Tumgik
sahityajibana · 1 month
Text
Tumblr media
#ସାହିତ୍ୟ_ଜୀବନ ଆଭାସୀ #ଗଳ୍ପ_ଆସର ଅନୁଷ୍ଠିତ
https://krantiodishanews.com/post/891
#ସାହିତ୍ୟ_ଜୀବନ ଆଭାସୀ #ଗଳ୍ପ_ଆସର
https://masiha.in/news/92288
#ସାହିତ୍ୟ_ଜୀବନ ଆଭାସୀ #ଗଳ୍ପ_ଆସର https://odiabarta.in/119488/
#ସାହିତ୍ୟ_ଜୀବନ ଆଭାସୀ #ଗଳ୍ପ_ଆସର
#thesakal #sakalnewspaper
#ସାହିତ୍ୟଜୀବନ #virtualmeeting #ଗଳ୍ପ #କବିତା #sahityajiban #sahityajibana #sahitya_jiban #sahitya_jibana #odia #newspaper #poem #Poetry #odiapoem #announcement #magazine #odia #literature #Poem #Story #Article #Literary #Emagazine #Sahitya #Odisha #ପବିତ୍ର_ବେହେରା #ପବିତ୍ରବେହେରା #pabitrabehera
0 notes
sahityajibana · 2 months
Text
Tumblr media
ସାହିତ୍ୟ ଜୀବନ ଆଭାସୀ ଗଳ୍ପ ଆସର - ୨୦୨୪
ସାହିତ୍ୟ ଜୀବନ ଆୟୋଜିତ କରୁଛି ତା'ର ଏକ ଭିନ୍ନ ଏବଂ ନିଆରା ଗଳ୍ପ ଆସର କେବଳ କାହାଣୀ ପିପାସୁ ମାନଙ୍କ ପାଇଁ, ଆସନ୍ତୁ କିଛି ପ୍ରିୟ ଗାଳ୍ପିକଙ୍କୁ ଶୁଣିବା, ଏଇ ମଙ୍ଗଳବାର ( ତା: ୨୭/୦୨/୨୪) ସଂଧ୍ୟା ୭ ଘଟିକା ସମୟରେ କେବଳ ଗୁଗଲ ମିଟ୍ ମାଧ୍ୟମରେ । ଆସରରେ ଉପସ୍ଥିତ ରହି ଗଳ୍ପକୁ ଉପଭୋଗ କରିବା ହେବେ ।
ଆବାହକ: ପବିତ୍ର ବେହେରା
ଅଭିଭାଷଣ :-
ଶ୍ରୀମତୀ ଶୋଭାଗିନି ନନ୍ଦ
(ଉପ ସଭାପତି)
ଉପସ୍ଥାପନା: ସ୍ରୋତସ୍ୱିନୀ ପରିଡ଼ା
ଅତିଥି ଗାଳ୍ପିକ:-
୧. ସୁବ୍ରତ କୁମାର ସେନାପତି, ଭୁବନେଶ୍ୱର
(ବିଶିଷ୍ଟ କବି ତଥା ଗାଳ୍ପିକ)
୨. ଡିଲେଶ୍ୱର ରଣା, କଳାହାଣ୍ଡି
(ବିଶିଷ୍ଟ କବି ତଥା ଗାଳ୍ପିକ)
୩. କ୍ଷୀରୋଦ ବିହାରୀ ବିଶ୍ୱାଳ, ବାଲେଶ୍ଵର
(ବିଶିଷ୍ଟ ଗାଳ୍ପିକ)
୪. ଆକାଶ ସାହୁ, ଅନୁଗୁଳ
(ବିଶିଷ୍ଟ କବି ତଥା ଗାଳ୍ପିକ)
ଧନ୍ୟବାଦ ଅର୍ପଣ: ଶୋଭାଗିନି ନନ୍ଦ
ନିମ୍ନ ଲିଙ୍କ୍ ରେ କ୍ଲିକ୍ କରି ଆସରରେ ଯୋଗ ଦିଅନ୍ତୁ ।।
To join the meeting on Google Meet, click this link:
https://meet.google.com/poz-abxy-rzh
Or open Meet and enter this code: poz-abxy-rzh
ଧନ୍ୟବାଦ ସହ
ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶା
ଇ-ମେଲ: [email protected]
ଯୋଗାଯୋଗ ନଂ- ୭୭୫୧୦୭୫୩୫୦
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #virtualmeeting #ଗଳ୍ପ #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #odiapoem #announcement #Quiz #magazine #odia #literature #Poem #Story #Article #Literary #Emagazine #Sahitya #2023 #Odisha #ପବିତ୍ର_ବେହେରା #ପବିତ୍ରବେହେରା #pabitrabehera
0 notes
sahityajibana · 2 months
Text
Tumblr media
ସାହିତ୍ୟ ଜୀବନ କବିତା ଆସର ଫଳାଫଳ
ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ହୋଇଥିବା କବିତା ଆସର (ପ୍ରସଙ୍ଗ - ଆଜିର ଗଣତନ୍ତ୍ର ), ଶୁକ୍ରବାର ( ତା: ୨୬/୦୧/୨୦୨୪) ରେ ସମସ୍ତ କବି କବୟିତ୍ରୀ ଅଂଶ ଗ୍ରହଣ କରିଥିବାରୁ ଆନ୍ତରିକତାର ଧନ୍ୟବାଦ ଜଣାଉଛୁ । ସମସ୍ତ କବି କବୟିତ୍ରୀଗଣ ଏମିତି ଲେଖା ଉପସ୍ଥାପନ କଲେ ଯେ ତାହା ହୃଦୟକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ସମସ୍ତଙ୍କ ଲେଖା ଅତି ମନମୁଗ୍ଧକର । । ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ହେଲେ ...............
