Tumgik
#ରାଜନୀତି
newso-in · 5 months
Link
ବ୍ରହ୍ମପୁର: ହତାଶ ଓଡ଼ିଶା ବିଜେପି କର୍ମୀଙ୍କୁ ଉତ୍ସାହିତ କରିବାକୁ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିକୁ ସମାଲୋଚନା କରି ଏପରି କହିଛନ୍ତି ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ସେ କହିଛନ୍ତି, ରାଜ୍ୟ ବିଜେପି ନେତାଙ୍କ ଅପାରଗତା କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭଲଭାବେ ଜଣା । ୨୦୦୯ ମସିହାରୁ ଏଯାଏଁ ଓଡ଼ିଶାବାସୀଙ୍କ ବିଶ୍ବାସ ଜିତିପାରିନି ବିଜେପି । ରାଜ୍ୟ ନେତାମାନଙ୍କ ଉପରେ ଭରସା ପାଉନଥିବାରୁ କର୍ମୀଙ୍କୁ ଉତ୍ସାହିତ କରିବାକୁ ଶାହ ଓଡ଼ିଶା ଆସିଥିଲେ । କାରଣ ସେମାନେ ନିର୍ବାଚନ ଫଳାଫଳ କଣ ହେବ ସେକଥା ଜାଣିସାରିଲେଣି । ଏଣୁ ନିରାଶ କର୍ମୀଙ୍କ ମନରେ ଉତ୍ସାହିତ କରିବା ହିଁ ଓଡ଼ିଶା ଗସ୍ତର ମୁଖ୍ଯ ଉଦ୍ଦେଶ୍ଯ ରହିଥଇଲା । ସାରା ଦେଶରେ ନବୀନ ଓଡି଼ଶା ଏକ ମଡେଲ ଭାବେ ପରିଚିତ ହୋଇଛି । ସ୍ବାସ୍ଥ୍ଯ, ଶିକ୍ଷା, ରୋଜଗାର, କୃଷକଙ୍କ ଉନ୍ନତିରେ ଓଡ଼ିଶା ଅନ୍ଯ ରାଜ୍ଯମାନଙ୍କ ପାଇଁ ଉଦାହରଣ ।  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ନୀତିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି । ବିଗତ ୧୦ ବର୍ଷରେ ଓଡ଼ିଶାର ଅନେକ ଉପଲବ୍ଧି ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ବିଭିନ୍ନ ସମୟରେ ପ୍ରତିଷ୍ଠିତ ଏଜେନ୍ସିଙ୍କ ସର୍ଭେ ରିପୋର୍ଟରେ ନବୀନ ଏକ ନମ୍ବର ମୁଖ୍ଯମନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ଏକମାତ୍ର ରାଜ୍ଯ ଯିଏ ଚାଷୀମାନଙ୍କ ଆୟକୁ ଦୁଇଗୁଣା କରିପାରିଛି । ବେକାରୀ ହ୍ରାସରେ ଓଡ଼ିଶା ଏକ ନମ୍ବର ହୋଇଥିବାବେଳେ ବିଜେପି ଶାସିତ ରାଜ୍ୟରେ ସ୍ଥିତି ଉଦବେଗଜନକ । ମହିଳା ସଶକ୍ତିକରଣରେ ନବୀନ ଓଡ଼ିଶା ଏକ ମଡେଲ । ଯାହାକୁ ଅନ୍ଯ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ଯ ଅନୁକରଣ କରୁଛନ୍ତି । ମାତ୍ର ମହିଳାଙ୍କ ଏକ୍ସପୋଜର ଭିଜିଟକୁ ଓଡ଼ିଶା ବିଜେପି ନେତା ଷଡ଼ଯନ୍ତ୍ର କରି ବନ୍ଦ କରିଦେଇଛି । ଓଡ଼ିଶାର ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ବିଜେପି ନେତାଙ୍କ ଦେହରେ ଯାଉନି । ବିଏସକେୱାଇ ହେଉଛି ଦେଶରେ ଅନନ୍ଯ ଯୋଜନା । ଏହାକୁ ବି ବନ୍ଦ କରିବାକୁ ବିଜେପି ନେତା ଷଡ଼ଯନ୍ତ୍ର କରୁଛି । ଫାଇଭ-ଟି ମାଧ୍ଯମରେ ରାଜ୍ଯରେ ୭ ହଜାର ସ୍କୁଲର ରୂପାନ୍ତରଣ ହୋଇଛି । ମାତ୍ର ଓଡ଼ିଶାରେ ଥିବା କୌଣସି କେନ୍ଦ୍ରୀୟ ବିଦ୍ଯାଳୟରେ ସ୍ମାର୍ଟ କ୍ଲାସରୁମ ହୋଇପାରଲାନି । ନବୀନଙ୍କ ନେତୃତ୍ବରେ ରାଜ୍ଯରେ ଦୃତ ବିକାଶ, ଦୃଢ ବିକାଶ, ନିରନ୍ତର ବିକାଶ ଚାଲିଛି । ସେଥିରେ କୌଣସି ବିରତି ଲାଗିନି । ଆଗକୁ ମଧ୍ଯ ଏହି ଧାରା ଜାରି ରହିବ ବୋଲି ଭୃଗୁ କହିଛନ୍ତି ।
0 notes
ranjitsamalofficial · 4 months
Text
POLITICS AND POLITICIANS DO NOT BELONG TO ANYONE
📌 You think that if we vote for that party, he will understand our sorrow, it is a total lie.
📌 For the leaders of different parties during the election, don't avoid the relationship between your brothers and sisters.
📌 Choose a suitable leader and proceed for the collective work of the village.
📌 Be careful of people who buy your head tip for 500.
📌 Avoid violent activities in the village during elections because politics and politicians do not belong to anyone.
0 notes
odishadarpantv · 2 months
Text
5ଟି କଁ ତୋଫାନୀ ପ୍ରଚାର.ମୁକେଶ ପାଲ କଁ ସାରଥୀ ଉପାଖ୍ୟାନ.
ଭୁବନେଶ୍ୱର (ୟତୀନ୍ଦ୍ର ପଣ୍ଡା )ଓଡିଶା ରେ ନିର୍ବାଚନ ତାତି ବହୁଛି. ବିଭିନ୍ନ ରାଜନୈ୍ୟତିକ ଦଳ ନିର୍ବାଚନ ସଭା, ରାଲି କରୁଛନ୍ତି. ବିଜେପି ଦଳ ର କେନ୍ଦ୍ରୀୟ ନେତା ମାନଙ୍କର ଘନ ଘନ ତୁଫାନୀ ଗସ୍ତ ଓଡିଶା ରାଜନୀତି କୁ ଉଷ୍ମତା ଭରୁଚି. ବିଜେପି କେନ୍ଦ୍ରୀୟ ନେତା କ୍ନୁ କାଉଣ୍ଟର କରି ବାକୁ ବିଜେଡି ର ପାଣ୍ଡିଆନ ମଧ୍ୟ ପଛ ଗୁଞ୍ଛା ଦେଉ ନାହାନ୍ତି. ବିଜେପି, କଂଗ୍ରେସ ଦଳ ବାରମ୍ବାର ଗୋଟେ ଅଭିଯୋଗ କରୁଛନ୍ତି ଓଡିଶା ରେ ନବୀନ ବାବୁ ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ. ଭି କେ ପାଣ୍ଡିଆନ କଁ ଶାସନ…
0 notes
anwesannewsblog · 1 year
Text
ଉପଭୋକ୍ତାବାଦୀ ସମାଜରେ ସମ୍ପର୍କ ଉପରେ ଭାରିପଡୁଛି ବଜାରବାଦ
ଆଜିର ଉପଭୋକ୍ତାବାଦୀ ସମାଜରେ ସବୁ ବସ୍ତୁ ବିକ୍ରୀ ହୋଇପାରିବ ଓ ବିକ୍ରୀ ହୋଇପାରୁଛି । କୁହାଯାଏ ଯେ ବଜାରର କୌଣସି ନିଜସ୍ୱ ନିୟମ ନାହିଁ । ଏଣୁ ସବୁ ଜିନିଷ ଏପରିକି ମଣିଷର ଭାବନା ଏବଂ ସମ୍ପର୍କ ମଧ୍ୟ ଉପଭୋଗର ବସ୍ତୁ ପାଲଟିଯାଇଛି । ଇଛା ହେଲେ ମୂଲ୍ୟ ନିର୍ଦ୍ଧାରଣ କରି କ୍ରୟ ବା ବିକ୍ରୟ କରାଯାଇପାରେ । ଦୁନିଆ ଏବେ ଦୃତଗତିରେ ବଦଳୁଛି ଏଣୁ ପରିବାର, ଶିକ୍ଷା, ରାଜନୀତି ଏବଂ ଅର୍ଥବ୍ୟବସ୍ଥା ମଧ୍ୟ ସମୟ ଅନୁସାରେ କଡଲେଉଟାଇବାରେ ଲାଗିଛି । ଦୃତଗତିରେ ପରିବର୍ତିତ ହେଉଥିବା ସମୟ ମଣିଷର…
Tumblr media
View On WordPress
0 notes
thequivernews · 1 year
Video
youtube
ଭର୍ତ୍ତୃହରିଙ୍କ ବଡ଼ ରାଜନୀତି; ସିଏମ ଚୌକି ଉପରେ ନଜର | THE Quiver
0 notes
reportodisha · 3 years
Text
ଆସନ୍ତା କାଲି ନୂଆ ଦଳ ଘୋଷଣା କରିବେ ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
Tumblr media
ଅକ୍ଟୋବର ୨୬ ପଞ୍ଜାବ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଗୋଟିଏ ନୂଆ ଦଳ ଗଢିବା ନେଇ ସୂଚନା ମିଳୁଛି I ଏ ନେଇ ଆସନ୍ତା କାଲି ଅର୍ଥାତ ବୁଧବାର ଦିନ ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି I ଦଳଟିର ନା 'ପଞ୍ଜାବ ଲୋକ କଂଗ୍ରେସ' ହେବ ବୋଲି କୁହାଯାଉଛି I ସେ କହିଛନ୍ତି, 'ତାଙ୍କୁ ତାଙ୍କର ପୂର୍ବତନ କଂଗ୍ରେସ ବନ୍ଧୁ ମାନେ ବ୍ୟକ୍ତିଗତ ସ୍ତରରେ ସମାଲୋଚନା କରୁଥିଲେ I ଆଉ ଏବେ ତାଙ୍କର ସମର୍ଥକ ମାନଙ୍କୁ ଧମକ ମଧ୍ୟ ଦେଉଛନ୍ତି' I ଏବେ ଯେଉଁମାନେ ମୋ ପଛରେ ଛିଡା ହେଇଛନ୍ତି, ସେମାନେ ପଞ୍ଜାବ ର ଶାନ୍ତି ଏବଂ ବିକାଶ ଚାହାନ୍ତି I ସେମାନେ ଏହି ନୀଚ ରାଜନୀତି ରେ ବିଶ୍ୱାସ କରନ୍ତି ନାହିଁ I ଆମେ ମିଳିମିଶି ପଞ୍ଜାବ ର ଭବିଷ୍ୟତ ପାଇଁ ଲଢେଇ କରିବୁ I ଗତ ସପ୍ତାହ ରେ ସେ ନୂଆ ରାଜନୈତିକ ଦଳ ଗଠନ କରିବା ନେଇ ସୂଚନା ଦେଇଥିଲେ I ଇସ୍ତଫା ପରେ ଅମରିନ୍ଦର ଅମିତ ଶାହା ଙ୍କୁ ଭେଟିଥିଲେ I ଆଶା କରାଯାଉଥିଲା ଯେ, ସେ ବି ଜେ ପି ରେ ମିଶିବେ I କିନ୍ତୁ କୌଣସି କାରଣରୁ ତାହା ହେଇପାରି ନା ଥିଲା I Read the full article
1 note · View note
kalingajyoti · 3 years
Text
ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ
ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ ୧୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ବଂଶବାଦୀ ରାଜନୀତି ଗଣତନ୍ତ୍ର ପାଇଁ ବିପଦ। ଏଭଳି ରାଜନୀତି ରାଷ୍ଟ୍ର ହିତରେ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୨୪ ଘଣ୍ଟାରୁ କମ୍‌ ସମୟ ପୂର୍ବରୁ ଏଏନ୍‌ଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ବଂଶବାଦୀ ରାଜନୀତି ଏବଂ ଦୁର୍ନୀତି ପାଇଁ ବିରୋଧୀ ଦଳଗୁଡିକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କେହି ସମାଜବାଦୀ ବୋଲି କହିଲେ ସେ ତାହା ଗ୍ରହଣ କରନ୍ତି।…
Tumblr media
View On WordPress
0 notes
newso-in · 5 months
Link
ଭୁବନେଶ୍ୱର : ଓଡ଼ିଶା ବିଜେପି ସର୍ବଦା ମହିଳା ବିରୋଧୀ। ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପ୍ରିଲ ୨୦୨୪ରେ ଏସଏଚଜି ମା’ମାନଙ୍କ ଦୁବାଇ ଗସ୍ତ ବାତିଲ କରାଇଛନ୍ତି ଧର୍ମେନ୍ଦ୍ର।ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ଚଳିତ ଏପ୍ରିଲ ମାସ ୨୪ ତାରିଖରେ ମା’ମାନଙ୍କର ଦୁବାଇ ଗସ୍ତ ଥିଲା। ଧର୍ମେନ୍ଦ୍ର ଇସିଆଇଙ୍କୁ ଚିଠି ଲେଖି ଏହି ଏକ୍ସପୋଜର ଭିଜିଟ ଉପରେ ରୋକ୍ ଲଗାଇଛନ୍ତି। ମାର୍ଚ୍ଚ ୨୭ରେ ପିଟିସନ ଦାଖଲ କରି ରୋକ ଲଗାଇଛନ୍ତି ଧର୍ମେନ୍ଦ୍ର। ମହିଳାଙ୍କ ପ୍ରଗତିରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି। ମହିଳା ବିକାଶ, ମହିଳା ସଶକ୍ତିକରଣ ବିରୋଧୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁରରକୁ ଧର୍ମେନ୍ଦ୍ର ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସାଂସଦ ନିର୍ବାଚିତ ହେଲେ ବୋଧହୁଏ ମିଶନ ଶକ୍ତି ବନ୍ଦ କରି ଦେବେ ବୋଲି ବିଜେଡି ଆଶଙ୍କା ପ୍ରକାଶ କରିଛି। କିନ୍ତୁ ମହିଳାଙ୍କ ଭିତରେ ଫାଟ ସୃଷ୍ଟି କରିବା ଚକ୍ରାନ୍ତରେ ସଫଳ ହେବେ ନାହିଁ ବୋଲି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି। ୬ ଲକ୍ଷ ଏସଏଚଜି ଗଠନ ଦ୍ଵାରା ୭୦ ଲକ୍ଷ ମହିଳା ସଶକ୍ତକରଣ ସଶକ୍ତ ହୋଇଛନ୍ତି । ମାଆମାନଙ୍କୁ ସଶକ୍ତ କରି ଉଦ୍ୟୋଗୀ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମହିଳା ଜ୍ଞାନ ଆହରଣ କରିଛନ୍ତି। କିନ୍ତୁ ମହିଳାଙ୍କୁ ପୁଣି ଚାରିକାନ୍ଥରେ ଆବଦ୍ଧ ରଖି ଅନ୍ଧାରକୁ ଠେଲି ଦେବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର। ସେଥିପାଇଁ ଇସିଆଇକୁ ଚିଠି ଲେଖି ଏସଏଚଜି ମାଆମାନଙ୍କ ଦୁବାଇ ଗସ୍ତ ଉପ ଚଳିତ ନିର୍ବାଚନରେ ଓଡ଼ିଶାର ମା’ମାନେ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି।
0 notes
sugyansagar · 3 years
Photo
Tumblr media
ଏଭଳି ଅନେକ ପ୍ରଶ୍ନର ଉତ୍ତର ଯଦି ନିଜ ପାଖରେ ସକାରାତ୍ମକ ଭାବରେ ରହିଛି ତେବେ ଆମର ଅଧିକାର ରହିଛି ଆମେ ଆମର ଅଧିକାର ନିମନ୍ତେ ସ୍ୱର ଉତ୍ତୋଳନ କରି ପାରିବା ଏବଂ ଆମ ସରକାରଙ୍କୁ ଏବଂ ପ୍ରଶାସନଙ୍କୁ ଆମ ଅଞ୍ଚଳର ତଥା ଆମ ଦେଶର ବିକାଶ ନିମନ୍ତେ ଗଠନମୂଳକ ସମାଲୋଚନା କରି ପାରିବା....! କିନ୍ତୁ ଯେତେବେଳେ କି ମୁଁ ମୋ ଗାଁ ପାଇଁ, ମୋ ଅଞ୍ଚଳ ପାଇଁ, ମୋ ବ୍ଲକ୍ ପାଇଁ, ମୋ ଜିଲ୍ଲା ପାଇଁ, ମୋ ରାଜ୍ୟ ପାଇଁ ବା ମୋ ଦେଶର ବିକାଶ ବା ଉନ୍ନତି ନିମନ୍ତେ କିଛି କରି ନାହିଁ ବା କୌଣସି ମାଧ୍ୟମରେ ମୁଁ ସମାଜସେବା କରି ନାହିଁ ତେବେ ଏଠି ପ୍ରଶ୍ନ ଉଠୁଛି ଯେ ମୁଁ କଣ କୌଣସି ଏକ ରାଜନୈତିକ ଦଳର Ajenda ବା କାର୍ଯ୍ୟସୂଚୀ ପାଇଁ କେବଳ ରାଜନୀତି କରୁଛି ନା ସମାଜର ବିକାଶ ନିମନ୍ତେ ସମାଜସେବା କରୁଛି📖......⁉️⁉️⁉️ #JaiHindJaiBharat ❤️🇮🇳🇮🇳🇮🇳❤️ https://www.instagram.com/p/CVz6JuWvNEI/?utm_medium=tumblr
0 notes
odishadarpantv · 3 months
Text
ଧର୍ମେନ୍ଦ୍ର ପ୍ରଧାନ ଙ୍କ ମଣିଷ ପଣିଆ. (ଓଡ଼ିଆ ର କର୍ତ୍ତବ୍ୟ )
ପୁରୀ -ୟତୀନ୍ଦ୍ର ପଣ୍ଡା (ଓ.ଡ.ଟି )କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଯେଉଁ ରାଜନୀତି ରୁ ଉର୍ଦ୍ଧ ରେ ରହି ଯେଉଁ କର୍ତ୍ତବ୍ୟ ସମ୍ପାଦନା କରିଛନ୍ତି ତାହା ଆଗାମୀ ପିଢ଼ି ପାଇଁ ମାଗଦର୍ଶକ ହେବ. ପୁରୀ ରଥଯାତ୍ରା ଦେଖିବାଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଯାଇଥିଲେ. ମଞ୍ଚ ଉପରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ VVIP ମଂଚାସୀନ ଥାନ୍ତି. ଯେହେତୁ ନବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମଞ୍ଚ ତଳୁ ଜନତା କୁ ଅଭିବାଦନ କରି ଫେରି ଆସୁଥିବା ବେଳେ…
1 note · View note
anwesannewsblog · 1 year
Text
ପଟ୍ଟାମୁଣ୍ଡାଇ-ରାଜନଗର ଉତିକଣ ଘେରିବନ୍ଧରେ ଭାରୀଯାନ ଚଳାଚଳକୁ ଆଳ କରି ରାଜନୀତି ଜୋର ଧରିଲା ଉତିକଣ ସଂଗ୍ରାମ ପରିଷଦ ଓ ଉତିକଣ ବନ୍ୟାବନ୍ଧ ତଦାରଖ କମିଟି ମୁହାଁମୁହିଁ
ସଂପ୍ରତି ୨୨ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ୧ ମାସ ତଳେ ନିର୍ମାଣ କାମ ସରିଥିବା ପଟ୍ଟାମୁଣ୍ଡାଇ-ରାଜନଗର ବ୍ରାହ୍ମଣୀ ଦକ୍ଷିଣପାଶ୍ୱର୍ ନଦୀବନ୍ଧ ପୁରାତନ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଆଳ କରି ରାଜନୀତି ଜୋର ଧରିଛି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ୧ ବର୍ଷ ଧରି ଚାଲିଥିବାବେଳେ ରାସ୍ତା ନିର୍ମାଣ ସମୟରେ ବହୁ ବାଦାନୁବାଦ ପରିସ୍ଥିତି ସୃଷ୍ଟି ହୋଇଥିଲା । ସର୍ବପୁରାତନ ଏହି ରାସ୍ତାର ମରାମତି ଆଳରେ ଗତ କରୋନା ମହାମାରୀ ସମୟରେ ୬୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିଲ…
Tumblr media
View On WordPress
0 notes
thequivernews · 1 year
Video
youtube
କର୍ଣ୍ଣାଟକ ରାଜନୀତି: ବିଶାକ୍ତ ସାପ ବନାମ ବିଷକନ୍ୟା | THE Quiver
0 notes
eclecticqueenduck · 3 years
Text
ସିବଲଙ୍କ କଟାକ୍ଷ ! ‘ଦାରିଦ୍ରତା-ଭୋକିଲା କ୍ଷେତ୍ରରେ ଭାରତ ବିଶ୍ୱଗୁରୁ’
ସିବଲଙ୍କ କଟାକ୍ଷ ! ‘ଦାରିଦ୍ରତା-ଭୋକିଲା କ୍ଷେତ୍ରରେ ଭାରତ ବିଶ୍ୱଗୁରୁ’
ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍‌ କରିଛି ।  ନୂଆଦିଲ୍ଲୀ: ଦାରିଦ୍ର୍ୟ ତାଲିକାରେ ପୁଣି ତଳକୁ ଖସିଲା ଭାରତ । ଭାରତର ସ୍ଥାନ ତଳକୁ ଖସିବା ପରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରର ମୋଦି ସରକାରଙ୍କୁ ବିରୋଧୀ କଂଗ୍ରେସ ଟାର୍ଗେଟ୍‌ କରିଛି । କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମୋଦି ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ…
View On WordPress
0 notes
konarknews · 3 years
Link
#KonarkNews #BestOdiaNews #BestNewsChannelInOdisha #BestOdiaNewsChannel #BestOdiaNewsChannelInBBSR #BestNewsChannel #LeadingOdiaNewsChannelInOdisha #LeadingOdiaNewsChannelInBBSR #OdishaNews #PipiliByElection2021 #Covidguidline #OdishaPolice #Odisha
0 notes
kalingajyoti · 3 years
Text
ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ : ଯୋଗୀ ଆଦିତ୍ୟନାଥ
ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ : ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ ୧୦/୦୧/୨୦୨୨ କଳିଙ୍ଗ ଜ୍ୟୋତି : ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ରାଜନୈତିକ ବୟାନବାଜି ