ ର ଆୟୋଜନ କେଉଁ ଦେଶରେ ହବ ? କତର ଦେଶ 2 ICC କ୍ରିକେଟ ଵିଶ୍ଵକପ 2023 ର ଆୟୋଜନ କେଉଁ ଦେଶରେ ହବ ? ଭାରତ 3 ICC କ୍ରିକେଟ ଵିଶ୍ଵକପ 2019 ରେ କେଉଁ ଦେଶ ରେ ହୋଇଥିଲା ? ଇଂଲଣ୍ଡ ଓ ବେଲସ ଦେଶରେ 4 2020 ରେ ହେବାକୁ ଯାଉଥିବା ପୁରୁଷ T20 କ୍ରିକେଟ ବିଶ୍ୱକପ ର ଆୟୋଜନ କେଉଁ ଦେଶ ରେ ହବ ? ଅଷ୍ଟ୍ରେଲିଆ 5 36ତମ ରାଷ୍ଟ୍ରୀୟ ଖେଳ କେଉଁ ରାଜ୍ୟ ରେ ଆୟୋଜନ ହେବ ? ଗୋଆ 6 2021 ରେ ମହିଳା କ୍ରିକେଟ ବିଶ୍ୱକପ କେଉଁ ଦେଶରେ ହବ ? ନିଉଜିଲାଣ୍ଡ 7 2020 ରେ 15ତମ କ୍ରିକେଟ ଏସିଆ କପ ର ଆୟୋଜନ କେଉଁ ଦେଶରେ ହବ ? ପାକିସ୍ଥାନ 8 2021 ରେ ICC ଚମ୍ପିୟାନ ଟ୍ରଫି ର ଆୟୋଜନ କେଉଁ ଦେଶରେ ହବ ? ଭାରତ 9 2017 ରେ ହୋଇଥିବା ICC ଚାମ୍ପିୟନ ଟ୍ରଫି ର ଆୟୋଜନ କେଉଁଦେଶରେ ହୋଇଥିଲା ? ଇଂଲଣ୍ଡ ଓ ବେଲସ ଦେଶ 10 14ତମ ମହିଳା ହକି ବିଶ୍ୱକପ 2018 ର ଆୟୋଜନ କେଉଁ ସହର ରେ ହୋଇଥିଲା ? ଲଣ୍ଡନ
0 notes
Link
welcome to PM Study Point YouTube Channel
ଭାରତ ର ପ୍ରଥମ
ଭାରତ ର ପ୍ରଥମ ଉପଗ୍ରହ ର ନାମ କଣ ଆର୍ଯ୍ୟଭଟ
ଭାରତ ର ପ୍ରଥମ ବ୍ୟାଙ୍କ ର ନାମ କଣ ବମ୍ବେ ବ୍ୟାଙ୍କ
ଭାରତ ର ପ୍ରଥମ ସମ୍ବାଦ ପତ୍ର ର ନାମ କଣ ବେଙ୍ଗଲ ଗେଜେଟ
ଭାରତ ର ପ୍ରଥମ ପୁରୁଷ ମହାକାଶଚାରୀ ର ନାମ କଣ ରାକେଶ ଶର୍ମା
ଭାରତ ର ପ୍ରଥମ ଏଭେରେଷ୍ଟ ଆରୋହଣକାରୀ ର ନାମ କଣ ତେନ ଜିଂ ନଗରେ
ଭାରତ ର ପ୍ରଥମ ନୋବେଲ ପୁରସ୍କାର ବିଜେତା କିଏ ରବୀନ୍ଦ୍ର ନାଥ ଠାକୁର
ଜାତୀୟ କଂଗ୍ରେସ ର ପ୍ରଥମ ସଭାପତି ର ନାମ କଣ ଡ଼ଃ ଉମେଶ ଚନ୍ଦ୍ର ବାନାର୍ଜୀ
ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ର ନାମ କଣ ପଣ୍ଡିତ ଜବାହରଲାଲ ନେହେରୁ
ଭାରତ ର ପ୍ରଥମ କଥାକୁହା ଚଳଚିତ୍ର ର ନାମ କଣ ଆଲମ ଆରା
ଭାରତ ର ପ୍ରଥମ ଟେଷ୍ଟ ଟିଉବ ବେବି ର ନାମ କଣ ଇନ୍ଦିରା
ଭାରତ ର ପ୍ରଥମ ଲୋକସଭାର ବାଚସ୍ପତି କିଏ ଜି.ଭି. ମଭଳଙ୍କର
ଭାରତ ର ପ୍ରଥମ ବାରିଷ୍ଟର ର ନାମ କଣ ଜେ .ଏମ ଠାକୁର
ଭାରତ ର ପ୍ରଥମ ପରମବୀର ଚକ୍ର ସମ୍ମାନ ବିଜେତା କିଏ ମେଜର ସୋମନାଥ ଶର୍ମା
ଭାରତ ର ପ୍ରଥମ ବାୟୁ ସେନାଧକ୍ଷ ର ନାମ କଣ ସୁବ୍ରତ ମୁଖାର୍ଜୀ
ଭାରତ ର ପ୍ରଥମ କମାଣ୍ଡର ଇନ ଚିଫ କିଏ ଜେନେରାଲ କାରିଆସ୍ପା
ଭାରତ ର ପ୍ରଥମ ରାଷ୍ଟ୍ରପତି ର ନାମ କଣ ଡ଼ଃ ରାଜେନ୍ଦ୍ର ପ୍ରସାଦ
ଭାରତ ର ପ୍ରଥମ ଉପରାଷ୍ଟ୍ରପତି ର ନାମ କଣ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣ
ଭାରତ ର ପ୍ରଥମ ଶିକ୍ଷାମନ୍ତ୍ରୀ ର ନାମ କଣ ମୌଲାନା ଆବୁଲ କଲାମ ଆଜାଦ
ଭାରତ ର ପ୍ରଥମ ମୁସଲମାନ ରାଷ୍ଟ୍ରପତି ର ନାମ କଣ ଡ଼ଃ ଜାକିର ହୋସେନ
ଭାରତ ର ପ୍ରଥମ କାର୍ଯ୍ୟରତ ବେଳେ ମୃତ୍ୟୁ ବରଣ କରିଥିବା ରାଷ୍ଟ୍ରପତି ଡ଼ଃ ଜାକିର ହୋସେନ
ଭାରତ ର ପ୍ରଥମ ଭାରତ ରତ୍ନ ପୁରସ୍କାର ପ୍ରାପ୍ତ ବ୍ୟକ୍ତି କିଏ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣ
ଭାରତ ର ପ୍ରଥମ ଜ୍ଞାନ ପିଠପୁରସ୍କାର ବିଜେତା କିଏ ଶଙ୍କର କୁରୁପ
ଭାରତ ର ପ୍ରଥମ ଆଣବିକ କେନ୍ଦ୍ର ର ନାମ କଣ ତାରାପୁର
ଭାରତ ର ପ୍ରଥମ କ୍ଷେପଣାସ୍ତ୍ର ର ନାମ କଣ ପୃଥ୍ଵୀ
ଭାରତ ର ପ୍ରଥମ ବିମାନ ବାହକ ଜାହାଜ ର ନାମ କଣ I.N.S ବିକ୍ରାନ୍ତ
ଭାରତ ର ପ୍ରଥମ ବୁଡ଼ାଜାହାଜ ର ନାମ କଣ I.N.S କାଲଭେରୀ
ଭାରତ ର ପ୍ରଥମ ପରମାଣ�� ରିଆକ୍ଟର ର ନାମ କଣ ଅପସରା
ଭାରତ ର ପ୍ରଥମ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ କିଏ C.V ରମଣ
ଭାରତ ର ପ୍ରଥମ ମୋଗଲ ଶାସକ ର ନାମ କଣ ବାବର
ଭାରତ ରେ ପ୍ରଥମ ଜନଗଣନା କେବେ ଆରମ୍ଭ ହୋଇଥିଲା 1881
ଭାରତ ର ପ୍ରଥମ ବିମାନ ଡ଼ାକସେବା କେବେ ଆରମ୍ଭ ହୋଇଥିଲା 18 Feb 1911
ଭାରତ ର ପ୍ରଥମ ଅବିବାହିତା ପ୍ରଧାନ ମନ୍ତ୍ରୀ କିଏ ଅଟଳ ବିହାରୀ ବାଜପେୟୀ
ଭାରତ ର ପ୍ରଥମ କାର୍ଯ୍ୟରତ ବେଳେ ମୃତ୍ୟୁ ବରଣ କରିଥିବା ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ
0 notes
Link
1 - ଓଡିଶା ର ଉତ୍ତର ପୂର୍ବରେ କେଉଁ ରାଜ୍ୟ ଅବସ୍ଥିତ ? ବିହାର ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ 2 - ଓଡ଼ିଶାର ଉତ୍ତରରେ କେଉଁ ରାଜ୍ୟ ଅବସ୍ଥିତ ? ବିହାର ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ 3 - ଓଡିଶା ର ପଶ୍ଚିମରେ କେଉଁ ରାଜ୍ୟ ଅବସ୍ଥିତ ? ବିହାର ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ 4 - ଓଡ଼ିଶାର ଦକ୍ଷିଣ-ପଶ୍ଚିମରେ କେଉଁ ରାଜ୍ୟ ଅବସ୍ଥିତ ? ବିହାର ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ 5- ଓଡିଶା ର ଦକ୍ଷିଣରେ କେଉଁ ରାଜ୍ୟ ଅବସ୍ଥିତ ? ବିହାର ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ 6 - ଓଡ଼ିଶାର ପୂର୍ବ ରେ କେଉଁ ସାଗର ଅବସ୍ଥିତ ? ବଙ୍ଗୋପସାଗର ଆରବସାଗର ପ୍ରଶାନ୍ତ ମହାସାଗର ଆଟ୍ଲାଣ୍ଟିକ ମହାସାଗର 7 - ପ୍ରାକୃତିକ ଗଠନ ଦୁଷ୍ଟିରୁ ଓଡିଶା କୁ କେତେ ଭାଗରେ ବିଭକ୍ତ କରାଯାଇଛି ? 2 ଭାଗରେ 3 ଭାଗରେ 4 ଭାଗରେ 5 ଭାଗରେ 8 - ଜଳବାୟୁ ଦୁଷ୍ଟିରୁ ଓଡିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ? 2 ଭାଗରେ 3 ଭାଗରେ 4 ଭାଗରେ 5 ଭାଗରେ 9 - ଓଡିଶା ର ବାର୍ଷିକ ବୃଷ୍ଟିପାତ ପ୍ରାୟ କେତେ ସେଣ୍ଟିମିଟର ? 140 ସେ.ମି 150 ସେ.ମି 160 ସେ.ମି 170 ସେ.ମି 10 - 2011 ଜନଗଣନା ଅନୁସାରେ ଓଡ଼ିଶାର ଲୋକ ସଂଖ୍ୟା କେତେ ? 4,19,47,920 ଜଣ 5,15. 47,358 ଜଣ 6 , 19 .47 ,358 7 , 19.47, 385 11 - 2011 ଜନଗଣନା ଅନୁସାରେ ଓଡ଼ିଶାର ପୁରୁଷ ସଂଖ୍ୟା କେତେ ? 2,10.01,678 ଜଣ 2, 12 .01, 178 ଜଣ 3, 14 . 47,358 ଜଣ 2 , 15 , 47 , 358 ଜଣ 12 - 2011 ଜନଗଣନା ଅନୁସାରେ ଓଡ଼ିଶାର ମହିଳା ସଂଖ୍ୟା କେତେ ? 2,10.01,678 ଜଣ 2, 12 .01, 178 ଜଣ 3, 14 . 47,358 ଜଣ 2 , 15 , 47 , 358 ଜଣ 13 - 2011 ଜନଗଣନା ଅନୁସାରେ ଓଡ଼ିଶାର ତଫସିଲଭୁକ୍ତ ଜାତିର ଲୋକ ସଂଖ୍ୟା କେତେ ? 60,82.063 ଜଣ 70 82.063 ଜଣ 80.82.063 ଜଣ 95.82.063 ଜଣ 14 - 2011 ଜନଗଣନା ଅନୁସାରେ ଓଡ଼ିଶାର ତଫସିଲଭୁକ୍ତ ଉପଜାତିର ଲୋକ ସଂଖ୍ୟା କେତେ ? 60,82.063 ଜଣ 81,45.081 ଜଣ 80.82.063 ଜଣ 95.82.063 ଜଣ 15 - ଭାରତ ର ଜନସଂଖ୍ୟା ଦୃଷ୍ଟିରୁ ଓଡିଶା ର ସ୍ଥାନ କେତେ ? ନବମ ପଞ୍ଚମ ଏକବିଂଶ ଏକାଦଶ 16 - ଓଡ଼ିଶାର ସମୁଦାୟ ଗ୍ରାମ ସଂଖ୍ୟା କେତେ ? 50,000 51,349 52,000 53,000 17 - ଓଡ଼ିଶାର ବ୍ଲକ ସଂଖ୍ୟା କେତେ ? 300 305 312 314 18 - ଓଡ଼ିଶାର ପୋଲିସ ଥାନା ସଂଖ୍ୟା କେତେ ? 420 424 426 429 19 - ଓଡ଼ିଶାର ବୃହତମ ପୁସ୍ତକ ର ନାମ କଣ ? ସିଦ୍ଧାନ୍ତ ଦର୍ପଣ ପୂର୍ଣଚନ୍ଦ୍ର ଭାଷାକୋଷ ଭାଗବତ ଗୀତଗୋବିନ୍ଦ 20 - ଓଡିଶା ର ବୃହତମ ଜିଲ୍ଲାର ନାମ କଣ ? କଟକ ମୟୁରଭଞ୍ଜ ସମ୍ବଲପୁର କଳାହାଣ୍ଡି 21 - ଓଡିଶା ର ଶ୍ରେଷ୍ଠ ରାଜା କିଏ ? ଗଜପତି ପୁରୀ ମୟୁରଭଞ୍ଜ ରାଜା ଢେଙ୍କାନାଳର ରାଜା ଖାରବେଳ 22 - ଓଡ଼ିଶାର ସର୍ବାଧିକ ବର୍ଷାପାତ ଅଞ୍ଚଳର ନାମ କଣ ? ଢେଙ୍କାନାଳ କୋରାପୁଟ ବଲାଙ୍ଗୀର ଭଦ୍ରକ 23 - ଓଡ଼ିଶାର ବଡ ମେଳା କାହାକୁ କୁହାଯାଏ ? ବାଲିଯାତ୍ରା ( କଟକ ) ଖଣ୍ଡଗିରି ଯାତ୍ରା ( ଭୁବନେଶ୍ୱର ) ବରୁଣେଶ୍ୱର ଯାତ୍ରା ପାରାଦୀପ ବାଲିଯାତ୍ରା 24 - ଓଡ଼ିଶାର ବୃହତମ ସେତୁ ର ନାମ କଣ ? କାଠଯୋଡ଼ି ସେତୁ କୁଆଖାଇ ନଦୀବନ୍ଧ ସେତୁ ମହାନଦୀ ସେତୁ ବ୍ରାହ୍ମଣୀ ସେତୁ 25 - ଓଡିଶାର ବଡ ମଠର ନାମ କଣ ? ମଦନମୋହନ ମଠ ପୁରୀ ଏମାର ମଠ ପୁରୀ ରାଜବିହାରୀ ମଠ କଟକ ପୁଣ୍ୟତୋୟା ମଠ ପୁରୀ 26 - ଶିମିଳିପାଳ ଜାତୀୟ ଉଦ୍ୟାନ କଣ ପାଇଁ ପ୍ରସିଦ୍ଧ ? ହାତୀ ଓ ବାଘ ସିଂହ ଓ ହାତୀ କୁମ୍ଭୀର ଓ ସାପ ସିଂହ ଓ ଧଳାବାଘ 27 - ଓଡ଼ିଶାର ବଡ ପ୍ଲାଟଫର୍ମ ର ନାମ କଣ ? କଟକ ପ୍ଲାଟଫର୍ମ ଭୁବନେଶ୍ୱର ପ୍ଲାଟଫର୍ମ ବାଲେଶ୍ୱର ପ୍ଲାଟଫର୍ମ ଖୋର୍ଦ୍ଧା ପ୍ଲାଟଫର୍ମ 28 - ଓଡ଼ିଶାର ବଡ ରଥର ନାମ କଣ ? ନନ୍ଦିଘୋଷ ତାଳଧ୍ୱଜ ରୁକୁଣା ରଥ ଦେବଦଳନ 29 - ଓଡ଼ିଶାର ବଡ ରେଳଜଙ୍କ୍ସନ ର ନାମ କଣ ? ଖୋର୍ଦ୍ଧା କଟକ ବ୍ରହ୍ମପୁର ଭୁବନେଶ୍ୱର 30 - ଓଡିଶା ର ବଡ଼ ସଶିବମନ୍ଦିର ନାମ କଣ ? କପିଳାସ ଶିବମନ୍ଦିର ଧବଳେଶ୍ୱର ଶିବ ମନ୍ଦିର ମହାବିନାୟକ ଶିବମନ୍ଦିର ଲିଙ୍ଗରାଜ ଶିବମନ୍ଦିର 31 - ଓଡ଼ିଶାର ବଡ ଗୁମ୍ଫା ର ନାମ କଣ ? ରାଣୀ ଗୁମ୍ଫା ହାତୀ ଗୁମ୍ଫା ଖଣ୍ଡଗିରି ଗୁମ୍ଫା ବାଘ ଗୁମ୍ଫା 32 - ବର୍ତ୍ତମାନ ଓଡ଼ିଶାର ସବୁଠାରୁ ବଡ ଧନୀ କିଏ ? ବିଜୁ ପଟନାୟକ ବଂଶୀଧର ପଣ୍ଡା ମହିମାନନ୍ଦ ମିଶ୍ର ପ୍ୟାରୀମୋହନ ମହାପାତ୍ର 33 - ସବୁଠାରୁ ଅଧିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବା ଜିଲ୍ଲା ର ନାମ କଣ ? କଟକ ବାଲେଶ୍ୱର ପୁରୀ ଗଞ୍ଜାମ 34 - ବୁଢ଼ାବଳଙ୍ଗ ନଦୀ କେଉଁ ପର୍ବତ ରୁ ବାହାରିଛି ? ମାଲ୍ୟଗିରି ମେଘାସନ ଶିମିଳିପାଳ ଗନ୍ଧମାର୍ଦ୍ଧନ 35 - ଚିଲିକା ହ୍ରଦ କେଉଁ ଜିଲ୍ଲା ରେ ଅବସ୍ଥିତ ? କଟକ ପୁରୀ ଗଜପତି ଜଗତସିଂପୁର 36 - ଖଣ୍ଡାଧାର ଜଳପ୍ରପାତ କେଉଁ ଜିଲ୍ଲା ରେ ଅବସ୍ଥିତ ? ମୟୁରଭଞ୍ଜ କେନ୍ଦୁଝର ସୁନ୍ଦରଗଡ କୋରାପୁଟ 37 - କେଦାରଗୌରୀ ଝରଣା କେଉଁ ଜିଲ୍ଲା ରେ ଅବସ୍ଥିତ ? ପୁରୀ ଖୋର୍ଦ୍ଧା କଟକ ଜଗତସିଂହପୁର 38 - ପାତାଳ ଗଙ୍ଗା ଝରଣା କେଉଁ ଜିଲ୍ଲା ରେ ଅବସ୍ଥିତ ? କଟକ ନୂଆପଡା ଗଜପତି ସମ୍ବଲପୁର 39 - ନୟାଗଡ ଜିଲ୍ଲାର ମଣିଭଦ୍ରା କଣ ପାଇଁ ପ୍ରସିଦ୍ଧ ? ଭାଲୁ ପାଗଳାହାତି ବିଷଧର ସାପ ମହାବଳବାଘ 40 - ସମ୍ବଲପୁରର ଉଷାକୋଠି କଣ ପାଇଁ ପ୍ରସିଦ୍ଧ ? କୁମ୍ଭୀର ଓ ହାତୀ ହାତୀ ଓ ବାଘ କୁମ୍ଭୀର ଓ ବିଷଧର ସାପ ଗଧ ଓ ଘୋଡା
0 notes
Link
PM STUDY POINT
ଭାରତ ର ପ୍ରଥମ ମହିଳା
ଭାରତ ର ପ୍ରଥମ ମହିଳା ମହାକାଶଚାରୀ କଳ୍ପନା ଚାୱଲା ଭାର�� ର ପ୍ରଥମ ମହିଳା ରାଜ୍ୟପାଳ ସରୋଜିନୀ ନାଇଡୁ ଭାରତ ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସୁଚେତା କୃପାଳିନୀ ଭାରତ ର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତ ର ପ୍ରଥମ ମହିଳା ରାଜଦୂତ ବିଜୟ ଲକ୍ଷ୍ମୀ ଭାରତ ର ପ୍ରଥମ ମହିଳାଏଭେରେଷ୍ଟ ଅରୋହଣକାରୀ ବଛେନ୍ଦ୍ରୀ ପାଲ ଭାରତ ର ପ୍ରଥମ ବିଶ୍ୱ ସୁନ୍ଦରୀ ରିତା ଫରିଆ ଜାତୀୟ କଂଗ୍ରେସ ର ପ୍ରଥମ ମହିଳା ସଭାପତି ଆନିବେଶାନ୍ତ ଭାରତ ର ପ୍ରଥମ ମହିଳା ଶାନ୍ତି ପାଇଁ ନୋବେଲ ବିଜେତା ମଦର ଟେରେସା ଭାରତ ର ପ୍ରଥମ ମହିଳା I.P.S କିରଣ ବେଦି ଭାରତ ର ପ୍ରଥମ ମହିଳା I.A.S ଆନ୍ନା ଜର୍ଜ ଭାରତିୟ ସିନେମାର ପ୍ରଥମ ଅଭିନେତ୍ରୀ ଦେବୀକା ରାନୀ ରୋରିକ ଭାରତ ର ପ୍ରଥମ ମହିଳା ଶାସିକା ରେଜିଆ ସୁଲତାନା ଭାରତ ର ପ୍ରଥମ ମହିଳା କେନ୍ଦ୍ର ମନ୍ତ୍ରୀ ରାଜକୁମାରୀ ଅମୃତ କୌର ଯୋଜନା ଆୟୋଗ ର ପ୍ରଥମ ମହିଳା ଅଧ୍ୟକ୍ଷା ଇନ୍ଦିରା ଗାନ୍ଧୀ ଭାରତ ରତ୍ନ ପ୍ରାପ୍ତ ପ୍ରଥମ ମହିଳା ଇନ୍ଦିରା ଗାନ୍ଧୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ମହିଳା ଅମୃତା ପ୍ରିତମ ଭାରତ ର ପ୍ରଥମ ଅଶୋକ ଚକ୍ର ପ୍ରାପ୍ତ ନୀରଜା ମିଶ୍ର ଅଲମ୍ପିକ ରେ ଭାଗ ନେଇଥିବା ଭାରତ ପ୍ରଥମ ମହିଳା ମେରୀ ଲୀଳା ରାୟ ଭାରତ ର ପ୍ରଥମ ମହିଳା ଦୂରଦର୍ଶନ ସମାଚାର ପାଠିକା ପ୍ରତିମା ପୁରୀ ଭାରତ ର ପ୍ରଥମ ମହିଳା ଆଡ଼ଭୋକେଟ କେମିଲା ସରାବଜି ଭାରତ ର ପ୍ରଥମ ମହିଳାବିଧାନସଭା ବାଚସ୍ପତି ସ୍ଵପ୍ନା ଦେବୀ ଭାରତ ର ପ୍ରଥମ ମହିଳା ପାଇଲଟ ପ୍ରେମ ମାଥୁର ଭାରତ ର ପ୍ରଥମ ମହିଳା ଡାକ୍ତର ଆନନ୍ଦ ବାଇ ଯୋଶୀ ଭାରତ ର ପ୍ରଥମ ସେନାବାହିନୀ ର ମହିଳା ଜେନେରାଲ ମେଜର ଜି .ଏ. ରାମ ସୁପ୍ରିମ କୋର୍ଟ ର ପ୍ରଥମ ମହିଳା ବିଚାର ପାତି ମୀରା ସାହେବ ଫାତିମା ବିବି ଭାରତ ର ପ୍ରଥମ ମହିଳା ବିଦେଶ ସଚିବ ଚୋକିଳା ଅୟର ଭାରତ ର ପ୍ରଥମ ମହିଳା ରାଜ୍ୟ ସଭାର ଉପସଭାପତି ନଜମା ହେପତୁଲ୍ଲା ଭାରତ ର ପ୍ରଥମ ମହିଳା ମେୟର ତାରା ଚେରୀୟନ
0 notes
Link
1 - ଏକ ଗ୍ରାମ ସୁନା ରୁ ପ୍ରୟ କେତେ କିଲୋମିଟର ଦୈର୍ଘ୍ୟର ତାର ଟଣାଯାଇପାରେ ? ଉ - 2 କିଲୋମିଟର 2 - କେଉଁ ଧାତୁ ସାଧାରଣ ତାପମାତ୍ରା ରେ ତରଳ ଅବସ୍ଥା ରେ ଥାଏ ? ଉ - ପାରଦ 3 - କେଉଁ ଟା ଅଧାତୁ ହେଲେ ମଧ୍ୟ ଏହାର ଧାତବ ଔଜଲ୍ୟ ଅଛି ? ଉ - ଆୟୋଡିନ 4 - କୋଉ ଧାତୁ ଏତେ ନରମ ଯେ , ଛୁରୀରେ କଟାଯାଇପାରିବ ? ଉ - କ୍ଷାର 5 - ଆଲୁମିନିୟମ ଆକ୍ସାଇଡର ପ୍ରଲେପ ଅଧିକ କଣ ହେବାକୁ ପ୍ରତିରୋଧ କରିଥାଏ ? ଉ - ସଂକ୍ଷାରଣ 6 - ତମ୍ବା କୋଉ ଅମ୍ଳ ସହ ପ୍ରତିକ୍ରିୟା କରେ ନାହିଁ ? ଉ - ଲଘୁ -ହାଇଡ୍ରୋକଲ୍ଲୋରିକ 7 - ଫ୍ଲୋରିନର ବହିସ୍ଥ କକ୍ଷରେ କେତୋଟି ଇଲୋକ୍ଟ୍ରନ ଅଛି ? ଉ - 7 8 - ଏଲୁମିନିୟମ ବିଜାରକ କେଉଁ ପଦ୍ଧତିରେ ବ୍ୟାବହୁତ ହୁଏ ? ଉ - ଥାରମିଟ 9 - ରେଳଧାରଣ ଯୋଡିବା ପ୍ରକ୍ରିୟା କୁ କେଉଁ ପ୍ରକ୍ରିୟା କୁହାଯାଏ ? ଉ - ଥାରମିଟ 10 - ଯେଉଁ କ୍ଷାରକ ଜଳ ରେ ଦ୍ରାଵିଭୂତ ହୁଏ ତାକୁ କଣ କୁହାଯାଏ ? ଉ - କ୍ଷାର ବା ଅଲକାଳୀ 11 - ଖାଇସାରିବା ପରେ ପାଟିରେ ଲାଗି ରହିଯାଇଥିବା ମିଠା ଜିନିଷ ଓ ଖାଦ୍ୟ କଣିକା କୁ ପାଟିର ବୀଜାଣୁ ନିମ୍ନକରଣ କରି କେଉଁଥିରେ ପରିଣତ କରେ ଉ - ଅମ୍ଲ 12 - ସୋଡ଼ିଅମ ଲ୍ଲୋରାଇଡ ର ଜଳୀୟ ଦ୍ରଵଣକୁ କଣ କୁହାଯାଏ ? ଉ - ବ୍ରାଇନ 13 - ପାନୀୟ ଜଳକୁ ଜୀବାଣୁମୁକ୍ତ କରିବାପାଇଁ କେଉଁ ରାସାୟନିକ ପାଉଡର ବ୍ୟବହାର କରାଯାଏ ? ଉ - ବ୍ଲିଚିଂ ପାଉଡର 14 - ଜିପସମ ସ୍ପଟିକରେ କେତୋଟି ଜଳଅଣୁ ଅଛି ? ଉ - 2 ଟି 15 - ଅମ୍ଳୀୟ ପଦାର୍ଥ ଜଳରେ ରକେଉଁ ଆୟନ ପ୍ରଦାନ କରେ ? ଉ - H + ( aq ) ଆୟନ 16 - ଏକ ଅମ୍ଳୀୟ ଦ୍ରଵଣ ର pH ମୂଲ୍ୟ କେତେ ? ଉ - 7 ରୁ କମ 17 - ଏକ କ୍ଷାରୀୟ ଦ୍ରଵଣ ର pH ମୂଲ୍ୟ କେତେ ? ଉ - 7 ରୁ ଅଧିକ 18 - ରକ୍ତ ର ହାରାହାରି pH ମୂଲ୍ୟ କେତେ ? ଉ - 7.4 19 - ମିଳକ ଅଫ ମ୍ୟାଗନେସିଆ ର pH ମୂଲ୍ୟ କେତେ ? ଉ - 10 20 - ପ୍ଳାଷ୍ଟର ଅଫ ପ୍ୟାରିସ ର ରାସାୟନିକ ନାମ କଣ ? ଉ - କ୍ୟାଲସିୟମ ସଲଫେଟ ହେମିହାଇଟ୍ରେଟ 21 - କାର୍ବନର କଠିନତମ ଅପରରୂପ କିଏ ? ଉ - ହୀରା 22 - କାର୍ବନ କେଉଁ ରୂପ ରେ ବିଦ୍ୟୁତ ପରିବହନ କରେ ? ଉ - ଗ୍ରାଫାଇଟ 23 - ସୋଡିୟମ ଏଲୁମିନେଟର ସଂକେତ କଣ ? ଉ - NaALO2 24 - କେଉଁ ଧାତୁର ଗୁଣ୍ଡକୁ ଅଗ୍ନିଶିଖା ରେ ଛିଞ୍ଚିଦେଲେ ତାହା ଜଳିଯାଏ ? ଉ - ଲୌହ 25 - କେଉଁ ଧାତୁ ଦୁଇଟି ହାତ ପାପୁଲି ରେ ରଖିଲେ ତରଳି ଯିବା ? ଉ - ଗାଲିଲିୟମ
0 notes
Link
ODISHA KHABAR ODISHA RA GOURAV KONARK MANDIR
1 ଓଡିଶା ର ରକ୍ତ ତୀର୍ଥ କାହାକୁ କୁହାଯାଏ ? ans ଓଡିଶା ର ରକ୍ତ ତୀର୍ଥ ଇରମ କୁ କୁହାଯାଏ About = ଇରମ ଭଦ୍ରକ ଜିଲ୍ଲାର ବାସୁଦେବ ପୁର ଠାରେ ଅବସ୍ଥିତ ଏହି ସ୍ଥାନର ମେଲଣା ପଡିଆ ଠାରେ ଭାରତର ଆଜାଦି ପାଇଁ 20 ସେପ୍ଟେମ୍ବର 1942 ଦିନ ଗୋଟିଏ ସଭା ରଖା ଯାଇଥିଲା ସେହି ସଭାରେ 5000 ର�� ଅଧିକ ଲୋକ ଯୋଗ ଦେଇଥିଲେ ସେହି ସମୟରେ ଇଂରେଜ ମାନେ ବହୁତ ମାତ୍ରା ରେ ଗୁଳି ଚଳାଇ ଥିଲେ ଏବଂ ସେହି ଗୁଳିରେ 29 ଜଣ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ ସେଥିପାଇଁ ଇରମ କୁ ଓଡିଶା ର ରକ୍ତତୀର୍ଥ କୁହାଯାଏ 2 ଓଡିଶା ର ଗଙ୍ଗା କାହାକୁ କୁହାଯାଏ ? Ans ଓଡିଶା ର ଗଙ୍ଗା ମହାନଦୀ କୁ କୁହାଯାଏ About = ମହାନଦୀ ଓଡିଶା ର ଗଙ୍ଗା ନାମ ରେ ଜଣା ଯାଏ କାରଣ ମହାନଦୀ ଅମରକଣ୍ଟକ ରୁ ଉତ୍ପତି ହୋଇଛି ଅମରକଣ୍ଟକ ହେଲା ଭଗବାନ ଙ୍କ ସ୍ଥଳ ଏହା ମଧ୍ୟପ୍ରଦେଶ ର ଅନୁପୁର ଜିଲ୍ଲା ରେ ଅବସ୍ଥିତ ଏହା ହିନ୍ଦୁ ମାନଙ୍କ ପବିତ୍ର ସ୍ଥଳ ନର୍ବଦା ନଦୀ ,ସ୍ଵର୍ଣ ���ଦୀ , ଏବଂ ଯୋହିଲା ନଦୀ ଲାଗି ରହିଛି ନର୍ବଦା କୁଣ୍ଡ ମନ୍ଦିର ତା ସହିତ ଶିବମନ୍ଦିର , କାର୍ତିକେ ମନ୍ଦିର , ଶ୍ରୀ ରାମ ଜାନକୀ ମନ୍ଦିର , ଅର୍ଣ୍ଣପୂର୍ଣା ମନ୍ଦିର , ଗୁରୁ ଗୋରଖନାଥ ମନ୍ଦିର , ଶ୍ରୀ ସୂର୍ଯ୍ୟ ନାରାୟଣ ମନ୍ଦିର , ସିଦ୍ଧେଶ୍ୱର ମହାଦେବ ମନ୍ଦିର , ଶ୍ରୀ କୃଷ୍ନା ରାଧା ମନ୍ଦିର , 11 ରୁଦ୍ର ମନ୍ଦିର ରହିଛି ଏହି ସ୍ଥାନ ରୁ ମହାନଦୀ ବହି ଆସୁଛି ସେଥିପାଇଁ ମହାନଦୀ କୁ ଓଡିଶା ର ଗଙ୍ଗା କୁହାଯାଏ | ମହାନଦୀ ଓଡ଼ିଶାର 4 ଟି ଜିଲ୍ଲା ଦେଇ ପ୍ରବାହିତ ହୁଏ ସମ୍ବଲପୁର , ବଲାଙ୍ଗୀର , ଢେଙ୍କାନାଳ ଓ କଟକ ଏବଂ ଏହି ନଦୀ ଓଡିଶା ର ବଡ ନଦୀ ନାମ ରେ ଯଣାଯାଏ 3 ଓଡିଶା ର କାଶ୍ମୀର କାହାକୁ କୁହାଯାଏ ? Ans ଓଡିଶା ର କାଶ୍ମୀର ଦାରିଙ୍ଗବାଡି କୁ କୁହାଯାଏ About = ଦାରିଙ୍ଗବାଡି କୁ ଓଡିଶା ର କାଶ୍ମୀର କୁହାଯାଏ କାରଣ ଏହି ସ୍ଥାନ ରେ କାଶ୍ମୀର ପରି ବରଫ ପଡି ଥାଏ | ଏହା ଓଡିଶା ର କାନ୍ଧମାଲ ଜିଲ୍ଲା ରେ ଅବସ୍ଥିତ ଏହି ସ୍ଥାନ କୁ ଅନେକ ଦୂର ରୁ ସୀତ ଋତୁ ରେ ପିକନିକ ମନାଇବା ପାଇଁ ଆସିଥାନ୍ତି ସୀତା ଋତୁ ରେ ଏହି ସ୍ଥାନ ର ଦୃଶ୍ୟ ଦେଖିବା କୁ ଆହୁରି ସୁନ୍ଦର ଲାଗେ ଏହା ଏକ ବଣ ଭୋଜି ସ୍ଥଳ 4 ବିହଙ୍ଗ ବିହାର କାହାକୁ କୁହାଯାଏ ? Ans ଚିଲିକା କୁ ଓଡିଶା ର ବିହଙ୍ଗ ବିହାର କୁହଯାଏ About = ଚିଲିକା ଓଡିଶା ର ପୁରୀ ଜିଲ୍ଲା ରେ ଅବସ୍ଥିତ ଚିଲିକା 3560 ବର୍ଗ କିଲୋମିଟର ଭାରତ ର ବୃହତମ ଓ ପୃଥ୍ୱୀ ର ଦୁତୀୟ ବୃହରମ ହ୍ରଦ ଅନେକ ଦେଶ ବିଦେଶ ରୁ ପକ୍ଷୀ ମାନେ ଉଡିଆସନ୍ତି ଚିଲିକା କୁ ସୀତ ଦିନ ଅତିକ୍ରାନ୍ତ କରିବାକୁ ସେମିତି ହଜାର ହଜାର ଲୋଳ ଧାଇଁ ଆସନ୍ତି ଅନେକ ଦେଶ ରୁ ଛୁଟି ଦିନ ବିତାଇବାକୁ ଅନେକ ଛୋଟ ବଡ ଦ୍ଵୀପପୁଞ୍ଜ ରହିଛି ଏହି ଚିଲିକା ହ୍ରଦ ଭିତରେ ବଡ଼କୁଦ , କାଳିଜାଇ , କୃଷ୍ଣ ପ୍ରସାଦ , ରାଜହଂସ , ନଳବଣ ,ଚଡ଼େଇ କୁହା , ନୂଆ ପଡା , ସାନ କୁଦ , ମାଲୁଦ ,ପରି କୁଦ ଏମିତି ଅନେକ ଦୀପ ପୁଞ୍ଜ ରହିଛି ତାହା ଦେଖିବାକୁ ଆନନ୍ଦ ଜନିତ 5 ଓଡିଶା ର କୈଳାଶ କାହାକୁ କୁହାଯାଏ ? Ans କପିଳଶ୍ କୁ ଓଡିଶା ର କୈଳାଶ କୁହାଯାଏ About ଓଡିଶା ର କୈଳାଶ କପିଳଶ୍ କୁ ବୁଝାଯାଏ ଏହା ଓଡିଶା ର ଢେଙ୍କାନାଳ ଜିଲ୍ଲା ରେ ଅବସ୍ଥିତ ଏହା ଏକ ହିନ୍ଦୁ ମନ୍ଦିର ଏଠାରେ ଭଗବାନ ଶିବ କୁ ପୂଜା କରାଯାଏ ତାସାହିତ ଅନେକ ଦେବାଦେବୀ ଙ୍କୁ ପୂଜା କରାଯାଏ | ଏହାର ଉଚ୍ଚତା ପ୍ରାୟ 457 ମିଟର ଏବଂ ଉପରକୁ ଚଢିବା ପାଇଁ 1351 ଟି ପାହାଁଚ ଅଛି ଏହି ମନ୍ଦିର ରେ ମହା ଶିବରାତ୍ରି ସମୟ ରେ ବହୁତ ମାତ୍ରା ରେ ଭକ୍ତ ଗଣ ଙ୍କ ଭିଡ ଦେଖିବାକୁ ମିଳିଥାଏ | 6 ଓଡିଶା ର ସ୍ୱର୍ଗ ଗଙ୍ଗା କାହାକୁ କୁହାଯାଏ ? Ans ବରୁଣେଇ କୁ ଓଡିଶା ର ସ୍ୱର୍ଗ ଗଙ୍ଗା କୁହାଯାଏ About = ବରୁଣେଇ ଗୋଟିଏ ପାହାଡ଼ ର ନାମ ଏହା ଖୋର୍ଦ୍ଧା ��ିଲ୍ଲା ରେ ଅବସ୍ଥିତ ଏହାର ଲମ୍ବ 7 କିଲୋମିଟର ଏବଂ ଚଉଡା 800 ମିଟର ଏହା ଏକ ଟିୟୁରିଷ୍ଟ ପ୍ଲେସ ଏଠାରେ ମାଁ ବରୁଣେଇ ଓ ମାଁ କରୁଣେଇ ଙ୍କ ପ୍ରତିମା କୁ ପୂଜା କରାଯାଏ | ଏହା ମଧ୍ୟ ରୁ ବାହାରି ଆସିଛି ଏକ ଛୋଟ ଝରଣା ଟିଏ କୁହାଯାଏ ଏହି ଝରଣା ରେ ଗାଧେଇଲେ ଶରୀର ର କିଛିଟା ଚର୍ମ ରୋଗ ଦୂର ହୋଇଥାଏ ଏବଂ କୁହାଯାଏ ଏହି ପାଣି ରେ କିଛି ଔଷଧୀୟ ଗୁଣ ରହିଛି ସେଠି ପାଇଁ ଏହା କୁ ସ୍ୱର୍ଗ ଗଙ୍ଗା କୁହାଯାଏ | 7 ଓଡିଶା ର ଇସ୍ପାତ ନଗରୀ କେଉଁଟା ? Ans ରାଉରକେଲା କୁ କୁହା ଯାଏ About = ଓଡିଶା ର ଇସ୍ପାତ ନଗରୀ ରାଉରକେଲା କୁ ବୁଝା ଯାଏ କାରଣ ରାଉରକେଲା ରେ ଓଡିଶା ର ସବୁଠାରୁ ବଡ ଷ୍ଟିଲପ୍ଲାଣ୍ଟ ରହିଛି ଏବଂ ତା ସହିତ ଅନେକ ଛୋଟ ବଡ କଲ କାରଖାନା ମଧ୍ୟ ରହିଛି 8 ଓଡିଶା ର ଅର୍କ କ୍ଷେତ୍ର ଓ ପଦ୍ମ କ୍ଷେତ୍ର କାହାକୁ କୁହାଯାଏ Ans ଓଡିଶା ର ଅର୍କ କ୍ଷେତ୍ର ଓ ପଦ୍ମ କ୍ଷେତ୍ର କୋଣାର୍କ କୁ କୁହାଯାଏ About = କୋଣାର୍କ କୁ ସୂର୍ଯ୍ୟ ମନ୍ଦିର ମଧ୍ୟ କୁହାଯାଏ ଓଡିଶା ର କୀର୍ତି ଓ ଗୌରବ କୁ ବଢ଼ାଇ ଥାଏ କୋଣାର୍କ ମନ୍ଦିର ଏହା 1250 ଖ୍ରୀଷ୍ଟାବ୍ଦ ର ମନ୍ଦିର ଏହା କୁ ଗଙ୍ଗ ବଂଶ ର ରାଜା ଲାଙ୍ଗୁଡ଼ ନରସିଂହ ଦେବ ଦ୍ୱାରା ନିର୍ମିତ ହେବାରେ ଜଣାଯାଏ ଏହି ମନ୍ଦିର ପଥରରେ ତିଆରି ଏହା ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏହା ଏକ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଏହା ପୁରୀ ଜିଲ୍ଲା ରେ ସ୍ଥିତ ପ୍ରାଚୀନ ଓ ବଙ୍ଗୋପ ସାଗର ର ସଙ୍ଗମ ସ୍ଥଳୀ ଚନ୍ଦ୍ର ଭାଗା ରେ ଅବସ୍ଥିତ ଏହି ମନ୍ଦିର 200 ଫୁଟ ଉଚ୍ଚ ଏବଂ ଏହି ମନ୍ଦିର ଓଡିଶା ର ଉଚ୍ଚତମ ମନ୍ଦିର ଭାବରେ ଜଣାପଡେ 9 ଓଡିଶା ର ଶ୍ରୀ କ୍ଷେତ୍ର କାହାକୁ କୁହାଯାଏ ? Ans ପୁରୀ କୁ ଶ୍ରୀ କ୍ଷେତ୍ର କୁହାଯାଏ About = ତାସଂଗେ ସଂଗେ ଶଙ୍ଖ କ୍ଷେତ୍ର , ପୁରୁଷୋତ୍ତମ କ୍ଷେତ୍ର , ଜଗନ୍ନାଥ ଧାମ , ନୀଳାଚଳ ଧାମ ମଧ୍ୟ କୁହାଯାଏ | ଭାରତ ର ଚାରି ଧାମ ମଧ୍ୟ ରୁ ଏହା ଗୋଟିଏ ଧାମ ଅଟେ ଏହାର ଉଚ୍ଚତା 65 ମିଟର ଏହି ମନ୍ଦିର ରେ ଶ୍ରୀ ଜଗନ୍ନାଥ ସୁଭଦ୍ରା ଓ ବଳରାମ ଙ୍କ ନାମରେ ପୂଜା ଓ ଆରତୀ କରାଯାଏ | ଏହା ଏକ ପ୍ରାଚୀନ ମନ୍ଦିର ଏହାକୁ ଦେଖିବା କୁ ଅନେକ ଦେଶ ବିଦେଶ ରୁ ଧାଇଁ ଆସନ୍ତି ଏହି ଜାଗା କୁ କେହି ଗଲେ ସେଠାରୁ ଆସିବାକୁ ମନ ଲାଗେ ନାହିଁ
0 notes
Link
ODIA GK
ଓଡ଼ିଆ ସାଧାରଣ ଜ୍ଞାନ
GK IN ODIA
1 - କେଉଁ ନଦୀଶଯ୍ୟାରେ ଭ୍ରାକ୍ରାନଙ୍ଗଲ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି ? (କ) ରାବି (ଖ) ସତଲେଜ (ଗ) ବେୟାସ (ଘ ) ଝେଲମ ଉତ୍ତର - ସତଲେଜ 2 - ପୃଥବୀ ପୃଷ୍ଟ ରେ ଥିବା ସମୁଦାୟ ଜଳ ଶତକଡା କେତେ ଭାଗ ଲୁଣି ଜଳ ଅଛି ? ( କ ) 70 (ଖ) 80 (ଗ) 90 (ଘ) 97 ଉତ୍ତର - 97 3 - ପୃଥବି ପୃଷ୍ଠରେ ସମଗ୍ର ବୃଷ୍ଟିପାତ ପରିମାଣର ଶତକଡା କେତେ ଭାରତ ପାଇଥଏ ? ( କ ) 2 (ଖ) 4 (ଗ) 6 (ଘ) 8 ଉତ୍ତର - 4 4 - ବାର୍ଷିକ ମୁଣ୍ଡ ପିଛା ମିଳୁଥିବା ଜଳ ର ପରିମାଣ ଅନୁସାରେ ଭାରତ ର ସ୍ଥାନ ପୃଥବୀ ରେ କେତେ ? ( କ ) 100 (ଖ) 120 (ଗ) 131 (ଘ) 133 ଉତ୍ତର - 133 5 - କେଉଁ ଖଣିଜ ଟି ପରସ୍ତ ପରସ୍ତ ହୋଇ ରହିଥାଏ ? ( କ ) ସୁନା (ଖ) ଗନ୍ଧକ (ଗ) ରୁପା (ଘ) ଅଭ୍ର ଉତ୍ତର - ଅଭ୍ର 6 - କେଉଁଟିରେ ମାଙ୍ଗାନିଜ ବ୍ୟବହାର କରା ଯାଏ ? ( କ ) ଲୌହଇଷ୍ପାତ (ଖ) କଂସାବାସନ (ଗ) ବିଦ୍ୟୁତ ତାର (ଘ) ଜଳକବଜା ଉତ୍ତର - ଲୌହଇଷ୍ପାତ 7 - ଟାଇଟାନିୟମ କେଉଁ ଖଣିଜ ପଥର ରୁ ମିଳି ଥଏ ? ( କ ) ଫ୍ଲୁରାଇଟ (ଖ) ଇଲମେନାଇଟ (ଗ) ମ୍ୟାଗନ୍ନେଟାଇଟ (ଘ) ବକ୍ସାଇଟ ଉତ୍ତର - ଇଲମେନାଇଟ 8 - ମଧ୍ୟପ୍ରଦେଶ ର ବାଳାଘାଟ ତମ୍ବା ଖଣି ରେ ଭାରତ ର ମୋଟ ତମ୍ବା ଉତ୍ପାଦନ ଶତକଡା କେତେ ଭାଗ ଉତ୍ପାଦିତ ହୋଇ ଥଏ ? (କ) 30 (ଖ) 40 (ଗ) 45 (ଘ) 52 ଉତ୍ତର - 52 9 - 2000-2001 ମସିହା ରେ ବକ୍ସାଇଡ ଉତ୍ପାଦନ ରେ ସମଗ୍ର ଦେଶର ଉତ୍ପାଦନର ଶତକଡା କେତେ ଭାଗ ଓଡିଶା ରେ ହୋଇଥାଏ ? (କ) 20 (ଖ) 30 (ଗ) 40 (ଘ) 45 ଉତ୍ତର - 45 10 - ସିମେଣ୍ଟ ଶିଳ୍ପ ପାଇଁ କେଉଁଟି ଏକ ମୌଳିକ କଞ୍ଚାମାଲ ? (କ) ମାଙ୍ଗାନିଜ (ଖ) ନିକେଲ (ଗ) ଚୁନପଥର (ଘ) ଅଭ୍ର ଉତ୍ତର - ଚୁନପଥର 11 - କେଉଁ ଖଣିଜ ପଦାର୍ଥ ମିଶ୍ରଧାତୁ ପ୍ରସ୍ତୁତି ରେ ବ୍ୟବହୃତ ହୁଏ ? (କ) ଲୁହା ପଥର (ଖ) ମାଙ୍ଗାନିଜ (ଗ) ଅଭ୍ର (ଘ) ବକସାଇଟ ଉତ୍ତର - ମାଙ୍ଗାନିଜ 12 - କ୍ଷେତ୍ରି କେଉଁ ଖଣିଜପିଣ୍ଡ ପାଇଁ ପ୍ରସିଦ୍ଧ ? (କ) ଅଭ୍ର (ଖ) ବକ୍ସାଇଟ (ଗ) ତମ୍ବା (ଘ) ମାଙ୍ଗାନିଜ ଉତ୍ତର - ତମ୍ବା 13 - କୁଡ୍ରମୁଖ ଲୌହପଥର ଖଣି କେଉଁ ରାଜ୍ୟ ରେ ଅବସ୍ଥିତ ? (କ) ଆନ୍ଦ୍ରପ୍ରଦେଶ (ଖ) କର୍ଣ୍ଣାଟକ (ଗ) ଛତିଶଗଡ (ଘ) ମହାରାଷ୍ଟ୍ର ଉତ୍ତର - କର୍ଣ୍ଣାଟକ 14 -�� କେଉଁଟି ଲୌହ ବିହୀନ ଖଣିଜ ? (କ) ଲୁହା ପଥର (ଖ) ତମ୍ବା (ଗ) ମାଙ୍ଗାନିଜ (ଘ) ନିକେଲ ଉତ୍ତର - ତମ୍ବା 15 - ହେମାଟାଇଟ ଧାତୁପିଣ୍ଡ ରେ କେତେ ପ୍ରତିଶତ ଲୌହ ରହିଥାଏ ? (କ) 70 ପ୍ରତିଶତ ରୁ ଅଧିକ (ଖ) 60 ରୁ 70 ପ୍ରତିଶତ (ଗ) 40 ରୁ 50 ପ୍ରତିଶତ (ଘ) 50 ରୁ 60 ପ୍ରତିଶତ ଉତ୍ତର - 50 ରୁ 60 ପ୍ରତିଶତ NEXT PAGE CLICK HERE
0 notes
Link
CURRENT AFFAIRS 2019 PDF DOWNLOAD IN HINDI
CURRENT AFFAIRS
CURRENT AFFAIRS 2019 PDF DOWNLOAD
1 - 18 वे एशियाई खेलों के दौरान किस देश के एथलीटों ने डाइविंग संप्रदा के सभी स्वर्ण पदक जीते ? A - चीन B - दक्षिण कोरिया C - उत्तर कोरिया D - जापान ANS - चीन 2 - वर्ष 2018 के एशियाई खेलों में भाग लेने वाले कितने देश ऐसे थे जिन्हें एक भी पदक प्राप्त नहीं हुआ ? A - 8 B - 9 C - 7 D - 10 ANS - 9 3 - भारत के मुख्य न्यायाधीश दीपक मिश्रा द्वारा किसे सर्वोच्च न्यायालय का अगला मुख्य न्यायाधीश नामित किया गया है ? A - जस्टिस मदन लोकुर B - जस्टिस इंदु मल्होत्रा C - जस्टिस रंजन गोगोई D - जस्टिस इंदिरा बैनर्जी ANS - जस्टिस रंजन गोगोई 4 - केंद्र सरकार द्वारा 1 सितंबर 2018 को किसे रक्षा अनुसंधान एवं विकास संगठन डीआरडीओ का अध्यक्ष नियुक्त किया गया ? A - टी. सुबर्णराजू B - के. सिबान C - डाँ. जी.सतीश रेड्डी D - इनमें से कोई नहीं ANS -डाँ. जी.सतीश रेड्डी 5 - पाकिस्तान में 4 सितंबर 2018 को संपन्न राष्ट्रपति चुनाव में किसे पाकिस्तान का 13वां राष्ट्रपति निर्वाचित किया गया ? A - आरिफ अल्वी B - ऐतजाज अहसान C - फज्ल-उर-रहमान D - इमरान खान ANS - आरिफ अल्वी 6 - काठमांडू ( नेपाल) मैं संपन्ना चौथे बिम्सटेक शिखर सम्मेलन के दौरान किस देश को बिम्सटेक के चेयरमैनशिप सौंपी गई ? A - भारत B - म्यांमार C - नेपाल D - श्रीलंका ANS - श्रीलंका 7 - फ्रांस में 24 अगस्त 2018 को संपन्न फीफा अंडj-20 महिला विश्वकप 2018 में किसने खिताबी जीत दर्ज की ? A - स्पेन B - जर्मनी C - इंग्लैंड D - जापान ANS - जापान 8 - 24 अगस्त 2018 को किसने ऑस्ट्रेलिया के नए प्रधानमंत्री के रूप में पदभार ग्रहण किया ? A - जुली बिशप B - पीटर डूटाँन C - ज्याँ हाकी D - स्काँट मॉरिसन ANS - स्काँट मॉरिसन 9 - सुषमा स्वराज ने किस देश में पाणिनि भाषा प्रयोगशाला का उद्घाटन किया ? A - चीन B - अफगानिस्तान C - कम्बोडिआ D - माँरिसस ANS - माँरिसस 10 - अटल बिहारी बाजपेई सर्व प्रथम वर्ष 1957 में किस लोकसभा क्षेत्र से निर्वाचित हुए थे ? A - बलरामपुर B - लखनऊ C - ग्वालियर D - चंडीगढ़ ANS - बलरामपुर 11 - अटल बिहारी बाजपेई पहली बार भारत के प्रधानमंत्री कब बने ? A - 1996 B - 1997 C - 1998 D - 1999 ANS - 1996 12 - भारत के भूतपूर्व लोकसभा अध्यक्ष सोमनाथ चटर्जी किस पार्टी से संबंधित है ? A - भारतीय राष्ट्रीय कांग्रेस B - कम्युनिस्ट पार्टी ऑफ़ इंडिया ( माक्सबादी ) C - भारतीय कम्युनिस्ट पार्टी D - तुण्डमूलकोंग्रेश ANS - कम्युनिस्ट पार्टी ऑफ़ इंडिया ( माक्सबादी ) 13 - वीएस नायपॉल किस देश के भारतीय मूल के नागरिक थे ? A - ब्रिटेन B - अमेरिका C - फ़्रांस D - रूस ANS - ब्रिटेन 14 - एम. करुणानिधि को किस उपनाम से जाना जाता है ? A - कलईनार B - पेंड़गुल C - ईलंगकार D - मुरुगन ANS - कलईनार 15 - विदेशी धरती पर अजीत वाडेकर की कप्तानी में प्रथम टेस्ट विजय किस देश के विरुद्ध थी ? A - इंग्लॅण्ड B - वेस्ट इंडीज C - ऑस्ट्रेलिया D - न्यूजीलेंड ANS - वेस्ट इंडीज CURRENT AFFAIRS 2019 PDF DOWNLOAD CLICK HERE NEXT PAGE
0 notes
Link
SSC GD DOCUMENTS VERIFICATION 2019
SSC GD 2019 DOCUMENTS VERIFICATION KAISE HOGA
एसएससी जीडी 2019 डॉक्युमेंट वेरीफिकेशन कैसे होगा
एक गलती पड़ेगा मांगा इसलिए जान लीजिए क्या क्या होगा एसएससी जीडी डॉक्यूमेंट वेरिफिकेशन हमेशा की तरह इस बार भी वैसे ही होगा लेकिन इस बार ज्यादा कैंडिडेट होने की वजह से ज्यादा स्टिक हो सकता है इसलिए आप लो�� को कोई भी डाक्यूमेंट्स नहीं छोड़ना है जितना भी डाक्यूमेंट्स ssc.nic.in के वेबसाइट में बताया गया है वह सब लिख कर जाना होगा एक डॉक्यूमेंट छूट गया तो पड़ सकता है मंगा क्योंकि इस इस बार ज्यादा कैंडिडेट ��्वालीफाई हुए हैं बाद मे री-मेजरमेंट के लिए बहुत लड़कों को बुलाया गया था उसमें से भी बहुत ज्यादा पास हुए हैं इसलिए इस बार कंपटीशन बढ़ गया है डाक्यूमेंट्स क्या क्या लगेगा जान लीजिए DOCUMENTS - 1 - डॉक्यूमेंट वेरिफिकेशन के लिए भेजा गया एडमिट कार्डलेकर जाना ना भूलें 2 - ID Proof आधार कार्ड या वोटर कार्ड में से कोई भी एक आईडी प्रूफ लेकर जाना पड़ेगा 3 - कास्ट सर्टिफिकेट 4 - डोमिसाइल सर्टिफिकेट 5 - मैट्रिक सर्टिफिकेट 6 - मैट्रिक मार्कशीट 7 - 4 पासपोर्ट साइज फोटो लेकिन आप दो-चार फोटो ज्यादा लेकर जाना 8 - फिजिकल और मेडिकल में क्वालीफाई हुए स्लिप भी साथ में लेकर जाना जरूरत पड़े तो मांग सकते हैं 9 - सारे डाक्यूमेंट्स का दो सेट जेरॉक्स कॉपी साथ में लेकर जाए आप लोगों का बहुत दिनों का सपना पूरा होने जा रहा है इसलिए कोई भी गलती मत कीजिए आप लोगों की एक भी गलती आप लोग को बहुत मुश्किल में डाल सकता है इसलिए सारे डाक्यूमेंट्स दो-तीन बार चेक करके जाए wish you all the best
0 notes
Link
Science of 10th level 2019 in odia
general science in odia ସାଧାରଣ ବିଜ୍ଞାନ
Science of 10th level 2019 in odia
GENERAL SCIENCE IN ODIA 2019
1 - ଲେଡନାଇଟ୍ରେଡ଼ ର ସଂକେତ ________ ? 2 - ପ୍ରତିକାରକ ଓ ଉତ୍ପାଦକ ମଧ୍ୟରେ ___________ ଚିହ୍ନ ଦିଆ ଯାଏ ? 3 - ପ୍ରତିକାରକ ଦ୍ୱୟ ମଧ୍ୟ ରେ ଆୟନ ବିନିମୟ ଫଳରେ ନୂତନ ଯୌଗିକ ଉତ୍ପନ୍ନ ହେବା ପ୍ରତିକ୍ରିୟାଟି ________ ? 4 - କୌଣସି ରାସାୟନିକ ପ୍ରତିକ୍ରିୟା ରେ ଗୋଟିଏ ପ୍ରତିକାରକ ଜାରିତ ହେଲା ବେଳେ ଅନ୍ୟ ପ୍ରତିକାରକ ଟି ବିଜାରିତ ହୁଏ , ଏହା ________ ପ୍ରକାର ପ୍ରତିକ୍ରିୟା ? 5 - ସିଲିଭର ଉପରେ ପଡୁଥିବା କଲା ଆସ୍ତରଣ ___________ ପ୍ରକ୍ରିୟା ର ଉଦାହରଣ ? 6 - ସଂସ୍ଲେସଣ ପ୍ରତିକ୍ରିୟା ର ବିପରୀତ ପ୍ରତିକ୍ରିୟା ଟି ______________? 7 - ବେରିୟମ ହାଇଡ୍ରୋକସାଇଡ ଏବଂ ଏମୋନିଅମ କ୍ଳରାଇଡର ମିଶ୍ରଣ କୁ ଗୋଳାଇବା _________ ପ୍ରତିକ୍ରିୟା ? 8 - ବେରିୟମ କଲ୍ଲୋରାଇଡର ଏବଂ ସୋଡ଼ିଅମ ସଲଫେଟ ମିଶ୍ରଣ ରୁ ଉତ୍ପନ୍ନ ଅବକ୍ଷେପ ଟି ___________ ? 9 - Pb (NO 3)2 କୁ ଉତପ୍ତ କଲେ ଯେଉଁ ବାଦାମୀ ରଙ୍ଗ ର ଧୂମ ନିର୍ଗତ ହୁଏ , ତାହାର ରାସାୟନିକ ସଂକେତ _________ ? 10 - ଖାଦ୍ୟ ସାମଗ୍ରୀ ରେ ସାଧାରଣତଃ ___________ ମିଶାଇ ଏହାକୁ ବହୁତ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଏ ? 11 - ଯେଉଁ ରାସାୟନିକ ପ୍ରତିକ୍ରିୟା ରେ ଦୁଇ ବା ଅଧିକ ପ୍ରତିକାରକ ସଂଯୁକ୍ତ ହୋଇ ଏକମାତ୍ର ଉତ୍ପାଦ ଉତ୍ପନ୍ନ ହୁଏ , ସେହି ପ୍ରତିକ୍ରିୟା କୁ ____________ କୁହ ଯାଏ ? 12 - ଯେଉଁ ପ୍ରତିକ୍ରିୟା ରେ ଉତ୍ପାଦକ ଉତ୍ପନ୍ନ ହେବ ସଙ୍ଗେ ସଙ୍ଗେ ତାପ ନିର୍ଗତ ହୋଇ ଥାଏ ତାକୁ ________ପ୍ରତିକ୍ରିୟା କୁହାଯାଏ ? 13 - ଗ୍ଲୁକୋଜ ଆମ ଶରୀର ରେ ଥିବା ଅମ୍ଳଜାନ ସହ ପ୍ରତିକ୍ରିୟା କରି ଶରୀର କୁ ଶକ୍ତି ଯୋଗାଏ , ଏହି ପ୍ରତିକ୍ରିୟା କୁ __________ କୁହ ଯାଏ 14 - ଯେଉଁ ରାସାୟନିକ ପ୍ରତିକ୍ରିୟା ରେ ଗୋଟିଏ ମାତ୍ର ପ୍ରତିକାରକ ବିଘଟିତ ହୋଇ କିଛି ସରଳ ଉତ୍ପାଦ ସୃଷ୍ଟି ହୁଏ , ତାହାକୁ _______ ପ୍ରତିକ୍ରିୟା କୁହା ଯାଏ ? 15 - ତାପ ପ୍ରଯୋଗ ଦ୍ୱାରା ଘଟୁଥିବା ବୀଘଟନ ପ୍ରତିକ୍ରିୟା କୁ ___________ କୁହା ଯାଏ ? 16 - ଯେଉଁ ସବୁ ପ୍ରତିକ୍ରିୟା ରେ ଶକ୍ତି ଶୋଷିତ ହୋଇଥାଏ , ସେଗୁଡିକୁ __________ ପ୍ରତିକ୍ରିୟା କୁହାଯାଏ ? 17 - ଯେଉଁ ରାସାୟନିକ ପ୍ରତିକ୍ରିୟା ରେ ଗୋଟିଏ ମୌଳିକ କୌଣସି ଏକ ଯୌଗିକ ମୌଳିକ କୁ ଅପସାରଣ କରେ , ସେହି ରାସାୟନିକ ପ୍ରତିକ୍ରିୟା କୁ __________ କୁହା ଯାଏ ? 18 - ଲିଟିମସ ଦ୍ରଵଣ ___________ ଶ୍ରେଣୀ ର ଶଏବଳୀକାରୁ ନିଷ୍କାସନ କରା ଯାଏ ? 19 - ଅମ୍ଳ ଓ କ୍ଷାରକ ପରୀକ୍ଷା ପାଇଁ ମିଥାଇଲ ଅରେଞ୍ଜ ଓ ଫେଂନଲଫଥାଲୀନ _____________ ସୂଚକ ଅଟେ ? 20 - ନାଇଟ୍ରିକ ଏସିଡ ର ସଂକେତ ___________ ? ଉତ୍ତର -- (1)Pb(NO3)2 (2)ତୀର ଚିନ୍ନ (3)ଦ୍ୱେତ ବିସ୍ଥାପନ (4)ଜାରଣ ବିଜାରଣ (5)ସଂକ୍ଷାରଣ (6)ବୀଘଟନ (7)ତାପଶୋଷି (8)BaSO4 (9)NO2 (10)ପ୍ରତିକାରକ (11)ସଂସ୍ଲେସଣ (12)ତାପ ଉତ୍ପଦୀ ବା ତାପ ଉତ୍ପାଦକ ରାସାୟନିକ ପ୍ରତିକ୍ରିୟା (13)ଶ୍ୱସନ ପ୍ରତିକ୍ରିୟା (14)ବୀଘଟନ ପ୍ରତିକ୍ରିୟା (15) ତାପିୟ ବୀଘଟନ (16)ତାପଶୋଷି ବା ତାପଗ୍ରାହୀ ରାସାୟନିକ ପ୍ରତିକ୍ରିୟା (17)ବିସ୍ଥାପନ ପ୍ରତିକ୍ରିୟା (18)ଥାଲୋଫାଇଟା (19) ସଂଶ୍ଲେଶୀତ (20) HNO 3 NEXT PAGE CLICK
0 notes
Link
ଓଡ଼ିଆ ସାଇନ୍ସ ପ୍ରଶ୍ନ ଓ ଉତ୍
GENERAL SCIENCE IN ODIA
GENERAL SCIENCE IN ODIA
GENERAL SCIENCE IN ODIA
1 - ଲେଡନାଇଟ୍ରେଡ଼ ର ଜଳୀୟ ଦ୍ରଵଣ ସହ ପୋଟାସିୟମ ଆୟୋଡ଼ାଇଡର ଜଳୀୟ ଦ୍ରଵଣ ମିଶାଇଲେ ____________ରଙ୍ଗ ର ଅବକ୍ଷେପ ସୃଷ୍ଟି ହୁଏ ? ଉ - ହଳଦିଆ 2 - _________ କୁ ବୁନସେନ ବର୍ଣ୍ଣର କିମ୍ବା ସ୍ପିରିଟ ଲ୍ୟାମ୍ପ ରେ ଜଳାଇଲେ ତାହା ଏକ ଅତି ଉଜ୍ଜ୍ୱଳ ଧଳା ଶିଖା ସହ ଜଳି ଧଳା ଚୂର୍ଣ୍ଣରେ ରେ ପରିଣତ ହୁଏ ? ଉ - ମ୍ୟାଗନେସିୟମ୍ ତାପ 3 - __________ ନିୟମ କୁ ଆଧାର କରି ରାସାୟନିକ ସମୀକରଣକୁ ସମତୁଲ କରା ଯାଏ ? ଉ - ବସ୍ତୁତ୍ୱ ସଂରକ୍ଷଣ 4 - ଫେରସ ସଲଫେଟ ର ରଙ୍ଗ __________ ? ଉ - ସବୁଜ 5 - ଫେରସ ସଲଫେଟ ସ୍ଫଟିକ ରେ ____________ ଟି ଜଳ ଅଣୁ ଥାଏ ? ଉ - 7 ଟି 6 - _____________ କଲି ଚୂନ ( BUICK LIME ) କହନ୍ତି ? ଉ - କ୍ୟାଲସିୟମ ଅକସାଇଡ 7 - ଲେଡ ନାଇଟ୍ରେଡ଼ କୁ ଉତପ୍ତ କଲେ __________ ରଙ୍ଗ ର ଧୁମ ଉତସର୍ଜନ ହେବ ? ଉ - ବାଦାମୀ 8 - କଲିଚୂନ ଜଳ ସହ ପ୍ରତିକ୍ରିୟା ହେତୁ ____________ ଯୌଗିକ ସୃଷ୍ଟି ହୁଏ ? ଉ - ସମିତ ଚୁନ ( Ca (OH )2 ) 9 - ମାର୍ବଲ ର ରାସାୟନିକ ସଂକେତ ___________ ? ଉ - CaCO3 10 - ତାପ ପ୍ରୟୋଗ ଦ୍ୱାରା ଘଟୁ ଥିବା ବୀଘାଟନ ପ୍ରତିକ୍ରିୟା କୁ _______________ କହନ୍ତି ? ଉ - ତାପିୟ ବୀଘଟନ 11 - କପର ସଲଫେଟ ଦ୍ରଵଣ ର ରଙ୍ଗ ____________ ? ଉ - ନୀଳ 12 - କପର ଅକସାଇଡର ବର୍ଣ୍ଣ _____________ ? ଉ - କଲା 13 - ଦସ୍ତା ସହିତ ଲଘୁ ଗନ୍ଧକାମ୍ଲ ର ପ୍ରତିକ୍ରିୟା ରୁ ___________ ଗ୍ୟାସ ଉତ୍ପନ୍ନ ହୋଇ ଥାଏ ? ଉ - ହାଇଡ୍ରୋଜେନ 14 - ଯଦି ପ୍ରତିକାରକ କିମ୍ବା ଉତ୍ପାଦ ଜଳରେ ଦ୍ରଵିଭୂତ ହୋଇ ଥାଏ ତେବେ ସେହି ଦ୍ରଵଣ ପାଇଁ ___________ ଶବ୍ଦ ବ୍ୟବହାର କରାଯାଏ ? ଉ - ଆକ୍ବସ 15 - ____________ କୁ ସମିତ ଚୂନ କୁହାଯାଏ ? ଉ - Ca(OH)2 16 - _____________ ପ୍ରତିକ୍ରିୟା ରେ ହାଇଡ୍ରୋଜେନ ଯୋଗ ହୁଏ ? ଉ - ବିଜାରଣ 17 - ଚର୍ବି ଓ ତେଲ ଜାତୀୟ ଖାଦ୍ୟ ବାୟୁ ସଂସ୍ପର୍ଶ ରେ ଆସି ରହଣିଆ ଗନ୍ଧ ହେବାକୁ __________ ଅବସ୍ଥା କୁହା ଯାଏ ? ଉ - ଶଢାଅବସ୍ଥା 18 - ___________ ପ୍ରତିକ୍ରିୟା ରେ ଅକ୍ସିଜେନ ଯୋଗ ହୁଏ ? ଉ - ଜାରଣ 19 - Zn ଓ H 2SO 4 ପ୍ରତିକ୍ରିୟା କରି _____________ ଗ୍ୟାସ ଉତ୍ପନ୍ନ କରେ ? ଉ - ହାଇଡ୍ରୋଜେନ 20 - କପର ସଲଫେଟ ଦ୍ରଵଣ ରେ ଲୁହା କଣ୍ଟା ବୁଡ଼ାଇଲେ ବାଦାମୀ ରଙ୍ଗ ର ଆସ୍ତରଣ ଟି _____________ ? ଉ - Cu
CLICK HERE TO NEXT PAGE
ଆଉ ବେଶୀ ଜାଣିବା ପାଇଁ www.jobrelatedinindia.in କୁ ଯାଆନ୍ତୁ ଯଦି ଭଲ ଲାଗିଲା ସାଙ୍ଗ ମାନଙ୍କୁ ପଠାନ୍ତୁ
0 notes
Link
GK QUESTION ANSWER IN HINDI 2019 जीके प्रश्न उत्तर हिंदी में
gk question answer in hindi 2019
gk question answer in hindi 2019
1 - 26 जुलाई 2018 को नीति आयोग ने आज________ प्लेटफॉर्म लांच किया जो अटल नवाचार मिशन और भारत सरकार के नागरिक केंद्रीय प्लेटफार्म माईगव के बीच गठबंधन हुआ ? 1 इनोवेट इंडिया 2 न्यू इंडिया 3 एंजॉय इंडिया 4 थिंक इंडिया ANS- A 2 - निम्नलिखित में से किस कलाकार को संगीत कलानिधि पुरस्कार के लिए चयनित किया गया ? 1 आरडी रंगास्वामी 2 स्वामी नारायण 3 अरूणा सायराम 4 पूर्णिमा हलदर ANS- C 3 - ब्रोक ईस्ट सेक्रेटरी का क्या नाम है जिन्होंने हाल ही में अपने पद से त्यागपत्र दे दिया है ? 1 डेविड डेविस 2 एलेन सीकर नंदू 3 फिटर जोवीस 4 बेंजीन अपील ANS- A 4 - हाल ही में किस राज्य में यहूदी समुदाया को अल्पसंख्यक का दर्जा प्रदान किया गया ? 1 हिमाचल प्रदेश 2 मणिपुर 3 गुजरात 4 छत्तीसगढ़ ANS- C 5 - इंटरनेट की आजादी से संबंधित किस सेवा को भारत में आरंभ किए जाने के लिए भारत सरकार ने मंजूरी प्रदान की ? 1 नेट न्यूट्रे लिटी 2 फ्री वाईफाई 3 एक्सेस प्वाइंट 4 मुफ्त वॉइस कॉल ANS- A 6 - कौन सा बल्लेबाज अंतरराष्ट्रीय T 20 क्रिकेट में 3 शतक लगाने वाला पहला भारतीय और विश्व का दूसरा बल्लेबाज बन गया है ? 1 रीषभ पंत 2 हार्दिक पांडे 3रोहित शर्मा 4 इनमें से कोई नहीं ANS- C 7 - 4 जुलाई 2018 को केंद्रीय मंत्रिमंडल ने त्रिपुरा के अगरतला हवाई अड्डे का नाम बदलकर किया रखा है ? 1दीनदयाल उपाध्याय हवाई अड्डा 2 महाराजा बीर बिक्रम माणिक्य किशोर हवाई अड्डा 3 श्यामा प्रसाद मुखर्जी हवाई अड्डा 4 डॉक्टर पी सी महालनोविस हवाई अड्डा ANS- B 8 - निम्नलिखित में से किस राज्य ने स्कूलों के लिए हैप्पीनेस पाठ्यक्रम आरंभ किया ? 1 हरियाणा 2 मध्य प्रदेश 3 दिल्ली 4 सिक्किम ANS- C 9 - किसको दक्षिणी नौसेना कमान के अगले फ्लैग ऑफिसर कमांडिंग इन चीफ के रूप में नियुक्त किया गया है ? 1 अनिल कुमार चावला 2 प्रेग्नेंट है बाबा 3 अरुण कुमार एस 4 ब्रोज़ीत महंत ANS- A 10 - 27-28 जुलाई 2018 को सबसे लंबे चंद्र ग्रहण की एक दुर्लभ खगोलीय घटना जिसे ________ कहा जाता था ? 1 रेड मून 2 ब्लू मून 3 ब्लड मून 4 ब्लैक मून ANS- C 11 - 22 जुलाई 2018 को दुनिया की सबसे उम्रदराज महिला_______ का टोक्यो (जापान) में निधन हो गया ? 1 चियो मियाको 2 डेमी लेई 3 सीयू बी 4 हुई सीन ANS- A 12 - किसने एशिया का सबसे अमीर व्यक्ति बन कर अलीबाबा समूह के जैकमा को पीछे छोड़ दिया है ? 1 मुकेश अंबानी 2 बांग जियानलिनिस 3 मा टिंग 4 जु जियान ANS- A 13 - जून 2018 में 44 बा G-7 शिखर सम्मेलन कहां आयोजित किया गया ? 1 क्यूबेक (कनाडा) 2 नई दिल्ली भारत 3 सोची (रूस) 4 शंघाई (चीन) ANS- A 14 - किस भारतीय क्रिकेटर को 2016 -17 व 2017-18 सत्रों के लिए प्रतिष्ठित पाली उमरीगर ट्रॉफी (क्रिकेटर ऑफ द ईयर प्रदान की गई) प्रदान की गई ह�� ? 1 रोहित शर्मा 2 विराट कोहली 3 MS धोनी 4 R अश्विन ANS- B 15 - किस राज्य सरकार द्वारा 30 मई 2018 को राज्यों के नए राज्यों की चिह्न तथा प्रतीकों की घोषणा से संबंधित अधिसूचना जारी की गई ? 1 तेलंगाना 2 हिमाचल प्रदेश 3 आंध्र प्रदेश 4 कर्नाटक ANS- C
click here next
0 notes
Link
CURRENTAFFAIRS 2019 करंट अफेयर्स हिंदी में
CURRENT AFFAIRS 2019
CURRENT AFFAIRS 2019
1 = निम्नलिखित में से किसे सड़क सुरक्षा अभियान का ब्रांड एंबेसडर बनाया गया है ? ( A ) विराट कोहली ( B ) आमिर खान ( C ) चेतन भगत ( D ) अक्षय कुमार 2 = गृह मंत्री राजनाथ सिंह ने स्मार्ट सिटी प्रोजेक्ट लांच किए हैं जिसके तहत किस शहर के कई हिस्सों में मुफ्त वाईफाई और हाई स्पीड ब्रॉडबैंड उपलब्ध कराया जाएगा ? ( A ) जयपुर ( B ) लखनऊ ( C ) दिल्ली ( D ) पटना 3 = भारतीय नौसेना का कौन सा जहाज 13 से 16 अगस्त तक फ्री जी की यात्रा पर रवाना हुआ ? ( A ) INS सहयाद्रि ( B ) INS तारिणी बी ( C ) INS श्रेष्ठ डी ( D ) INS विक्रांत 4 = साहित्य के लिए वर्ष 2001 में नोबेल पुरस्कार पाने वाले किस भारतीय मूल के मशहूर लेखक का लंदन स्थित अपने घर में 85 वर्ष की आयु में निधन हो गया ? ( A ) नजीब महफूज ( B ) बी एन नायपॉल ( C ) सूली पृथोम ( D ) सेमस हनी 5 = किन देशों की सेनाओं के मध्य संयुक्त सैन्य अभ्यास "मैत्री " का आयोजन किया गया ? ( A ) भारत - बांग्लादेश ( B )भारत - श्रीलंका ( C ) भारत - रूस ( D ) भारत - थाईलैंड 6 = निम्नलिखित में से किस ने दिल्ली हाईकोर्ट के चीफ जस्टिस पद की शपथ ग्रहण की है ? ( A ) न्यायमूर्ति राजेंद्र मेनन ( B ) न्यायमूर्ति अरबिंद तियागी ( C ) न्यायमूर्ति संकर प्रसाद ( D ) न्यायमूर्ति जी. बी. के. गौड़ 7 = भारत की युवा टेबल टेनिस खिलाड़ी शास्त्रीका घोष और सिंगापुर की झिंझाना होम की जोड़ी ने हांगकांग जूनियर एवं कैडेट ओपन 2018 के जूनियर लड़कियों के युगल वर्ग me कौनसा पदक हासिल किया ? ( A ) रजत पदक ( B ) स्वर्ण पदक ( C ) कांस्य पदक ( D ) इनमे से कोई नहीं 8 = किस मंत्रालय द्वारा भारत की अमूर्त सांस्कृतिक विरासत और निश्चित सांस्कृतिक परंपराओं का संरक्षण नामक एक योजना लागू की गई है ? ( A ) संस्कृति मंत्रालय ( B ) बिज्ञान और प्राधोगिकी मंत्रालय ( C ) सहरी बिकास मंत्रालय ( D ) सामाजिक न्याय मंत्रालय 9 = 1 जुलाई 2018 को भारतीय नौसेना के कमांडर अभिलाष टॉमी किस देश से आरंभ हुई समुद्री यात्रा गोल्डन ग्लोब्स res 2018 में भारत का प्रतिनिधित्व कर रहे हैं ? ( A ) जर्मनी ( B ) फ़्रांस ( C ) स्पेन ( D ) मेक्सिको 10 = हाल ही में किस राज्य द्वारा राष्ट्रीय नागरिक रजिस्टर नेशनल रजिस्टर ऑफ सिटीजन- NRC का दूसरा एवं अंतिम मसौदा जारी किया गया ? ( A ) नागालैंड ( B ) असोम ( C ) हिमांचल प्रदेश ( D ) गुजरात 11 = हाल ही में कौन विश्व के सबसे ऊंचे ज्वालामुखी पर्वत माउंट ओज़ोस डेल स��लेडो पर चढ़ने वाले दूसरे भारतीय पर्वतारोही बने ? ( A ) मल्ली मस्तान बाबू ( B ) सत्यरूप सिद्धांत ( C ) जननहाबी पाठक ( D ) मालबद्ध पूर्णा 12 = टोक्यो 2020 ओलंपिक और पैरालिंपिक्स के लिए suvankaro का नाम क्या है ? ( A ) मिराईतोता - सोमाइटी ( B ) सिरोखा - जोराकबा ( C ) पलोन सिंडले ( D ) रजा टिंडेल 13 = 20 जुलाई 2018 को प्रसिद्ध गोपाल दास नीरज का कोलकाता में निधन हो गया ? ( A ) फिल्म निर्माता ( B ) कबि ( C ) नर्तक ( D ) बैज्ञानिक 14= हाल ही में किस केंद्रीय मंत्रालय आने मोबाइल एप्प निर्यात मित्रा लॉन्च किया है ? ( A ) कृषि मंत्रालय ( B ) रेल मंत्रालय ( C ) ग़ृह मंत्रालय ( D ) बाणिज्य मंत्रालय 15 = नासा के उस मिसन का किया नाम है जिसे जल्द ही सूर्य के अध्यन के लिए भेजा जाएगा ? ( A ) पार्कर सोलर प्रोब ( B ) सोलर प्रोब ( C ) जीनियस सोलर मिसन ( D ) वायलेट सोलर रेडिएशन
करंट अफेयर्स। CURRENT AFFAIRS 2019
ANS - (1)-D,(2) -C (3) - A (4) - B (5) - D (6) - A (7) - C (8) - A (9) - B (10) - B (11) - B (12) - A (13) - B (14) - D (15) -A CLICK HERE NEXT
0 notes
Link
जॉब जैसे लगाए और नौकरी पाने का तरीका
जॉब कैसे लगाए और उसके लिए तैयारी कैसे करे जाने
JOB KAISE LAGAYE जानने से पेहेले कुछ जरुरी बात जान लीजिये - जिंदगी जीने के लिए जिस तरह एक हमसफ़र की जरुरत होती है उस तरह एक ��ॉब की जरुरत होता है। और हर किसी को कभी ना कभी कुछ ना कुछ करना करना पड़ेगा किउंकि परिवार चलने के लिए पैसा की सक्स जरुरत होता है और पैसा कमाने के लिए कुछ ना कुछ काम करना पड़ेगा चाहे जॉब करो ,बिज़नेस करो,या कहा पे काम करो लेकिन करना पड़ेगा और उसको जॉब केहेते है।
JOB KAISE LAGAYE आज की तारीख में नौकरी मिलना बहत मुश्किल है और जॉब जिसको मिल गया वो बहत खुसनसीब हेहमारे देस में पेहेले नौकरी बुला बुला के देते थे लेकिन आज की तारीख में नौकरी मिलना बहत मुश्किल हे किउं की हमारी देस में लोकसंख्या बहत है और उसके बजे से कॉम्पिटिशन बहत बढ़ गया है फिर भी में कहता हूँ कोसिस करने वाले की हार नहीं होती दुनिआ में बहत ऐसा लोग है जो जो दिखावा करते है JOB के लिए कोसिस नहीं करते है लेकिन आपको अपने दिल से नौकरी के लिए कोसिस करना होगा अगर कोई अपने मंजिल तक पहचने के लिए रात दिन मेहेनत कर रहा है और कोसिस जारी रखेगा तो उसका जित जरूर होगा बस उस दिन की इंतिजार है जिस दिन किस्मत आपके कदम चूमेगा।
JOB KAISE LAGAYE और तयारी कैसे करे -
1 - JOB एक या दो प्रकार का नहीं है बहत प्रकार का है इसलिए जॉब के तैयार करने वाले को एक लक्ष्य बना के चलना चाहिए और उसके हिसाब से पढाई करना चाहिए किउंकि हर कोई जॉब का अलग अलग कोर्स होता है इसलिए खुद के ऍम के हिसाब से पढ़ना चाहिए नहीतो सोचेंगे कुछ और होगा कुछ और
2 - दुनिआ में वो लोग अपने मंजिल में पहचते है जो अपने बुद्धि ,सहस ,और उत्तम बिस्वास के साथ काम करते है
3 - कोई भी सरकारी जॉब पाने के लिए एग्जाम देना पड़ता है जबतक परीक्षा में पास नहीं हो जाते तबतक जब नहीं लगेगा और उसको पास करने के लिए किया करे जान लीजिये
* - JOB KAISE LAGAYE और एग्जाम पास करने का तरिका जान लीजिये JOB लग जायेगा
एग्जाम पास करने के लिए तो सबलोग पढ़ते है लेकिन हर किसी का तरिका अलग अलग होता है लेकिन आप लोग को इस तरीके से पढ़ना होगा
1 -आप को डेली रूटीन बनके पढ़ना होगा
2 - आपको हर रोज दो घंटे पढ़ना होगा सुबह एक घंटा और साम को एक घंटा
3 - आपको उस जगह में पढ़ना चाहिए जंहा पे कोई डिस्टब नहीं हो
4 - अगर आप मैथ या रीजनिंग सॉल्व कर रहे है तो आपको एक दिन ,दो दिन ,या तीन दिन में सॉल्व करना होगा जबतक टॉपिक कम्पिलीट नहीं हो जाये तब तक कोसिस करते रहो
5 - जितना ज्यादा हो सखे उतना ग्रुप डिस्कस करो उसमे ज्यादा याद रेहता है
6 - अगर मोबाइल यूज़ कर रहेहो तो PUBGI मत खेले उसमे पढ़ने के लिए मन नहीं लगता है उसके बदले प्लेस्टोर से कुइज़ के गेम डाउनलोड करके देख सकते हो उसमे मजा भी लगेगा और फायदा भी है
7 - अगर इतिहास , जनरल नॉलेज , कर्रेंट आफियर्स , पढ़ रहेहो तो नोट बनके पढ़िए उसमे ज्यादा यद् रहता है
8 - जब भी आप पढ़ने बैठेंगे उससे पेहेले सोचेंगे की अबकी बार एक- पोस्ट मेरा है JOB KAISE LAGAYE मत सोचना सोचने से कुछ नहीं होगा अभी आपके पास बहत टाइम है और पढाई में जुड़ जाइये
BEST OF LUCK ALL OF YOU I HOPE YOU WILL MOST SUCCESS IN YOUR LIFE