୧. ଆଜିର ଗଣତନ୍ତ୍ର - ସ୍ୱାଗତିକା ସାହୁ, ଶିକ୍ଷୟିତ୍ରୀ, ଉମରକୋଟ,ନବରଙ୍ଗପୁର
୨. ଆଜିର ଗଣତନ୍ତ୍ର - ଆକାଂକ୍ଷାମୟୀ ଦାଶ, ବଲାଙ୍ଗୀର
୩. ସାଧାରଣ ତନ୍ତ୍ର ଦିବସ - ସତ୍ୟ ନାରାୟଣ ସାହୁ ,ମୟୁରଭଞ୍ଜ
୪. ଜାତୀୟ ଦିବସ - ଓମ୍ ସୂର୍ଯ୍ୟକାନ୍ତ ସାହୁ, ଗଞ୍ଜାମ
୫. ଆଜିର ଗଣତନ୍ତ୍ର - ତ୍ରିନାଥ ପଟ୍ଟନାୟକ, କୋରାପୁଟ
୬. ଆଜିର ଗଣତନ୍ତ୍ର - ଶାନ୍ତିଲତା ରଣା, ଯାଜପୁର
୭. ଆଜିର ଗଣତନ୍ତ୍ର - ପ୍ରଜ୍ଞାଲୀନ ସାହୁ, ଜଗତସିଂହପୁର
୮. ଆଜିର ଗଣତନ୍ତ୍ର - ଶ୍ଯାମା ପ୍ରସାଦ୍ ବୋଷ୍ , ପୁରୀ
୯. ଗଣତନ୍ତ୍ର - ରାମ ଚନ୍ଦ୍ର ପ୍ରଧାନ, ଶିକ୍ଷକ
ସାନ୍ତରାପଲ୍ଲୀ, ଗଞ୍ଜାମ
୧୦. ଆଜିର ଗଣତନ୍ତ୍ର - ତୁଲାରାମ ମାଝୀ, ବରଗଡ , ପାଇକମାଳ , ଝିଟିକି
୧୧. ଆଜିର ଗଣତନ୍ତ୍ର - ରଶ୍ମିତା ନାୟକ, ଜଗତସିଂହପୁର
୧୨. ଗଣତନ୍ତ୍ର ଦିବସ - ସନ୍ତୋଷ କୁମାର ପାଢ଼ୀ, ଯାଜପୁର
୧୩. ଗଣତନ୍ତ୍ର ଦିବସ - ଖଗେଶ୍ବର ବାଗ, ନୂଆପଡା
୧୪. ଆଜିର ଗଣତନ୍ତ୍ର - ମଧୁସ୍ମିତା ମିଶ୍ର, ବାଲେଶ୍ଵର
୧୫. ଆଜିର ଗଣତନ୍ତ୍ର - ପ୍ରତାପ ଚନ୍ଦ୍ର ପ୍ରଧାନ, ପୁରୀ
୧୬. ଆଜିର ଗଣତନ୍ତ୍ର - ମନ୍ଦାକିନୀ ପାଢୀ, ପଦ୍ମପୁର, ବରଗଡ଼
୧୭. ଆଜିର ଗଣତନ୍ତ୍ର - ଅଶୋକ କୁମାର ନାୟକ, ନୟାଗଡ଼
୧୮. ଆଜିର ଗଣତନ୍ତ୍ର - ବଳରାମ ଜେନା, ଖୋର୍ଦ୍ଧା
୧୯. ଆଜିର ଗଣତନ୍ତ୍ର - ଶ୍ରୀବତ୍ସ ଖରା, କୋରାପୁଟ
୨୦. ଆଜିର ଗଣତନ୍ତ୍ର - ରୋଜାଲିନ ମିଶ୍ର, ବଲାଙ୍ଗୀର
୨୧. ଆଜିର ଗଣତନ୍ତ୍ର - ତରୁଣ ବାଳା ମହାପାତ୍ର, କଳିଙ୍ଗ ବିହାର, ଭୁବନେଶ୍ବର
୨୨. ଆଜିର ଗଣତନ୍ତ୍ର - ନିବେଦିତା ପଣ୍ଡା, ସୁନ୍ଦରଗଡ଼
୨୩. ଆଜିର ଗଣତନ୍ତ୍ର - ପ୍ରତିମା ମହାରଣା, କୋରାପୁଟ
୨୪. ଆଜିର ଗଣତନ୍ତ୍ର - ଅପରାଜିତା ପରିଡା, କୁଜଙ୍ଗ, ଜଗତସିଂହପୁର
୨୫. ଆଜିର ଗଣତନ୍ତ୍ର - ରବୀନ୍ଦ୍ର କୁମାର ସାହୁ, ପିପିଲି, ପୁରୀ
୨୬. ଆଜିର ଗଣତନ୍ତ୍ର - ସଂଶୟ କୁମାର ସାହାଣୀ, ଜଗତସିଂହପୁର
୨୭. ଆଜିର ଗଣତନ୍ତ୍ର - ସୁହଂସ ଭୋଇ, ପହଣ୍ଡି, ବରଗଡ଼
୨୮. ଆଜିର ଗଣତନ୍ତ୍ର - ଦୀପକ କୁମାର ପଣ୍ଡା, ରାୟଗଡା
୨୯. ଆଜିର ଗଣତନ୍ତ୍ର - ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର
୩୦. ଆଜିର ଗଣତନ୍ତ୍ର - ସୂର୍ଯ୍ୟ ନାରାୟଣ ସାବତ, କୋରାପୁଟ
୩୧. ଆଜିର ଗଣତନ୍ତ୍ର - ଲକ୍ଷ୍ମୀପ୍ରିୟା ସେଠୀ, ଯାଜପୁର
୩୨. ଆଜିର ଗଣତନ୍ତ୍ର - ଡ଼ଃ ଲଷ୍ମୀକାନ୍ତ ଦାଶ, ବିଭାଗୀୟମୁଖ୍ୟ, ସୁକିନ୍ଦା ମହାବିଦ୍ୟାଳୟ, ଯାଜପୁର
୩୩. ଆଜିର ଗଣତନ୍ତ୍ର - ଥବିର ରଣା, ବରଗଡ଼
୩୪. ଆଜିର ଗଣତନ୍ତ୍ର - ପ୍ରଶାନ୍ତ କୁମାର ସେଠୀ, ଭଦ୍ରକ
୩୫. ଆଜିର ଗଣତନ୍ତ୍ର - ରାଜୀବ ଲୋଚନ ପାଣିଗ୍ରାହୀ
ଆସିକା, ଗଞ୍ଜାମ
୩୬. ଆଜିର ଗଣତନ୍ତ୍ର - ଦେବାର୍ଚ୍ଚନ ମେହେର, ବୌଦ୍ଧ
୩୭. ଆଜିର ଗଣତନ୍ତ୍ର - ରମେଶ ଚନ୍ଦ୍ର ନାୟକ, କଟକ
୩୮. ଆଜିର ଗଣତନ୍ତ୍ର - ବିଜୟ କୁମାର ତାଣ୍ଡି, ବଲାଙ୍ଗିର
୩୯. ଆଜିର ଗଣତନ୍ତ୍ର - ପୂଜା ବାଦୀ, ସୁନ୍ଦରଗଡ଼
୪୦. ଆଜିର ଗଣତନ୍ତ୍ର - ଶ୍ରୀମତୀ ପବିତ୍ରା ଧଳମଲ୍ଲିକ, ଚାନ୍ଦବାଲି, ଭଦ୍ରକ
୪୧. ଆଜିର ଗଣତନ୍ତ୍ର - ଆଶୁତୋଷ ମିଶ୍ର, କେନ୍ଦ୍ରାପଡା
୪୨. ଆମ ଗଣତନ୍ତ୍ର - ଗୀତାଞ୍ଜଳି ପୃଷ୍ଟି, କଟକ
୪୩. ଆଜିର ଗଣତନ୍ତ୍ର - କବିତାଞ୍ଜଳି ପଣ୍ଡା, କଳାହାଣ୍ଡି
୪୪. ଆଜିର ଗଣତନ୍ତ୍ର - ଅନନ୍ୟା ପ୍ରଜ୍ଞାସ୍ମିତା ତ୍ରିପାଠୀ, କେନ୍ଦ୍ରାପଡା
*********************
ଶ୍ରେଷ୍ଠ ବିବେଚିତ ସାହିତ୍ୟ ସ୍ରଷ୍ଟାଙ୍କ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟାଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛୁ ।।
୧. ତ୍ରିନ���ଥ ପଟ୍ଟନାୟକ, କୋରାପୁଟ
୨. ଶାନ୍ତିଲତା ରଣା, ଯାଜପୁର
୩. ବିଜୟ କୁମାର ତାଣ୍ଡି, ବଲାଙ୍ଗିର
4. ରଶ୍ମିତା ନାୟକ, ଜଗତସିଂହପୁର
ଧନ୍ୟବାଦ ସହ
ସାହିତ୍ୟ ଜୀବନ ପରିଚାଳନା କମିଟି
Download certificate here :
https://bit.ly/SJResultRbpcnst24
