Tumgik
#westernodishayuvamanch
iamabhisekdash · 2 years
Photo
Tumblr media
They begin their New Innings of Life. ❤️ Congratulations & Happy Married Life to both of you.🤝🏻😊 @shibu_padhi #marriage #life #new #goal #journey #happy #happiness #wedding #indianweeding #photography #click #woym #westernodishayuvamanch #titilagarh (at Titilagarh) https://www.instagram.com/p/CpIBLgTvP_H/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
ଆଏବା କାଏଲ୍ ୩ ଫେୃବୃୟାରୀ ମା ମାଟିର୍ ଲାଗି ସମ୍ବଲପୁର୍ ଚାଲ୍ "ଉଲଗୁଲାନ୍ ଯାତ୍ରା" । ଜୟ ଜୟ କୋଶଲ୍ 🚩🚩🚩 #koshal #koshalstate #woym #westernodishayuvamanch #balangir #Sambalpur #bargarh #jharsuguda #kalahandi #nuapada #boudh #subarnapur #sundargarh #deogarh https://www.instagram.com/p/CoJmCy3P7xM/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
ବିପଦ୍ ଆପଦ୍ ନାଇଁ ଆସୁ କେଭେଁ ମାଁ ସମଲେଇ ହେବୁ ସାହା କୁଟି ଜୁହାର୍ ଆଏ ସେ ନାନୀ ବହେନ୍ କେ ଯେ ଭୂକେ ରହି କରେ ଭାଏ ଜିଉଁତିଆ ❣️ ନିର୍ଜଳା ଉପାସ ରହି ଭାଏର୍ ଲାଗି ଭାଏ ଜିଉତିଆ କରୁଥିବାର ସବୁ ନାନୀ ବହେନ୍ ମାନକୁ ମା ଦୁର୍ଗା , ମା ସମଲେଇ ସବୁ ବେଳେ ସାହା ହେଇ ଥାଉ🙏🏼। #WOYM ପ୍ରତିଜ୍ଞା କରୁଛେ କି ସବୁ ବହେନ୍ ମାନକର୍ ଦୁଃଖ ଆର୍ ସୁଖ୍ ସବୁ ବେଳେ ନିଜର୍ ଭାଇ ହିସାବେ ଠିଆ ହେବା🤝🏻। #WesternOdishaYuvaManch #woym #bhaijuentia (at Balangir) https://www.instagram.com/p/CjPUDvsPI-Q/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
ଦେଖୁ ଦେଖୁ ରାଏତ୍ ପାଏବା, ନୂଆଁଖାଇ ଭେଟଘାଟ୍ ଥି ଭୁବନେଶ୍ୱର ଦୂଲ୍'କିବା 🔥 NUAKHAI BHETGHAT - 2022 Book Your Ticket : https://event.fydo.in/woym-nuakhai On 28th September, In Utkal Mandap Bhubaneswar at 4 P.m. Onwards. Mob : 7978303063, 7377159867 Regards, #WesternOdishaYuvaManch #NuakhaiBhetghat #nuakhai_bhetghat_2022 (at Bhubaneswar, India) https://www.instagram.com/p/CjB7v4svs9m/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
#ଆର୍_ମାତ୍ର_ଦିନେ_ରହେଲା ❤️ #1Daystogo...... ଦେଖୁଛନ୍ ତ ଇ ଭିଡ୍ । ଫେର୍ ଘାଏ ଫିରି ଆସିଛେ..... #ସାଂସ୍କୃତିକ୍_କାର୍ଯ୍ୟକ୍ରମ୍ #ନଚା_ଡେଗା #ଖାନା_ପିନା #ସୁଆଁଳି_ଅଏଡସା #ଚର୍ଚିତ୍_କଲାକାର୍ #୫୦୦୦ନୁ_ବେଶି_ଦର୍ଶକ୍ #ପାରମ୍ପରିକ୍_ନାଚ୍ #ରାଜନୈତିକ୍_ସାମାଜିକ୍_ସାଂସ୍କୃତିକ୍_ଅତିଥି ଆର୍ ବି କେତନି କେତେ କଥା। 🙏 NUAKHAI BHETGHAT - 2022 Book Your Soon : Only 10% Available. https://event.fydo.in/woym-nuakhai On 28th September, In Utkal Mandap Bhubaneswar at 4 P.m. Onwards. Mob : 7978303063, 7377159867 Regards, #WesternOdishaYuvaManch (at Bhubaneswar, India) https://www.instagram.com/p/Ci__IXsvMfd/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
