Don't wanna be here? Send us removal request.
Text

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହିତାଧକାରୀ
*ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) -୨୦୨୩*
*ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ:-*
୧. ଜମି ପଟ୍ଟା (Land Record or RoR)
୨. ଆଧାର କାର୍ଡ (Aadhaar Card)
୩. ବ୍ୟାଙ୍କ ଜମା ଖାତା ର ନକଲ (Bank Passbook Xerox copy)
୪. ଚାଷୀ ର ମୋବାଇଲ୍ ନମ୍ବର୍ (Mobile Number)
୫. ବିହନ ବୁଣିଥିବା ପ୍ରମାଣ ପତ୍ର (Sowing Certificate) କିମ୍ବା ସ୍ଵକୀୟ ଘୋଷଣାନାମା (Self Declaration Certificate)
କେନ୍ଦୁଝର ଜିଲ୍ଲା ପାଇଁ ଏ ବର୍ଷ ର ବିଜ୍ଞାପିତ ଫସଲ ଗୁଡ଼ିକ ହେଉଛି:-
*ଧାନ(ସମସ୍ତ ୧୩ବ୍ଲକ)*
*ଚିନାବାଦାମ(ଝୁମ୍ପୁରା,ପାଟଣା, ସାହାରପଡ଼ା)*
*ଅଦା (ବାଂସପାଳ)*
*ହଳଦୀ (ବାଂସପାଳ)*
*ମକା(ସମସ୍ତ ୧୩ ବ୍ଲକ)*
*ହରଡ଼ (ଚମ୍ପୁଆ, ଘଷିପୁରା, ହରିଚନ୍ଦନପୁର, ଯୋଡ଼ା, କେନ୍ଦୁଝର, ପାଟଣା)*
୨ ହେକ୍ଟର ପର୍ଯ୍ୟନ୍ତ ଫସଲକୁ ବୀମାଭୁକ୍ତ କରାଇବା ପାଇଁ ଚାଷୀ ମାନଙ୍କୁ ପଞ୍ଜୀକରଣ ବାବଦକୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ ଏବଂ ୨ ହେକ୍ଟର ରୁ ଅଧିକ ଜମି ପାଇଁ ଚାଷୀ ମାନେ ନିର୍ଦ୍ଧାରିତ ବୀମା ରାଶି ଦେଇ ନିଜ ଫସଲକୁ ବୀମାଭୁକ୍ତ କରାଇ ପାରିବେ ।
ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଯେ ଯଥା ଶୀଘ୍ର ନିଜର ଫସଲକୁ ନିଃଶୁଳ୍କ ରେ ବୀମାଭୁକ୍ତ କରାଇ ନିଅନ୍ତୁ ।
ଆପଣଙ୍କ ସେବା ରେ
ମେହାନ ସର୍ଭିସେସ
ଜନସେବା କେନ୍ଦ୍ର
ଖୁଣ୍ଟାପଡ଼ା ପଞ୍ଚାୟତ, ସାହାରପଡ଼ା ବ୍ଲକ-କେନ୍ଦୁଝର
#fasalbima #pmfby #mehanservices #csc #janasevakendra
0 notes
Text

ଆପଣମାନେ ଜାଣିଛନ୍ତି କି ?