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #topodiamagazine #announcements #WEBSITEANNOUNCEMENT #ପ୍ରତିଯୋଗିତା #sahityajibana #magazine #contest #ସାହିତ୍ୟ_ଜୀବନ_ଆଭାସୀ_କବିତା_ଆସର #ଜାନୁୟାରୀ_୨୦୨୪ #ପବିତ୍ର_ସାଧାରଣତନ୍ତ୍ର_ଦିବସ #ସାଧାରଣତନ୍ତ୍ର_ଦିବସ #result
0 notes
sahityajibana · 3 months
Text
Tumblr media
#Happy_Republic_Day 🧡🤍💚
#RepublicDay
#sahitya_jibana #ସାହିତ୍ୟଜୀବନ #sahityajibana #
ସାହିତ୍ୟ ଜୀବନ #india
0 notes
sahityajibana · 3 months
Text
*ବିଶେଷ ସୂଚନା:*
*ସାହିତ୍ୟ_ଜୀବନ_ସାଧାରଣତନ୍ତ୍ର_ଦିବସ_ଆଭାସୀ_କବିତା_ଆସର*
*ଜାନୁଆରୀ - ୨୦୨୪*
*ସାହିତ୍ୟ ଜୀବନ* ତରଫରୁ *୭୫ ତମ ପବିତ୍ର ସାଧାରଣତନ୍ତ୍ର ଦିବସ* ର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସହ ଏକ ସ୍ବତନ୍ତ୍ର ଆଭାସୀ କବିତା ଆସର ଆୟୋଜିତ ହେଉଛି, ଯାହାକି ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ହିଁ ସଭିଏଁ ଭାଗ ନେଇପାରିବେ।
*ପ୍ରସଙ୍ଗ :- ✍️ ଆଜିର ଗଣତନ୍ତ୍ର*
*ବିଭାଗ : କବିତା*
ତାରିଖ :- ୨୬/୦୧/୨୦୨୪
*ସମୟ : ସକାଳ ୫ ଠାରୁ ରାତ୍ର ୧୨ ଘଟିକା*
*ଭାଷା : ଓଡ଼ିଆ*
୧. *'ସାହିତ୍ୟ ଜୀବନ ପ୍ରତିଯୋଗିତା'* ହ୍ୱାଟ୍ସଆପ୍ ଗ୍ରୁପ୍ ରେ *ସକାଳ ୫ ଠାରୁ ରାତ୍ର ୧୨ ଘଟିକା* ମଧ୍ୟରେ ଦିଆଯାଇଥିବା ପ୍ରସଙ୍ଗ ଉପରେ *କବିତା* ଲେଖି ପ୍ରକାଶ କରିବେ। ( ଅନ୍ୟ ଗ୍ରୁପ୍ ରେ ଗ୍ରହଣୀୟ ନୁହେଁ )
୨. ଶୀର୍ଷକ ବଦଳାଇପାରିବେ କିନ୍ତୁ ପ୍ରସଙ୍ଗ ବଦଳାଇବେ ��ାହିଁ ।
୩. ସଭିଏଁ ନିଜସ୍ଵ ଲେଖା ଟାଇପ୍ କରି ପଠାଇବେ, *ଫୋଟ ଲେଖା ପଠାଇବେ ନାହିଁ*। କେବଳ *ଗୋଟିଏ ଲେଖା* ଦେବେ।
୪. ଲେଖା ଉପରେ *ସାହିତ୍ୟ ଜୀବନ ପକ୍ଷରୁ ଆୟୋଜିତ କବିତା ଆସର* ବୋଲି ଲେଖିବେ।
୫.ଏହା ମୋର *ନିଜସ୍ବ* ଲେଖା ମଧ୍ୟ ଲେଖିବେ।
୬. *ନାମ, ଠିକଣା* ଦେବାକୁ ଅନୁରୋଧ।
୭• ପ୍ରତିଯୋଗୀତାର *ଫଳାଫଳ* ଗୋଟିଏ ସପ୍ତାହ ମଧ୍ୟରେ ଘୋଷଣା କରାଯିବ।
୮. ଶ୍ରେଷ୍ଠ କିଛି ସାହିତ୍ୟ ସ୍ରଷ୍ଟାଙ୍କୁ ସାହିତ୍ୟ ଜୀବନ ତରଫରୁ *ଡିଜିଟାଲ ମାନପତ୍ର* ପ୍ରଦାନ କରାଯିବ।
୯. ଏହି ଦିନ ଅନ୍ୟ କିଛି ଲେଖା ପ୍ରକାଶିତ ନକରିବାକୁ ଅନୁରୋଧ।
୧୦. *ସମ୍ପାଦନା ମଣ୍ଡଳୀଙ୍କ ନିଷ୍ପତ୍ତି ଚୁଡାନ୍ତ ।*
ବି.ଦ୍ର: ଲେଖା ପଠାଇବାପରେ ଆମକୁ ଆପଣଙ୍କ ପାସପୋର୍ଟ ଫୋଟ ନିମ୍ନଲିଖିତ ନଂ ରେ ପଠେଇବେ ।
WhatsApp No.- 7751075350
*ହ୍ୱାଟ୍ସଆପ୍_ଗ୍ରୁପ୍ ରେ ଯୋଗ ଦିଅନ୍ତୁ*
👇👇👇👇👇👇👇
https://chat.whatsapp.com/DUvObIZMnn7BMcrRTR59TC
*କିଛି ଅସୁବିଧା ଥିଲେ ଯୋଗାଯୋଗ କରନ୍ତୁ ।*
*ହ୍ୱାଟ୍ସଆପ୍ ନମ୍ବର*: 7751075350
( କଲ୍ ଗ୍ରହଣୀୟ ନୁହେଁ )
ଧନ୍ୟବାଦ ସହ
*ସାହିତ୍ୟ ଜୀବନ ସାହିତ୍ୟ ସଂସଦ*
*ସମ୍ବଲପୁର, ଓଡ଼ିଶା*
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #topodiamagazine #announcements #WEBSITEANNOUNCEMENT #ପ୍ରତିଯୋଗିତା #sahityajibana #magazine #contest #ସାହିତ୍ୟ_ଜୀବନ_ଆଭାସୀ_କବିତା_ଆସର #ଜାନୁୟାରୀ_୨୦୨୪ #ପବିତ୍ର_ସାଧାରଣତନ୍ତ୍ର_ଦିବସ #ସାଧାରଣତନ୍ତ୍ର_ଦିବସ
Tumblr media
0 notes
sahityajibana · 4 months
Text
#ବ୍ୟାସ_କବି_କୁଇଜ୍ ପ୍ରତିଯୋଗିତା -୨୦୨୩
ସାରସ୍ୱତ ପ୍ରଣାମ,
ଓଡିଆ ସାହିତ୍ୟର ଯୁଗ ସ୍ରଷ୍ଟା #ବ୍ୟାସକବି #ଫକୀରମୋହନ ସେନାପତିଙ୍କ ଜୀବନୀ ଉପରେ ଆଧାରିତ ସାହିତ୍ୟ ଜୀବନ ତରଫରୁ ଆୟୋଜିତ ହେଉଅଛି କୁଇଜ୍ ପ୍ରତିଯୋଗିତା । ଆସନ୍ତୁ ଏଥିରେ ସଭିଏଁ ଭାଗ ନେବା । ଭାଗ ନିଅନ୍ତୁ ଏବଂ ଇ-ମେଲ ମାଧ୍ୟମରେ ଇ-ପ୍ରମାଣ ପତ୍ର ପ୍ରାପ୍ତ କରନ୍ତୁ ।
ସମୟସୀମା: ୩୧/୧୨/୨୦୨୩
(ସକାଳ ୮ ଘଟିକାରୁ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ)
Click here:
http://bit.ly/sj_qz_fm
ଉପରୋକ୍ତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ ।
ଧନ୍ୟବାଦ ସହ
ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶା
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #କୁଇଜ୍ #ବ୍ୟାସକବି_ଫକୀର_ମୋହନ_ସେନାପତି #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #announcement #Quiz #magazine #odia #literature #Poem #Story #Article #Literary #Emagazine #Sahitya #2023 #Odisha
Tumblr media
0 notes
sahityajibana · 6 months
Text
Tumblr media
ସାହିତ୍ୟ ଜୀବନ ପାର୍ବଣ ଆସର 💚
#ସୁମିତା_ବେହେରା #ଶ୍ୱେତପଦ୍ମା_ପାଢ଼ୀ #ସକାଳ #TheSakala
#nandininews #nandini #news #ଦୁର୍ଗାମା
#ଧରିତ୍ରୀ #Dharitri #ମସୀହା #masiha #GroundNews7
#ସାହିତ୍ୟଜୀବନ #sahitya_jibana #ଆଲୋଚନା_ଚକ୍ର #କବିତା_ଆସର #sahityajibana #sahityajiban #sahitya_jiban #announcement #virtualMeeting #pabitrabehera #ପବିତ୍ରବେହେରା #ପ୍ରିୟଙ୍କା_ପ୍ରିୟଦର୍ଶିନୀ_
#NewsUpdate #newspaper #ପତ୍ରିକା #ସାହିତ୍ୟଜୀବନସାହିତ୍ୟସଂସଦ #ସାହିତ୍ୟ_ଜୀବନ_ସାହିତ୍ୟ_ସଂସଦ #SahityaAkademiAward #odia #ଓଡିଆ #ଓଡିଶା
@highlight
0 notes
sahityajibana · 6 months
Text
ବିଶେଷ ସୂଚନା:
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ସାହିତ୍ୟ ଜୀବନ ଆୟୋଜିତ କରୁଛି ତା'ର ଏକ ଭିନ୍ନ ଏବଂ ନିଆରା ପାର୍ବଣ ଆଲୋଚନା ଚକ୍ର ଏବଂ କବିତା ଆସର, ଆସନ୍ତୁ କିଛି ଆଲୋଚନା ସହ ପ୍ରିୟ କବିଙ୍କୁ ଶୁଣିବା, ଏଇ ବୁଧବାର ( ତା: ୨୫/୧୦/୨୦୨୩) ସଂଧ୍ୟା ୭ ଘଟିକା ସମୟରେ କେବଳ ଗୁଗଲ ମିଟ୍ ମାଧ୍ୟମରେ ।
ବେଦ ମନ୍ତ୍ର ପାଠ :
ଶ୍ରୀମତୀ ସ୍ୱାଗତିକା ସାହୁ
ଅଭିଭାଷଣ :-
ଶ୍ରୀମତୀ ଶୋଭାଗିନି ନନ୍ଦ, ଜୟପୁର, କୋରାପୁଟ
(ଉପ ସଭାପତି )
ଉପସ୍ଥାପନା : ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ( ରେଡ଼ିଓ ଉପସ୍ଥାପିକା)
ସଂଯୋଜନା: ଶ୍ରୀମତୀ ସ୍ୱାଗତିକା ସାହୁ
ବରେଣ୍ୟ ଅତିଥି :
- ଶ୍ରୀମତୀ ସୁମିତା ବେହେରା ( ବିଶିଷ୍ଟ କବୀ, ଗାଳ୍ପିକା)
ଭୁବନେଶ୍ଵର
ଶ୍ରୀମତୀ ଶ୍ୱେତପଦ୍ମା ପାଢ଼ୀ (ବିଶିଷ୍ଟ ଗାଳ୍ପିକା)
ପୁନେ, ମହାରାଷ୍ଟ୍ର
ଆବାହକ : ଶ୍ରୀମାନ ପବିତ୍ର ବେହେରା
ଧନ୍ୟବାଦ ଅର୍ପଣ :
ଶ୍ରୀମତୀ ରୀତା ଅପରାଜିତା ମହାନ୍ତି
କବିତା ପାଠ କରିବେ :-
୧. ନାରୀ ଶକ୍ତି - ମୁକ୍ତିରାଣୀ ଦେବତା, ମନ୍ଦାରଖଣ୍ଡ, ଯାଜପୁର
୨. ଯୌବନାବସ୍ଥାର ସାମ୍ନା- ସ୍ବେତସ୍ମିନୀ ପଣ୍ଡା, ଯୁକ୍ତ ୩ ପ୍ରଥମ ବର୍ଷ, ଭଞ୍ଜନଗର, ଗଞ୍ଜାମ
୩. ନାରୀ - ସ୍ୱର୍ଣ୍ଣଲତା ମଲ୍ଲିକ,କଟକ
୪. ମାନବୀ - ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ, ଜଗତସିଂହପୁର
୫. ନାରୀ - ଶୁଭସ୍ମିତା ପଟ୍ଟନାୟକ, ଗଞ୍ଜାମ
୬. ମାଆ ଦୁର୍ଗାଙ୍କ ଧରାବତରଣ - ଅଶୋକ କୁମାର ପତି, କଟକ
୭. ନାରୀ - ପ୍ରିୟଙ୍କା ବିଶି, ରେଢ଼ାଖୋଲ, ସମ୍ବଲପୁର
୮. ଅବଳା ଦୁର୍ଗତି ବେଳେ - ଗଗନ ବିହାରୀ ନାୟକ, ଭୁବନେଶ୍ୱର
ନିମ୍ନ ଲିଙ୍କ୍ ରେ କ୍ଲିକ୍ କରି ଆସରରେ ଯୋଗ ଦିଅନ୍ତୁ ।।
To join the meeting on Google Meet, click this link:
https://meet.google.com/ohn-opqk-pmj
Or open Meet and enter this code: ohn-opqk-pmj
ଧନ୍ୟବାଦ ସହ
ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶା
ଇ-ମେଲ: [email protected]
ଯୋଗାଯୋଗ ନଂ- ୭୭୫୧୦୭୫୩୫୦
Tumblr media
To join the meeting on Google Meet, click this link:
https://meet.google.com/ohn-opqk-pmj
Or open Meet and enter this code: ohn-opqk-pmj
0 notes