"ମହତ୍ ଲକ୍ଷ୍ୟ ନେଇ ମାଟିର୍ ମହକ୍ ଥି #୨୮ସେପ୍ଟେମ୍ବର୍ କରମା ନୂଆଁଖାଇ ଭେଟଘାଟ୍, ଏକ୍ ସେ ଏକ୍ କବିତା ସୁନମା, ମା ସମଲେଇ ଦେଖାବା ବାଟ୍।" 🙏 NUAKHAI BHETGHAT - 2022 Book Your Ticket : https://event.fydo.in/woym-nuakhai On 28th September, In Utkal Mandap Bhubaneswar at 4 P.m. Onwards. Mob : 7978303063, 7377159867 Regards, #WesternOdishaYuvaManch Poster Designed By Asisha Meher. (at Bhubaneswar, India) https://www.instagram.com/p/Ci5TJsmPsvi/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
"୨୮ ତାରିକ୍ ଯେତକି ପାଖକେ ଆସୁଛେ ଧୁକ୍ ଧୁକ୍ କରୁଛେ ଛାତି, Online ବି ଟିକେଟ୍ ବୁକ୍ କରି ପାରବେ , ବଢ଼ି ବସଲାନ୍ ରାଜଧାନୀ ର ତାତି।" You can also Book ur ticket from any places. *ONLINE BOOKING START NOW..* https://event.fydo.in/woym-nuakhai NUAKHAI BHETGHAT - 2022 Date : 28th September,2022(Wednesday) Venue : Utkal Mandap Bhubaneswar Time : 4 P.m. Onwards Thank you #FYDO_Team and #Sinchan_Mishra for your cooperation 🤝🏻 Limited Seats Available...Book Ur Ticket Soon Mob : 7377159867,7978303063 Regards, #WesternOdishaYuvaManch (at Balangir) https://www.instagram.com/p/CipAf7uvrSD/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
ଗର୍ଜିବା-ଦୁଲକିବା-ଚମକିବା ରାଜଧାନୀ । ❤️ Yess!! You heard it right!!! 😊 Let's Rock With Our Rockstar 🔥 Presenting you the much awaited and the Biggest Nuakhai Bhetghat of 2022 at Utkal Mandap, Bhubaneswar on 28th September. Let's unite to witness this awe-inspiring Event for the 7th Time ❤️ Book Ur Ticket Soon ....HURRY UP !!! NUAKHAI BHETGHAT - 2022 Date : 28th September,2022(Wednesday) Venue : Utkal Mandap Bhubaneswar Time : 4 P.m. Onwards Mob : 9668626254,7377159867,7978303063 Regards, #WesternOdishaYuvaManch https://www.instagram.com/p/CinKcmwvOGr/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
" ଦେଶ୍ ବିଦେଶ୍ ନୁ ନା କମେଇଛନ୍ ବଲାଙ୍ଗୀର୍ ମାଟିର୍ ଛୁଆ, ଆମର୍ ମାଏନତା କୁନୁଆ ହେବେ ସିଆନ୍ ସୁଜନ୍ ନିଉତା ସଙ୍ଗେ ଦଉଛୁଁ ଗୁଆ । " #WOYM Cordially Invited, Smt. Lika Sahu, Municipality Chairman,Bgr Smt. Debaki Sahu, ZP Dist President,Bgr Sj. DINESH SHARMA , BALANGIR Sj. LOTUS SADANGI, BALANGIR NUAKHAI BHETGHAT - 2022 Date : 28th September,2022(Wednesday) Venue : Utkal Mandap Bhubaneswar Time : 4 P.m. Onwards Mob : 7978303063,7377159867 Regards, #WesternOdishaYuvaManch (at Balangir) https://www.instagram.com/p/CimR5CJvR4R/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
" ୨୮ ତାରିକ୍ ଉତ୍କଳ ମଣ୍ଡପ୍ କରବା ରଝୋ ରଝୋ, ଦୁସମନି ନେସି ଯେ ମାରସୁ ଖଚୋ ଖଚୋ, ହସାବାର୍ ସାଙ୍ଗେ #Anchoring ବି କରବେ ଯୋଗେଶ୍ ଯୋଜୋ ।" ❤️ Let's Celebrate with Most Talented Sambalpuria #Comedian_JOGESH_JOJO 🔥 Date : 28th September,2022(Wednesday) Venue : Utkal Mandap,Bbsr Time : 4 P.m. Onwards Book Ur Ticket Soon. For more updates : https://www.facebook.com/woymforpeople/ Mob : 9668626254,7377159867,7978303063 Regards, #WesternOdishaYuvaManch #WOYM #nuakhai_bhetghat_2022 #woymforpeople https://www.instagram.com/p/CihOwHgPtzH/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
।। "କୋଶଲ୍ ମହାବନ୍ଦ୍" ।। "ସ୍ଵତନ୍ତ୍ର କୋଶଲ୍ ରାଜ୍ୟ" ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ୍ ଡାକରା କେ ଖାଲି ସମର୍ଥନ୍ ନୁହେ, ପ୍ରତ୍ୟେକ୍ ଜିଲ୍ଲା ରେ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ର ସଦସ୍ୟ ରାସ୍ତା କେ ଉତରି, ତନ୍ ମନ୍ ଧନ୍ ଦେଇ, ଆବଶ୍ୟକ୍ ସ୍ଥଳେ ଗିରଫ୍ ମଧ୍ୟ ହେଇ ବନ୍ଦ୍ କେ ସଫଲ୍ କରିଛନ୍। କୋଶଲ୍ ସେନା ଆର୍ KMM ର ବନ୍ଦ୍ ଡାକରା କେ ସାରା କୋଶଲାଞ୍ଚଲ୍ ରେ ଅନେକ୍ ସଂଗଠନ୍ ସମର୍ଥନ୍ ଜଣେଇ ଥିଲେ । ଝାରସୁଗୁଡ଼ା ରେ କୋଶଲ୍ ସଂଗ୍ରାମୀ ମାନକୁ ପୋଲିସ୍ ଗିରଫ୍ କରବାର୍ ଘଟଣା ଅତି ନିନ୍ଦନୀୟ ଆଏ। ମା ମାଟିର୍ ମୁକ୍ତି ସଂଗ୍ରାମ୍ ରେ ବନ୍ଦ୍ କେ ସଫଲ୍ କରିଥିବାର୍ ସେ ପ୍ରତ୍ୟେକ୍ ସଂଗଠନ୍, ବ୍ୟକ୍ତି ବିଶେଷ କେ #WOYM ର ସଂଗ୍ରାମୀ ସଲାମ୍ । ଆନ୍ତରିକ୍ ଧନ୍ୟବାଦ୍। ଆଗକେ ଏକତା ଆର୍ ଜବର୍ ହଉ । ଜୟ କୋଶଲ୍ 🚩 ଜୟ ମା ସମଲେଇ 🙏 #koshal #koshalmahabandh #WesternOdishaYuvaManch #Kmm #koshalsena #Balangir #Bargarh #Sambalpur #Jharsuguda #Sundargarh #Deogarh #sonpur #Boudh #kalahandi #nuapada (at Balangir) https://www.instagram.com/p/CiNtSycPrGv/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