THINK YOU
0 notes
Link
OFFICE OF THE DISTRICT SESSIONS JUDGE BHADRAK ओडिशा के भद्रक जिले के लिए जूनियर कलर्क-कम -कप्यिस्ट ,जूनियर स्टेनोग्राफर ,जूनियर टाइपिस्ट , और बेतनभोगी अमिन के लिए 32 पदों की बड़ी भेकेंसी आई हे जो की पदों की संख्या बढ़ सकती है
इस पोस्ट के लिए आबेदन करने के लिए कुछ सर्ते हे 1 = इस पदों के लिए आबेदन करने के लिए उमीदवार भारत का होना जरुरी हे और ओडिशा उच्चतर माध्यमिक शिक्षा अधिनियम 1982 की धरा 3 के तहत गठित परिसद द्धारा +2 पास होना चाहिए या किसी मान्यता प्राप्त परिसद पोर्ड या बिस्वबिद्यालय से पास होना चाहिए 2 = AGE उमीदवार के आयु 14 -11-19 तारीख तक 18 साल से काम या 32 साल से ज्यादा नहीं होना चाहिए और एक बात धियान दीजिये SC/ST/SEBC/ और महिला उमीद्बारो को 5 साल की छूट दी जाएगी और फिज़िकल हैंडीकाफ्ट को 10 साल की छूट दी जाएगी 3 = उमीद्बारो को ओड़िआ पढ़ना लिखना और बोलना आना चाहिए , किसी ओड़िआ मीडियम से ME STANDAR पास होना , अच्छे चरित्र का होना चाहिए , अगर सादी की हो तो ��क से ज्यादा नहीं होना चाहिए अंग्रेजी में टॉपिंग 40 मिनिट में होना चाहिए और जूनियर टाइपिस्ट के लिए 80 वार्ड पर मिनिट होना चाहिए धियान दे की जूनियर कलर्क या अन्य पदों के लिए वे उमीद्बार जो लिखित परीक्षा के प्रत्येक पेपर में 35 % अंक प्ताप्त करना होगा उसके बाद वो प्रैक्टिकल के लिए सिलेक्ट होंगे नहीतो काट दिए जाएँगे प्रत्येक श्रेणीमे से 10 गुना तक कंप्यूटर साइंस के लिए बुलाया जायेगा
LAST DATE OF SUBMIT APPLICATION आबेदन प्राप्त होने के अंतिम तिथि 14 -11-2019 इसके बाद स्वीकार नहीं किया जायेगा आबस्यक दस्ताबेज के साथ उमीद्बारो द्धारा हस्ताक्ष्यार होना चाहिए अप्लीकेशन फ्रॉम बंद लफापे के साथ साथ स्पीड पोस्ट होना चाहिए ताकि जिला नियाधीस , भद्रक के कार्यालय में साम 5 बजे तक पहच सके। आबेदन शुल्क = उमीद्बारो को रु 100 ( एक सौ रूपया ) की फिज जमा करना होगा केबल ट्रेजरी चालान स्वीकार किया जायेगा और SC /ST उमीद्बारो के लिए आबेदन षुल्क की छूट दी गई हे CLICK HERE FOR DOWNLODE APPLICATION FROM
0 notes
Link
DRDA SUNDARGARH
DISTRICT RURAL DEVLOPMENT AGENCY SUNDARGARH ODISHA 2019
ADVERTISEMENT
Gram Rozgar Sevak Sundargrh 53 post Vacancy Date -09 -October - 2019 No.2504/DRDA-RH
सुंदरगढ़ जिल्ले के बिभिन्न ग्राम पंचायतों में 53 पदों की भर्ती के लिए आबेदन आमंत्रित किये जायेंगे ग्राम रोजगार सेवक ( GRS ) पदों के लिए कोंट्राक्टुअल के आधार पे रु 7000 ( केबल सात हजार रूपया ) मासिक बेतन जोड़ा जाएगा। आबेदन पत्र रिगार्डिंग के हिसाब से एप्लीकेशन फ्रॉम डॉक्यूमेंट के साथ जमा करने की आबस्यक हे एप्लीकेशन फ्रॉम सुंदरगढ़ जिल्ले की अधिकारी के वेबसइट www.sundargarh.nic.in पर उपलब्ध हे। सभी संबधित दस्ताबेज (स्वप्रमाणित ) के साथ भरे गए निर्धारित प्रारूप में आबेदन पत्र परियोजना निर्देशक जिला ग्रामीण बिकाश सुंदरगढ़ के पते पर GRS के लिए आबेदन करे सील बंद कवर में भेजना पड़ेगा
POST-
पत्ता - TO - PROJECT DIRECTOR , DISTRICT RURAL DEVLOPMENT AGENCY , SUNDARGARH , AT/PO/DISTRICT - SUNDARGARH ,PIN - 77001 केबल रजिस्टर पोस्ट /स्पीड पोस्ट ( इंडिया पोस्ट) से भेजना होगा 11 -11 2019 साम 5 :30 बजे तक पहज ना चाहिए इस तारीख के बाद या किसी और के माध्यम से पहुंचा तो उसको धियान में नहीं लिया जायगा सब डॉक्यूमेंट खुद से हस्ताक्षर होना चाहिए। जो कोई फर्जी डॉक्यूमेंट को पेस करेंगे उनके खिलाफ क़ानूनी करबाई सुरु की जायगी
AGE - आबेदन की आयु 18 से लेकर 40 साल के भीतर होना चाहिए 1 -10 -19 के हिसाब से 18 से कम या 40 से यदा हुआ तो उसको अस्वीकार किया जायगा अभ्यर्थि की आयु का निर्धारण उमीदवारो की मेट्रिक /HSC प्रमाण पत्र में उल्लखित जन्म तिथि के अनुसार किया जाएगा
EDUCATION QUALIFICATION - उमीद्बाररों की योग्यता 10 +2 होना चाहिए कंप्यूटर सइंस O लेवल होना चाहिए अगर उससे ज्यादा QUALIFICATION हे जैसे PGDCA, BCA , MCA , B Tech जैसे जोग्यता बाले उमीदवार के लिए बिचार किया जा सकता है
HOW TO APPLY - उम्मीदबारों को सुंदरगढ़ जिले के अधिकारी वेबसइट यानि www.sundargarh.nic.in पर उपलब्ध बिज्ञापन के माध्यम से जाना चाहिए PROJECT DIRECTOR , DISTRICT RURAL DEVLOPMENT AGENCY , SUNDARGARH , AT/PO/DISTRICT - SUNDARGARH ,PIN - 77001 केबल रजिस्टर पोस्ट /स्पीड पोस्ट ( इंडिया पोस्ट) से भेजे जो की ऊपर निर्धारित तारीख से पहले DRDA सुंदरगढ़ तक पहचना चाहिए नहीं तो उसको ख़ारिज किया जायेगा
सर्ते 1 केबल रजिस्टर पोस्ट /स्पीड पोस्ट ( इंडिया पोस्ट) से भेजे जो की ऊपर निर्धारित तारीख से पहले DRDA सुंदरगढ़ तक पहचना चाहिए नहीं तो उसको ख़ारिज किया जायेगा
2 सभी पद प्रकृति में संबितात्मक हे और अग्रीमेंट सुरु के एक बर्ष की अबधि के लिए होती है जिसे उमीदवारो क द्वारा अबस्यकता और संतोष जनक प्रदर्सन के अद्धर पर अबधि तक बढ़ाया जा सकता है
3 - उमीदवारो की चयन 10 +2 में प्राप्त मार्क के आधार पर कड़ाई से किया जायगा यदि परीक्षा में दो या
दो से अधिक सामान अंक प्राप्त करते है तो आयु में HSC प्रमाण पत्र के अनुसार आयु से अधिक आयु के उमीदवार को युबा से उप्पर रखा जायेगा। इसके अलाबा यदि दो या दो से अधिक उमीदवारो की आयु सामान है तो उमीदवारो जो पहले HSC परीक्षा दे चूका हे। उसे चयनित सूचि में उप्पर रखा जायगा
DOWNLOAD FOR APPLICATION FROM ⇒ CLICK HERE
0 notes