sahityajibana · 7 months
Text
Tumblr media Tumblr media Tumblr media
ସାହିତ୍ୟ ଜୀବନ ସ୍ୱତନ୍ତ୍ର ବ୍ୟଙ୍ଗ ଆସର ଅନୁଷ୍ଠିତ
#ବ୍ୟଙ୍ଗକବିତା #ହାସ୍ୟ #ବ୍ୟଙ୍ଗ
#କବିପ୍ରଭାକର #ବ୍ୟଙ୍ଗକବି #ସତ୍ୟାନାଶ 💙
#nandininews #nandini
#ଧରିତ୍ରୀ #Dharitri #ମସୀହା #masiha #GroundNews7
#ସାହିତ୍ୟଜୀବନ #sahitya_jibana #ଆଲୋଚନା_ଚକ୍ର #କବିତା_ଆସର #sahityajibana #sahityajiban #sahitya_jiban #announcement #virtualMeeting #pabitrabehera #ପବିତ୍ରବେହେରା #ପ୍ରିୟଙ୍କା_ପ୍ରିୟଦର୍ଶିନୀ_
#NewsUpdate #newspaper #ପତ୍ରିକା #ସାହିତ୍ୟଜୀବନସାହିତ୍ୟସଂସଦ #ସାହିତ୍ୟ_ଜୀବନ_ସାହିତ୍ୟ_ସଂସଦ #SahityaAkademiAward #odia #ଓଡିଆ #ଓଡିଶା
0 notes
sahityajibana · 7 months
Text
Tumblr media Tumblr media Tumblr media Tumblr media
#ରାକ୍ଷୀ #ରକ୍ଷା_ବନ୍ଧନ #ଆଲୋଚନା_ଚକ୍ର
#NewsUpdate #newspaper
ସାହିତ୍ୟ ଜୀବନ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ -
#ନନ୍ଦିନୀ #nandininews #krantiodisha
#hiranmayee_mishra #sarojbal
#ମସୀହା #masiha
#ହିରଣ୍ମୟୀ_ମିଶ୍ର #ସରୋଜବଳ
#ସାହିତ୍ୟଜୀବନ #sahitya_jibana #OdiaBarta #ଓଡିଆବାର୍ତ୍ତା #krantiodisha #krantiodishanews #କବିତା_ଆସର #ଇପତ୍ରିକା #ପତ୍ରିକା #ସାହିତ୍ୟଜୀବନସାହିତ୍ୟସଂସଦ #ସାହିତ୍ୟ_ଜୀବନ_ସାହିତ୍ୟ_ସଂସଦ #sahityajibana #sahityajiban #sahitya_jiban #କୁଇଜ୍ #pabitrabehera #ପବିତ୍ରବେହେରା #ପଲ୍ଲୀଠାରୁଦିଲ୍ଲୀ #ନନ୍ଦିନୀ
Priyanka Priyadarshini Ray @followers Wr. Pabitra Saroj Bal Pabitra Behera ସାହିତ୍ୟ ଜୀବନ
0 notes
sahityajibana · 7 months
Text
ବିଶେଷ ସୂଚନା:
ସାହିତ୍ୟ ଜୀବନ ଆୟୋଜିତ କରୁଛି ତା'ର ଏକ ଭିନ୍ନ ଏବଂ ନିଆରା ଆଲୋଚନା ଚକ୍ର ଏବଂ ବ୍ୟଙ୍ଗ କବିତା ଆସର କେବଳ ସାହିତ୍ୟ ପିପାସୁ ମାନଙ୍କ ପାଇଁ, ଆସନ୍ତୁ କିଛି ଆଲୋଚନା ସହ ପ୍ରିୟ ବ୍ୟଙ୍ଗ କବିଙ୍କୁ ଶୁଣିବା, ଏଇ ଶୁକ୍ରବାର ( ତା: ୨୯/୦୯/୨୦୨୩) ସଂଧ୍ୟା ୭ ଘଟିକା ସମୟରେ କେବଳ ଗୁଗଲ ମିଟ୍ ମାଧ୍ୟମରେ ।
ବେଦ ମନ୍ତ୍ର ପାଠ :
ରତି ନାରାୟଣ ରାଉତ, କେନ୍ଦୁଝର
ଅଭିଭାଷଣ :-
ଶ୍ରୀମତୀ ଶୋଭାଗିନି ନନ୍ଦ, ଜୟପୁର, କୋରାପୁଟ
(ଉପ ସଭାପତି )
ଉପସ୍ଥାପନା : #ପ୍ରିୟଙ୍କା_ପ୍ରିୟଦର୍ଶିନୀ_ରାୟ ( ରେଡ଼ିଓ ଉପସ୍ଥାପିକା)
ସଂଯୋଜନା: ଶ୍ରୀଯୁକ୍ତ ବିପିନ ମହାନନ୍ଦ
ବରେଣ୍ୟ ଅତିଥି :
- ବିଶିଷ୍ଟ #ବ୍ୟଙ୍ଗକବି ଶ୍ରୀଯୁକ୍ତ #ସତ୍ୟାନାଶ (କବି ପ୍ରଭାକର)
ଆବାହକ : ଶ୍ରୀମାନ ପବିତ୍ର ବେହେରା
ଧନ୍ୟବାଦ ଅର୍ପଣ :
ଶ୍ରୀମତୀ ସବିତା ତ୍ରିପାଠୀ, ମୁମ୍ବାଇ
୧. ରାଜେଶ୍ୱରୀ ନନ୍ଦ, ଜୟପୁର, କୋରାପୁଟ
୨. ଲକ୍ଷ୍ମୀପ୍ରିୟା ସେଠୀ, ଯାଜପୁର
୩. ମହେଶ୍ବର ବେହେରା, ଖୋର୍ଦ୍ଧା
୪. ବଳରାମ ପଣ୍ଡା, ଖୋର୍ଦ୍ଧା
୫. ବାଲ୍ମିକୀ ଚରଣ ଲୁହା, ଦେବଗଡ଼
୬. ପଙ୍କଜିନୀ ବେହେରା, ଦେବଗଡ଼
୭. ନବନୀତା ମହାପାତ୍ର, ବରଗଡ଼
ନିମ୍ନ ଲିଙ୍କ୍ ରେ କ୍ଲିକ୍ କରି ଆସରରେ ଯୋଗ ଦିଅନ୍ତୁ ।।
To join the meeting on Google Meet, click this link:
meet.google.com/ywi-wyia-oir
Or open Meet and enter this code: ywi-wyia-oir
ଧନ୍ୟବାଦ ସହ
ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶା
ଇ-ମେଲ: [email protected]
ଯୋଗାଯୋ�� ନଂ- ୭୭୫୧୦୭୫୩୫୦
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ବ୍ୟଙ୍ଗ #ବ୍ୟଙ୍ଗକବିତା #ସତ୍ୟାନାଶ #କବିପ୍ରଭାକର #ନୟାଗଡ #ସମ୍ବଲପୁର #ହାସ୍ୟ #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #announcement #magazine #odia #literature #Poem #Story #Article #Literary #Emagazine #Sahitya #2023 #Odisha #ପବିତ୍ର_ବେହେରା #ପବିତ୍ରବେହେରା #pabitrabehera #VirtualMeeting