୬ ବର୍ଷେ ପାହା ଥୁଇଲା "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍" ❤️ ଅଗଷ୍ଟ୍ ୨୬,୨୦୧୬ ରେ ଓଡ଼ିଶା ର ରାଜଧାନୀ ଭୁବନେଶ୍ଵର ରେ ୨ ଜନ୍ ନୁ ଆରମ୍ଭ ହେଇଥିବାର୍ ଅନୁଷ୍ଠାନ୍ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍" କେ ଆଏଜ୍ ୬ ବରସ୍ ପୁରିଛେ । ପୂର୍ବାଞ୍ଚଳ ରେ ତାକର୍ ସରକାର୍,ତାକର୍ ଲୋକ୍, ତାକର୍ ପ୍ରଶାସନ୍,ତାକର୍ ତାକତ୍ କେ #challenge କରି , ବହୁତ୍ କିଛି ଝଡ଼ ଝଞ୍ଜା,ଗୋଡ୍ ଘିଛା,ଅବରୋଧ୍ ବିରୋଧ୍ ର ସମ୍ମୁଖୀନ୍ ହେଇ ଆଗକେ ବଢ଼ିଛେ #WOYM 🔥 । ନା କେଭେ ଅଟକିଛେ ନା କେଭେ ଝୁକିଛେ। କହେଲେ ତ ଇତିହାସ୍ ନେ ସରେ, କିନ୍ତୁ ଯେତେ ବିରୋଧ୍ ହେଇଛେ ସେତକି ବହୁତ୍ ଜନକର୍ ସହଯୋଗ୍, ଆଶୀର୍ବାଦ୍,ଭଲ୍ ପାଏବାର୍ ନେଇ ସମକର୍ ସାଙ୍ଗେ ସମକୁ ସମ୍ମାନ୍ ଜଣେଇ ୨ ଜନ୍ ନୁ ଆଜି ସାରା କୋଶଲାଞ୍ଚଲ୍ ର ୧୦ ଟା ଜିଲ୍ଲା ରେ ଶହ ଶହ ସଂଗ୍ରାମୀ ର ପରିବାର୍ ହେଇ ସାରିଛେ #WOYM ❤️ । ସେବା ତଥା ସମର୍ପଣ୍ ସାଙ୍ଗେ କୋଷଲାଞ୍ଚଲ୍ ର ହକ୍ ଲାଗି ବାଘ୍ ମିତାର୍ ଲଢେଇ କରିଛେ, କରୁଛେ ଆର୍ କରୁଥିବା। ସବୁ ଶୁଭଚିନ୍ତକ୍, ବ୍ୟକ୍ତିବିଶେଷ୍, ଅନୁଷ୍ଠାନ୍, ସଂଗ୍ରାମୀ ମାନକୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣ୍ ମାନକର୍ ସହଯୋଗ୍, ଆଶୀର୍ବାଦ୍,ଭଲ୍ ପାଏବାର୍ ସବୁ ଦିନ ରହିଥାଉ। ଜୁହାର 🙏 WE CARE SO WE DARE & WE WORK SO WE COMMIT 🚩🚩🚩🙏 Thanks Western Odisha Yuva Manch (WOYM) 9668626254,7377159867,7978303063 #WesternOdishaYuvaManch https://www.instagram.com/p/ChuojCFs1px/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
"UTTHAAN-2022" Cancelled 🙏 #WOYM_Advisor ସାଙ୍ଗେ ଆମର୍ ପରିବାର୍ ର ଜଣେ ମାର୍ଗଦର୍ଶକ୍ ଟୁକୁ ମିଶ୍ର ଦାଦାଙ୍କର୍ ଦେହାନ୍ତ୍ ଲାଗି ଆସବା କାଲି ୨୬ ଅଗଷ୍ଟ୍ ବରଗଡ଼ ଟାଉନ୍ ହଲ୍ ରେ ହେବାର୍ କେ ଥିବାର୍ WOYM ର ୬ ନମର୍ ପ୍ରତିଷ୍ଠା ଦିବସ୍ "ଉତଥାନ୍-୨୦୨୨" କେ ବାତିଲ୍ କରାଗଲା। More updates will be provided soon about "UTTHAAN-2022" #WOYM #WesternOdishaYuvaManch #utthaan #utthan2022 #foundationday (at Bargarh) https://www.instagram.com/p/ChrG19Xv7-3/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
"ଉତ୍`ଥାନ୍-୨୦୨୨"("ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ର ୬ ନମ୍ୱର୍ ବାର୍ଷିକ୍ ଉତ୍ସବ୍ 🙏 ଦେଖୁନ୍ ଦେଖୁନ୍ ୬ ବରସ୍ ଥି ପାହା ଥୁଇଛେ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) । ୨୦୧୬ ଅଗଷ୍ଟ ୨୬ ତାରିକ୍ କୋଶଲ୍ ମହାବନ୍ଦ୍ ଦିନ ଭୁବନେଶ୍ବର୍ ନୁ ସ୍ଵତନ୍ତ୍ର କୋଶଲ୍ ରାଜ୍ୟ ଦାବୀ ନେଇ ଗଢି ଉଠିଥିଲା WOYM 🚩 ଆସବା ୨୬ ଅଗଷ୍ଟ (ଶୁକ୍ରୁବାର୍) ଦିନ ବରଗଡ଼ ଟାଉନ୍ ହଲ୍ ନୁ "ବାର୍ଷିକ୍ ଉତ୍ସବ୍ - ଉତ୍`ଥାନ୍" ମନା