କଟିଥିବା TDS ମଧ୍ୟ ଆପଣ ଫେରିପାଇବେ ,ସେଥି ପାଇଁ ଆପଣ ଙ୍କୁ ITR filing କରିବାକୁ ପଡ଼ିବ ତାହା ପୁଣି ୩୧ ଜୁଲାଇ ପୂର୍ବରୁ।
*ମନେରଖନ୍ତୁ ୩୧ ଜୁଲାଇ ଶେଷ ତାରିଖ ଆଉ ୧ ଦିନ ରହିଲା।*
ଅଧିକ ସୂଚନା ପାଇଁ ଆମ ଜନସେବା କେନ୍ଦ୍ର
ମେହାନ ସର୍ଭିସେସ କୁ ଯୋଗାଯୋଗ କରନ୍ତୁ
0 notes
Text
👉ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା - ଖରିଫ ୨୦୨୩👈
✍️ଫସଲ ବୀମା ପାଇଁ ଆବଶ୍ୟକୀୟ ଦସ୍ତାବିଜ :-
୧. ଜମି ପଟ୍ଟା (Land Record or RoR)
୨. ଆଧାର କାର୍ଡ (Aadhaar Card)
୩. ବ୍ୟାଙ୍କ ଜମା ଖାତା ର ନକଲ (Bank Passbook Xerox copy)
୪. ଚାଷୀ ର ମୋବାଇଲ୍ ନମ୍ବର୍ (Mobile Number)
୫. ବିହନ ବୁଣିଥିବା ପ୍ରମାଣ ପତ୍ର (Sowing Certificate) କିମ୍ବା ସ୍ଵକୀୟ ଘୋଷଣାନାମା (Self Declaration Certificate)
*ବୀମା କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୩*
✔️ ବୀମା କେଉଁଠି କରିବେ :- ଆମ ଜନସେବା କେନ୍ଦ୍ର * ମେହାନ ସର୍ଭିସେସ୍ - Mehan Services *
ତଥା ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ର ଠାରେ
🌐 PMFBY Portal (https://pmfby.gov.in )
କେନ୍ଦୁଝର ଜିଲ୍ଲା ପାଇଁ ଏ ବର୍ଷ ର ବିଜ୍ଞାପିତ ଫସଲ ଗୁଡ଼ିକ ହେଉଛି:-
*ଧାନ(ସମସ୍ତ ୧୩ବ୍ଲକ)*
*ଚିନାବାଦାମ(ଝୁମ୍ପୁରା,ପାଟଣା, ସାହାରପଡ଼ା)*
*ଅଦା (ବାଂସପାଳ)*
*ହଳଦୀ (ବାଂସପାଳ)*
*ମକା(ସମସ୍ତ ୧୩ ବ୍ଲକ)*
*ହରଡ଼ (ଚମ୍ପୁଆ, ଘଷିପୁରା, ହରିଚନ୍ଦନପୁର, ଯୋଡ଼ା, କେନ୍ଦୁଝର, ପାଟଣା)*
❌❌ *୨ ହେକ୍ଟର ପର୍ଯ୍ୟନ୍ତ ଫସଲକୁ ବୀମାଭୁକ୍ତ କରାଇବା ପାଇଁ ଚାଷୀ ମାନଙ୍କୁ ପଞ୍ଜୀକରଣ ବାବଦକୁ ମାତ୍ର ୧ ଟଙ୍କା ଦେବାକୁ ପଡ଼ିବ ଏବଂ ୨ ହେକ୍ଟର ରୁ ଅଧିକ ଜମି ପାଇଁ ଚାଷୀ ମାନେ ନିର୍ଦ୍ଧାରିତ ବୀମା ରାଶି ଦେଇ ନିଜ ଫସଲକୁ ବୀମାଭୁକ୍ତ କରାଇ ପାରିବେ ।*❌❌
🙏 ସବୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ଯେ ୩୧ ଜୁଲା ASEଇ ୨୦୨୩ ସୁଦ୍ଧା ନିଜ ନିଜର ଫସଲକୁ ନିଃଶୁଳ୍କ ରେ ବୀମାଭୁକ୍ତ କରାଇ ନିଅନ୍ତୁ ।
ଆପଣଙ୍କ ସେବା ରେ ମେହାନ ସର୍ଭିସେସ୍
କେନ୍ଦୁଝର
7848817821
0 notes
Text
ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଶ୍ରୀ ରଥ ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ।
ମହାପ୍ରଭୂଙ୍କ କରୁଣାରୁ ଆପଣଙ୍କ ଜୀବନ ସୁଖମୟ ଏବଂ ପ୍ରିତିମୟ ହେଉ।
0 notes
Text
*ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଶେଷ ସୂଚନା*
❌❌‼️ଦୟାକରି ଧ୍ୟାନ ଦିଅନ୍ତୁ ‼️❌❌
ବର୍ତମାନ *କାଳିଆ ଯୋଜନା* ର *ନୂତନ ଆବେଦନ ଓ ଅଭିଯୋଗ ଦାଖଲ ଚାଲୁ ଅଛି।* ଯେଉଁ ଯୋଗ୍ୟ ଚାଷୀ ମାନେ କାଳିଆ ଯୋଜନା ସୁବିଧା ପାଇ ପାରିନାହାନ୍ତି ସେମାନେ ପାଇଁ ଏହା ଶେଷ ସୁଯୋଗ। କାଳିଆ ଯୋଜନା ସହାୟତା ପାଇବା ପାଇଁ ଆପଣ ମାନେ ଆମ ଜନସେବା କେନ୍ଦ୍ର *ମେହାନ ସର୍ଭିସେସ୍* ରେ ଆବେଦନ କରି ପାରିବେ ।
*❌ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୩୧-୦୭-୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ।❌*
*❌ଆବେଦନ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ/ଆବଶ୍ୟକତା❌*
୧. ଆଧାର (ଯେଉଁଥିରେ ମୋବାଇଲ ସଂଯୋଗ ହୋଇଥିବ).