Byangakabi Satyaanaash Srijukta Satyaanaash Kabi Pravakar Priyanka Priyadarshini Ray Mihir Swain Wr. Pabitra Laxmipriya Sethy Susama Misra ସାହିତ୍ୟ ଜୀବନ Pankajini Behera Nabanita Mahapatra Pratiksha Jena Bandana Sahoo Bhaswati Basu Sumita Behera Bapi Shibananda Barik Krushna Kumar Mohanty Kahnu Charan Sahu
Tumblr media
0 notes
sahityajibana · 8 months
Text
Tumblr media
ବିଶେଷ ସୂଚନା:
ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ସାହିତ୍ୟ ଜୀବନ ଆୟୋଜିତ କରୁଛି ତା'ର ଏକ ଭିନ୍ନ ଏବଂ ନିଆରା ଆଲୋଚନା ଚକ୍ର ଏବଂ କବିତା ଆସର କେବଳ ସାହିତ୍ୟ ପିପାସୁ ମାନଙ୍କ ପାଇଁ, ଆସନ୍ତୁ କିଛି ଆଲୋଚନା ସହ ପ୍ରିୟ କଥାକାରଙ୍କୁ ଶୁଣିବା, ଏଇ ଶୁକ୍ରବାର ( ତା: ୨୫/୦୮/୨୦୨୩) ସଂଧ୍ୟା ୭ ଘଟିକା ସମୟରେ କେବଳ ଗୁଗଲ ମିଟ୍ ମାଧ୍ୟମରେ ।
ପ୍ରସଙ୍ଗ: ରାକ୍ଷୀ
ବେଦ ମନ୍ତ୍ର ପାଠ :
ଶ୍ରୀମତୀ ସ୍ୱାଗତିକା ସାହୁ, ନବରଙ୍ଗପୁର
ଅଭିଭାଷଣ :-
ଶ୍ରୀମତୀ ଶୋଭାଗିନି ନନ୍ଦ, ଜୟପୁର, କୋରାପୁଟ
(ଉପ ସଭାପତି )
ଉପସ୍ଥାପନା : ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ( ରେଡ଼ିଓ ଉପସ୍ଥାପିକା)
ସଂଯୋଜନା: ସୁଶ୍ରୀ ସ୍ୱାଗତିକା ସାହୁ, ନବରଙ୍ଗପୁର
ବରେଣ୍ୟ ଅତିଥି :
- ସରୋଜ ବଳ ( କବି ତଥା କଥାକାର)
Saroj Bal
- ହିରଣ୍ମୟୀ ମିଶ୍ର ( କଥାକାର ଏବଂ ବିଶିଷ୍ଟ ଗାଳ୍ପିକା)
Hiranmayee Mishra
ଆବାହକ : ଶ୍ରୀମାନ ପବିତ୍ର ବେହେରା
ଧନ୍ୟବାଦ ଅର୍ପଣ :
ଶ୍ରୀମତୀ ରୀତା ଅପରାଜିତା ମହାନ୍ତି
(ପରିଚାଳନା ସମ୍ପାଦିକା)
*କବିତା ପାଠ କରିବେ* :-
୧. ରାକ୍ଷୀ - ସିଲଭା ରାଣୀ ଧଳ, ଯାଜପୁର
୨. ରାକ୍ଷୀ - ଡଃ ସ୍ବର୍ଣ୍ଣପ୍ରଭା ଖଟୁଆ, ଚଣ୍ଡିଖୋଲ, ଯାଜପୁର
୩. ରାକ୍ଷୀ - ସୁସ୍ମିତା ସାହୁ, ବରଗଡ଼
୪. ରାକ୍ଷୀ - କେଶବ ଚନ୍ଦ୍ର ନାୟକ, ମାଲକାନଗିରି
୫. ରାକ୍ଷୀ - ନରୋତ୍ତମ ପାତ୍ର, କଳାହାଣ୍ଡି
୬. ସୁନା ଭାଇ ହାତେ ସୁନେଲି ରାକ୍ଷୀ - ସୁସ୍ମିତା ବାଭୀ, ଯାଜପୁର
୭. ରକ୍ଷାବନ୍ଧନ - ଆକାଂକ୍ଷାମୟୀ ଦାଶ, ବଲାଙ୍ଗୀର
୮. ରାକ୍ଷୀ - ମନିଷା ବିଶ୍ବାଳ, ଖୋର୍ଦ୍ଧା
୯. ରାକ୍ଷୀ - ରମାକାନ୍ତ ଦାସ, ଜଗତସିଂହପୁର
୧୦. ରାକ୍ଷୀ - ପ୍ରିୟଙ୍କା ବିଶି , ରେଢ଼ାଖୋଲ,ସମ୍ବଲପୁର
୧୧. ରାକ୍ଷୀ - ଶିବାନନ୍ଦ ବାରିକ, ଗଞ୍ଜାମ
ନିମ୍ନ ଲିଙ୍କ୍ ରେ କ୍ଲିକ୍ କରି ଆସରରେ ଯୋଗ ଦିଅନ୍ତୁ ।।
To join the meeting on Google Meet, click this link:
https://meet.google.com/iot-qfjc-yib
Or open Meet and enter this code: iot-qfjc-yib
ଧନ୍ୟବାଦ ସହ
ସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶା
ଇ-ମେଲ: [email protected]
ଯୋଗାଯୋଗ ନଂ- ୭୭୫୧୦୭୫୩୫୦
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #କୁଇଜ୍ #ରାକ୍ଷୀ #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #announcement #Quiz #magazine #odia #literature #Poem #Story #Article #Literary #Emagazine #Sahitya #2023 #Odisha #saroj_bal #hiranmayee_mishra #ପବିତ୍ର_ବେହେରା #virtualmeeting
0 notes
sahityajibana · 9 months
Text
ସ୍ୱାଧୀନତା ଦିବସ କୁଇଜ୍ ପ୍ରତିଯୋଗିତା -୨୦୨୩
Tumblr media