ହେବା। ନିଉତା ରହେଲା ମା ମାଟି ପ୍ରେମି ତଥା ସେବା ରେ ସମର୍ପନ୍ ଥିବାର୍ ବ୍ୟକ୍ତି ଅନୁଷ୍ଠାନ୍ ମାନେ ଆସି କରି ଆମର୍ ଗହକି ବଢ଼ାବେ । ଆପଣଙ୍କର୍ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) 🤝 #utthan #woym #WesternOdishaYuvaManch #foundationday #6th #year (at Bargarh) https://www.instagram.com/p/Chgb20Pvut5/?igshid=NGJjMDIxMWI=
0 notes
iamabhisekdash · 2 years
Photo
Tumblr media
ମାଁ ର୍ ନାଁ ନେଇକରି; ଭେଁଣିଆ କର୍ ଚାଲଲା ନ ଯୋଟ୍ ଯାଟ୍, ଫେର୍ ଘାଏ ହେବା *ନୂଆଁଖାଇ ଭେଟ୍'ଘାଟ୍*, ଗର୍ଜି ଘୁମରି ବାଜବା ବଜା, ଢଲିଆ ଖୁସା କେ ଖିରପିନି, ଫେର୍ ଥରେ ଗର୍ଜିବା-ଦୁଲକିବା- ଥରବା ରାଜଧାନୀ ।। ୭ ନମ୍ୱର୍ ବଛର୍ ଲାଗି "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍" #woym ନେଇ କରି ଆସୁଛେ "NUAKHAI BHETGHAT"- 2022 🙏 Venue & Date Will be Announce Soon. Stay connected with our Social Media for more updates.... #WesternOdishaYuvaManch #nuakhaibhetghat2022 #matirgarab_nuakhaiparab https://www.instagram.com/p/CgxBgg4PeyB/?igshid=NGJjMDIxMWI=
0 notes
iamabhisekdash · 3 years
Photo
Tumblr media
ବଲାଙ୍ଗୀର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ୍ #WOYM 🚩 କାହ୍ନା ନର୍ସରୀ, ପଟଣାଗଡ଼ ନୁ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ବଲାଙ୍ଗୀର ର ବାର୍ଷିକ୍ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ୍ ଅନୁଷ୍ଠିତ୍ ହେଲା। #WOYM କେ ଆଗକେ ନେବାର୍ ଲାଗି ସଂଗ୍ରାମୀ ଭାଇ ମାନକୁ ନୂଆ ଦାୟିତ୍ଵ ମାନେ ଦିଆହେଲା। ସ୍ଵତନ୍ତ୍ର କୋଶଲ୍ ରାଜ୍ୟ ଦାବୀ କେ ତୀବ୍ରତର୍ କରବାର୍ ଲାଗି ସଂକଳ୍ପ ନିଆଗଲା। ଆନ୍ଦୋଲନ୍ କେ ଗାଁ ଗାଁ କେ ଲୋକର୍ ପାଖକେ ପହଞ୍ଚାବାର୍ ସାଙ୍ଗେ ଯୁବକ୍ ପିଢ଼ି କେ ସବୁକ୍ଷେତ୍ରରେ ସଚେତନ୍,ସମାଜ୍ ପ୍ରତି ଥିବାର୍ କର୍ତ୍ତବ୍ୟ କେ ପ୍ରତି ପାହା ରେ ନିଭାବାର୍ , ଅଞ୍ଚଲବାସିଙ୍କର୍ ହକ୍ ସାଙ୍ଗେ ଦେଓଗାଁ ଚିନି ମିଲ୍ କାର୍ଯ୍ୟକ୍ଷମ୍, ଦର୍ଶନିକ୍ ଆଉ ତୀର୍ଥ ସ୍ଥାନ୍ ର ପୁନରୁଦ୍ଧାର୍, Local Employment ଲାଗି ମାଟିର୍ ଖାଇ ଉପକୁଲିଏ କର୍ ଗୁଲାମି କରୁଥିବାର୍ ସରକାରୀ ବେସରକାରୀ ସଂସ୍ଥା ଙ୍କୁ ଉଚିତ୍ ଜବାବ୍ ଦେବା #WOYM 🤝। ବଲାଙ୍ଗୀର ଜିଲ୍ଲା ଲାଗି ନୂଆ ଦାୟିତ୍ଵ ପାଇ ଥିବାର୍ ସମସ୍ତଙ୍କୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ଆଶା ଆଉ ବିଶ୍ୱାସ୍ ମାଟିର୍ ଲଢେ଼ଇ ଜବର୍ ହେବା 🔥। Jai Koshal 🚩 Jai Maa Samlei 🙏 #woymforpeople #balangir #morbalangir #koshal #WesternOdishaYuvaManch (at Balangir) https://www.instagram.com/p/CYJBZHJF2VI/?utm_medium=tumblr
0 notes