୨. ବ୍ୟାଙ୍କ ଖାତା (ଯେଉଁଥିରେ ନାମ ଆଧାର ସହ ସମାନ ଥିବ/ ଆଧାର ସଂଯୋଗ ହୋଇଥିବା/ ଜାତୀୟ ବ୍ୟାଙ୍କ ଖାତା ହେଲେ ଭଲ)
୩. ରାସନ୍ କାର୍ଡ (NFSA) ଥିବା ବଧ୍ୟାତା ମୂଳକ ଅଟେ
୪. ଜମି ପଟ୍ଟା
୫.କୃଷକ ଓଡ଼ିଶା ରେ ପଞ୍ଜିକରଣ କରିଥିବେ।
*ପରବର୍ତୀ କାଳିଆ ଓ ପିଏମ୍ କିସାନ୍ ସହାୟତା ପାଇବା ପାଇଁ ବ୍ୟାଙ୍କ 🏦 ଖାତା ରେ ଆଧାର ସଂଯୋଗ କରନ୍ତୁ।*
ଆପଣଙ୍କ ସେବାରେ
*ମେହାନ ସର୍ଭିସେସ୍*
*୭୮୪୮୮୧୭୮୨୧*
#KaliaScheme#kaliayojna#kalia#kaliascheme2023#odishagovtyojna2023#Odisha#Government of odisha#kalia2023#mehanservices
1 note
·
View note
Text
ପବିତ୍ର ରଜ ପର୍ବ ଅବସରରେ ସମସ୍ତ ଓଡ଼ିଶା ବାସୀ ଙ୍କୁ ମେହାନ ସର୍ଭିସେସ୍ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ରଜ ପର୍ବ ଆମ ଓଡିଆ ସଂସ୍କୃତି ଓ ପରମ୍ପରାର ଅନ���୍ୟ ଅଙ୍ଗ । ଏହା କେବଳ ଗୋଟିଏ ପର୍ବ ନୁହେଁ,ଏହା ଶାନ୍ତି, ପ୍ରୀତି ଓ ମୈତ୍ରିର ଆହ୍ୱାନ।
ପିଠା ପଣାର ଆନନ୍ଦ ଉଲ୍ଲାସ ଭିତରେ ଆସନ୍ତୁ ସମସ୍ତେ ସମସ୍ତଙ୍କୁ ଭଲ ପାଇବା,ସମ୍ମାନ ଦେବା ଆଉ ରଜ ପର୍ବର ମହାନ ସଂସ୍କୃତି କୁ ଉଜ୍ଜୀବିତ ରଖିବା ।
#Rajafestival2023 #mehanservices #raja2023 #happyraja #odisha #odiafestival #odiafestivals #rajaparba #rajasankranti #csccenter #janasevakendra #digitalindia #2023 #festivalwishes #keonjhar #saharpada
1 note
·
View note
Text
ସମସ୍ତ ପ୍ରକାରର ଯାନ ବାହାନର ବୀମା(ଇନସୁରାନ୍ସ) ସବୁଠୁ କମ୍ ମୂଲ୍ୟରେ ଚାହୁଁଥିଲେ | ଯୋଗାଯୋଗ କରନ୍ତୁ ☎ 784881782 - 100% ବେଷ୍ଟ ଡିଲ ସହ ଡିସକାଉଣ୍ଟ ଭି ପାଆନ୍ତୁ |
#mehanservices #insurance #motorinsurance
.............................................................................
🏍️ମୋଟର ଗାଡ଼ି 🚕 ଇନସ୍ୟୁରାନ୍ସ କାହିଁକି ଦରକାର ?
ରାସ୍ତାରେ ଅନେକ ପ୍ରକାର ଗାଡି ମୋଟର ଯିବା ଆସିବା କରୁଅଛି। ଯଦି ଆପଣଙ୍କର ଦୁର୍ଘଟଣା ଘଟେ ତେବେ ମୋଟର ବୀମା(ଇନସ୍ୟୁରାନ୍ସ) ଆପଣଙ୍କୁ ଆର୍ଥିକ କ୍ଷତିରୁ ରକ୍ଷା କରିଥାଏ | କାରଣ ଆପଣ ଏବଂ ବିମା ବା ଇନସ୍ୟୁରାନ୍ସ କମ୍ପାନୀ ମଧ୍ୟରେ ଏହା କନଟ୍ରାକ୍ଟ ହୋଇଥାଏ | ଯଦି ଆପଣ ମୋଟର ଇନସ୍ୟୁରାନ୍ସ କରିଛନ୍ତି ମାନେ ପ୍ରିମିୟମ ଦେଇଛନ୍ତି
ତେବେ ବୀମା କମ୍ପାନୀ ପଲିସିରେ ଲେଖା ହୋଇଥିବା ସମସ୍ତ ଆର୍ଥିକ କ୍ଷତି ଆପଣଙ୍କୁ ପରିଶୋଧ କରିଥାଏ |
1 note
·
View note
Text
🙏 ବିଶେଷ ସୂଚନା 🙏
PMKISAN ର 14th କିସ୍ତି ବହୁତ୍ ଶୀଘ୍ର ହିତାଧୀକାରୀ ମାନଙ୍କୁ ମିଳିବାକୁ ଯାଉଛି, ଯେଉଁଥି ପାଇଁ eKyc ହେବା ନିହାତି ଆବଶ୍ୟକ।
ତେଣୁ ଆପଣ ସମସ୍ତଙ୍କୁ ଅନୁରୋଧ, ବାକି ଥିବା ହିତାଧିକାରୀ କୃଷକ ମାନେ ଜୁନ 15 ସୁଧା (ଶେଷ ତାରିଖ) PMKISAN ର eKyc ସମ୍ପୂର୍ଣ୍ଣ କରାଇନିଅନ୍ତୁ।
eKyc ପାଇଁ ଯଥା ଶୀଘ୍ର ଆମ ଜନସେବା କେନ୍ଦ୍ର
(ମେହାନ ସର୍ଭିସେସ୍ - Mehan Services) ରେ ଯୋଗାଯୋଗ କରନ୍ତୁ।
....................................
ମେହାନ ସର୍ଭିସେସ୍ (Mehan Services)
☎️ ୭୮୪୮୮୧୭୮୨୧
🌐 www.mehanservices.in
#pmkishan#mehanservices#pmkisansammannidhi#csc#janasevakendra#csccenter#digitalseva#keonjhar#saharpada
1 note
·
View note
Text
ମେହାନ ସର୍ଭିସେସ ର ସୋସିଆଲ ମିଡିଆ ହ୍ୟଣ୍ଡେଲ୍ସ କୁ ସମସ୍ତଙ୍କୁ ସ୍ଵାଗତ ।
ଏଠାରେ ସମସ୍ତ ପ୍ରକାର ସରକାରୀ ଏବଂ ବେସରକାରୀ ଯୋଜନା ତଥା ଇନସୁରାନ୍ସ ଏବଂ ବ୍ୟାଙ୍କିଙ୍ଗ ର ସେବାର ସୂଚନା ମିଳିପାରିବ। ଅଧିକ ସୂଚନା ପାଇଁ ଆମ ଟେଲିଗ୍ରାମ ଏବଂ ୟୁଟୁଵ ଚ୍ୟାନେଲ @ mehanservices କୁ ଚେକ୍ କରନ୍ତୁ।
#mehanservices #csccenter #janasevakendra #csc #digitalseva #publicservice #commonservicecenter #govtservices #onlineapply #onlineservice #moseva
Website:- https://bit.ly/mehanservices
Linktree :- https://linktr.ee/mehanservices
1 note
·
View note