ସାରସ୍ୱତ ପ୍ରଣାମ,୭୭ତମ ପବିତ୍ର ସ୍ୱାଧୀନତା ଦିବସର ଶୁଭେଚ୍ଛା ସହ ସାହିତ୍ୟ ଜୀବନ ତରଫରୁ ଆୟୋଜିତ ହେଉଅଛି କୁଇଜ୍ ପ୍ରତିଯୋଗିତା । ଆସନ୍ତୁ ଏଥିରେ ସଭିଏଁ ଭାଗ ନେବା । ଭାଗ ନିଅନ୍ତୁ ଏବଂ ଇ-ମେଲ ମାଧ୍ୟମରେ ଇ-ପ୍ରମାଣ ପତ୍ର ପ୍ରାପ୍ତ କରନ୍ତୁ ।ଜୟ ହିନ୍ଦ୍ ସମୟସୀମା: ୧୫/୦୮/୨୦୨୩ (ସକାଳ ୮ ଘଟିକାରୁ ରାତ୍ର ୧୨ ଘଟିକା ପର୍ଯ୍ୟନ୍ତ)Click here: http://bit.ly/sj_qz_indଉପରୋକ୍ତ ଲିଙ୍କ୍ ରେ କ୍ଲିକ୍ କରନ୍ତୁ ।ଧନ୍ୟବାଦ ସହସାହିତ୍ୟ ଜୀବନ ସାହିତ୍ୟ ସଂସଦ, ସମ୍ବଲପୁର, ଓଡ଼ିଶାEmail: [email protected] #ସାହିତ୍ୟ_ଜୀବନ #ସାହିତ୍ୟଜୀବନ #କୁଇଜ୍ #ସ୍ୱାଧୀନତା_ଦିବସ_କୁଇଜ୍_ପ୍ରତିଯୋଗିତା #କବିତା #independence_day#sahityajiban #sahityajibana #sahitya_jiban #sahitya_jibana #odia #poem #Poetry #announcement #Quiz #magazine #odia #literature #Poem #Story #Article #Literary #Emagazine #Sahitya #2023 #Odisha
0 notes
sahityajibana · 1 year
Text
*ଲେଖା ଆବଶ୍ୟକ :-*
*ସାହିତ୍ୟ ଜୀବନ ବାର୍ଷିକ ଇ-ମୁଖପତ୍ର ୨୦୨୩*
*ସମୟ ସୀମା - ୨୭/୦୩/୨୦୨୩ - ୧୫/୦୫/୨୦୨୩*
ସମସ୍ତ ସାରସ୍ଵତ ସ୍ରଷ୍ଟାଗଣଙ୍କୁ ସାହିତ୍ୟ ଜୀବନ ଅନୁଷ୍ଠାନ ତରଫରୁ ସାରସ୍ଵତ ଶୁଭେଚ୍ଛା ଓ ଅଜସ୍ର ଅଭିନନ୍ଦନ ଜ୍ଞାପନ କରୁଛୁ ।
ଅତ୍ୟନ୍ତ ଆନନ୍ଦର ବିଷୟ ଏହିକି ଯେ ଖୁବ ଶୀଘ୍ର ଆମ *ସାହିତ୍ୟ ଜୀବନ ବାର୍ଷିକ ଇ-ମୁଖପତ୍ର* ପ୍ରକାଶ କରିବାକୁ ଯାଉଛି ।
ଆପଣ ମାନେ ଆପଣମାନଙ୍କର *ଅପ୍ରକାଶିତ, ସ୍ୱରଚିତ, ନିର୍ଭୁଲ,ଚେତନା ଧର୍ମୀ କବିତା, ଶିଶୁ କବିତା, ବ୍ୟଙ୍ଗ କବିତା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ, ଅନୁଚିନ୍ତା ଓ ଚିତ୍ରାଙ୍କନ* ପଠାଇବାକୁ ଅନୁରୋଧ କରୁଛୁ । ତା ସହିତ ନିଜ ଠିକଣା ଏବଂ ପାସପୋର୍ଟ ଫୋଟ, ଫୋନ ନମ୍ବର ପଠାଇବାକୁ ଅନୁରୋଧ।
👉 *ଲେଖାର କୌଣସି ଶବ୍ଦ ସୀମା ନାହିଁ ।।*
👉 *ଲେଖା ଗୁଡିକ ଓଡ଼ିଆ/ସମ୍ବଲପୁରୀ ଭାଷାରେ ଟାଇପ୍ ଆଉ ନିର୍ଭୁଲ ହୋଇଥିବା ଆବଶ୍ୟକ*, PDF ଲେଖା କିମ୍ବା କୌଣସି ଫଟୋ ଉପରେ ଲେଖା କିମ୍ବା ହାତଲେଖା ଗ୍ରହଣୀୟ ନୁହେଁ ।
👉ଆପଣ ମାନେ ଆପଣଙ୍କର *ପାସପୋର୍ଟ ଫଟୋ ସହ ଠିକଣା ଓ ମୋବାଇଲ୍ ନଂ.* ନଦେଲେ ଲେଖା ଗ୍ରହଣଯୋଗ୍ୟ ହେବ ନାହିଁ।
👉 *ସମ୍ପାଦନା ମଣ୍ଡଳୀଙ୍କ ନିଷ୍ପତ୍ତି ଚୁଡାନ୍ତ ।*
👉 *ଆମକୁ ଦେଇଥିବା ଲେଖାର କପି ନିଜ ପାଖରେ ରଖିବାକୁ ଅନୁରୋଧ କାରଣ ତାହା ଫେରସ୍ତ କରିବାର ସୁବିଧା ନାହିଁ।*
ଆମକୁ *ମେ ୧୫* ସୁଦ୍ଧା Whatsapp Number *7751075350* ରେ ଲେଖା ପ୍ରେରଣ କରିବାକୁ ଅନୁରୋଧ । ଏହି ନଂ ରେ କୌଣସି କଲ୍ ଗ୍ରହଣୀୟ ନୁହେଁ ।
ଲେଖା ପଠାଇବାର ସମୟ ସୀମା ପରେ ଲେଖା ଦେଲେ ତାହା ଗ୍ରହଣ କରାଯିବ ନାହିଁ।
ଠିକଣା:-
Whatsapp No. :- 7751075350
ଇ-ମେଲ : [email protected]
ସମ୍ବଲପୁର , ଓଡ଼ିଶା
ସାହିତ୍ୟ ଜୀବନ ପରିଚାଳନା କମିଟି
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #announcement #Annual #magazine #odia #literature #Poem #Story #Article #Literary #Emagazine #Sahitya #2023 #Odisha
Tumblr media
0 notes
sahityajibana · 1 year
Text
ଲେଖା ଆବଶ୍ୟକ :-
ସାହିତ୍ୟ ଜୀବନ ବାର୍ଷିକ ଇ-ମୁଖପତ୍ର ୨୦୨୩
ସମୟ ସୀମା - ୨୭/୦୩/୨୦୨୩ - ୧୫/୦୪/୨୦୨୩
ସମସ୍ତ ସାରସ୍ଵତ ସ୍ରଷ୍ଟାଗଣଙ୍କୁ ସାହିତ୍ୟ ଜୀବନ ଅନୁଷ୍ଠାନ ତରଫରୁ ସାରସ୍ଵତ ଶୁଭେଚ୍ଛା ଓ ଅଜସ୍ର ଅଭିନନ୍ଦନ ଜ୍ଞାପନ କରୁଛୁ ।
👉ଅତ୍ୟନ୍ତ ଆନନ୍ଦର ବିଷୟ ଏହିକି ଯେ ଖୁବ ଶୀଘ୍ର ଆମ ସାହିତ୍ୟ ଜୀବନ ବାର୍ଷିକ ଇ-ମୁଖପତ୍ର ପ୍ରକାଶ କରିବାକୁ ଯାଉଛି ।
👉ଆପଣ ମାନେ ଆପଣମାନଙ୍କର ଅପ୍ରକାଶିତ, ସ୍ୱରଚିତ, ନିର୍ଭୁଲ,ଚେତନା ଧର୍ମୀ କବିତା, ଶିଶୁ କବିତା, ବ୍ୟଙ୍ଗ କବିତା, ଭ୍ରମଣ କାହାଣୀ, କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ, ଅନୁଚିନ୍ତା ଓ ଚିତ୍ରାଙ୍କନ ପଠାଇବାକୁ ଅନୁରୋଧ କରୁଛୁ । ତା ସହିତ ନିଜ ଠିକଣା ଏବଂ ପାସପୋର୍ଟ ଫୋଟ, ଫୋନ ନମ୍ବର ପଠାଇବାକୁ ଅନୁରୋଧ।
👉ଲେଖାର କୌଣସି ଶବ୍ଦ ସୀମା ନାହିଁ ।।
👉ଲେଖା ଗୁଡିକ ଓଡ଼ିଆରେ ଟାଇପ୍ ଆଉ ନିର୍ଭୁଲ ହୋଇଥିବା ଆବଶ୍ୟକ, PDF ଲେଖା କିମ୍ବା କୌଣସି ଫଟୋ ଉପରେ ଲେଖା କିମ୍ବା ହାତଲେଖା ଗ୍ରହଣୀୟ ନୁହେଁ ।
👉ଆପଣ ମାନେ ଆପଣଙ୍କର ପାସପୋର୍ଟ ଫଟୋ ସହ ଠିକଣା ଓ ମୋବାଇଲ୍ ନଂ. ନଦେଲେ ଲେଖା ଗ୍ରହଣଯୋଗ୍ୟ ହେବ ନାହିଁ। ସମ୍ପାଦନା ମଣ୍ଡଳୀଙ୍କ ନିଷ୍ପତ୍ତି ଚୁଡାନ୍ତ ।
ଆମକୁ ଦେଇଥିବା ଲେଖାର କପି ନିଜ ପାଖରେ ରଖିବାକୁ ଅନୁରୋଧ କାରଣ ତାହା ଫେରସ୍ତ କରିବାର ସୁବିଧା ନାହିଁ।
👉ଆମକୁ ଏପ୍ରିଲ ୧୫ ସୁଦ୍ଧା Whatsapp Number 7751075350 ରେ ଲେଖା ପ୍ରେରଣ କରିବାକୁ ଅନୁରୋଧ । ଏହି ନଂ ରେ କୌଣସି କଲ୍ ଗ୍ରହଣୀୟ ନୁହେଁ ।
👉ଲେଖା ପଠାଇବାର ସମୟ ସୀମା ପରେ ଲେଖା ଦେଲେ ତାହା ଗ୍ରହଣ କରାଯିବ ନାହିଁ।
ଠିକଣା:-
Whatsapp No. :- 7751075350
ଇ-ମେଲ : [email protected]
ସମ୍ବଲପୁର , ଓଡ଼ିଶା
ସାହିତ୍ୟ ଜୀବନ ପରିଚାଳନା କମିଟି
#ସାହିତ୍ୟ_ଜୀବନ #ସାହିତ୍ୟଜୀବନ #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #announcement #Annual #magazine #odia #literature #Poem #Story #Article #Literary #Emagazine #Sahitya #2023 #Odisha
Tumblr media
0 notes
sahityajibana · 1 year
Text
ଇପ୍ସିତ ପୁରୁଷ - କବିତା - ବର୍ଷାରାଣୀ ମହାମଲ୍ଲିକ
#ଇପ୍ସିତ_ପୁରୁଷ - #କବିତା - #ବର୍ଷାରାଣୀ _ମହାମଲ୍ଲିକ ସମସ୍ତେ ତ ମୋ ନିଜର ମୋ ଅନ୍ତରଙ୍ଗ ଯାହାକୁ ହୃଦୟ କନ୍ଦରରୁ ମୁଁ ଚାହେଁ ଚାହିଁଛି, ଚାହୁଁଛି ଆଉ ହଁ ଚାହୁଁଥିବି ମଧ୍ଯ ମୋତେ କଣ ଅନୁଭବ ହୁଏ ଜାଣିଚ? ଥାଉ ତୁମେ କେମିତି ଜାଣିବ ଯେ, ମୁଁ କହିଦେଉଛି ହେଲା...... read more...... https://sahityajiban.org/poem/sedyuddh/ #ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #announcements #webportal #sahityajibanwebportal
ଇପ୍ସିତ ପୁରୁଷ   ସମସ୍ତେ ତ ମୋ ନିଜର ମୋ ଅନ୍ତରଙ୍ଗ ଯାହାକୁ ହୃଦୟ କନ୍ଦରରୁ ମୁଁ ଚାହେଁ ଚାହିଁଛି, ଚାହୁଁଛି ଆଉ ହଁ ଚାହୁଁଥିବି ମଧ୍ଯ ମୋତେ କଣ ଅନୁଭବ ହୁଏ ଜାଣିଚ? ଥାଉ ତୁମେ କେମିତି ଜାଣିବ ଯେ, ମୁଁ କହିଦେଉଛି ହେଲା…… ଯେତେବେଳେ ଗମେ ବିଭାଗ କୁ ମୁଁ ଦେଖେ ତୁମ ମାନଙ୍କୁ ପୁଣି ଫେରିଲା ବେଳକୁ ଥାଅ ତୁମେ ଠିକ୍ ଯେମିତିକୁ ସେମିତି, ମୁଁ ଚାହିଁଦିଏ, ଆଉ ତୁମେ ତ ମୋତେ ସର୍ବଦା ଚାହୁଁଥାଅ, ତୁମେ ହସି ଦିଅ, ନା ମୁଁ କିନ୍ତୁ ହସେନି, ମତେ ଲୋକେ କଣ ଭାବିବେ ଯେ? କେମିତି କହିବି ମୋର…
Tumblr media
View On WordPress
0 notes
sahityajibana · 1 year
Text
କାଳୀ ଝିଅ - ଗଳ୍ପ -ବର୍ଷାରାଣୀ ମହାମଲ୍ଲିକ
#କାଳୀ_ଝିଅ - #ଗଳ୍ପ - #ବର୍ଷାରାଣୀ_ମହାମଲ୍ଲିକ #ସାହିତ୍ୟ_ଜୀବନ #ସାହିତ୍ୟଜୀବନ #ଓଡିଆ #ଓଡିଶା #କବିତା #sahityajiban #sahityajibana #sahitya_jiban #sahitya_jibana #odia #poem #Poetry #Odiapoem #Odisha #OdishaLiterature #literature #odiamagazine #topodiamagazine #announcements #webportal #sahityajibanwebportal
ନାରୀ କୁ ତ ସେମିତି ବି କେଉଁ ଆବାହମାନ କାଳରୁ ଏ ନିଷ୍ଠୁର ସମାଜ ଅବଳା, ଦୁର୍ବଳା ମନେ କରି ଆସିଛି। ପୁଣି ସେଥିରେ ଯଦି ଝିଅ ଡେଙ୍ଗା କି ଗେଡ଼ା, ପତଳା କି ମୋଟା, କଲା କି ଅସୁନ୍ଦର ଥିଲେ କେତେ ଆଲୋଚନା, ସମାଲୋଚନା। ‘ମୌସୁମୀ’ ଦେଖିବା କୁ ସୁନ୍ଦର, ଡଉଲଡାଉଲ ଭଲ ପାଠ ପଢ଼େ, ଶାନ୍ତ, ଶିଷ୍ଟ, ଭଦ୍ର, ନମ୍ର, ଭଦ୍ର କୌଣସି ଗୁଣରେ ତା’ର କମି ନାହିଁ, ହଁ କିନ୍ତୁ ତା’ର ଦେହ ର ରଙ୍ଗ ଶ୍ୟାମଳ। ସେଥିପାଇଁ ତ ପିଲା ଟି ଦିନ ରୁ ଆଜିଯାଏ ଆତ୍ମୀୟସ୍ବଜନ, ପାଖପଡୋଶୀ, ସାଙ୍ଗସାଥି ଙ୍କ ଠାରୁ କେତେ…
Tumblr media
View On WordPress
0 notes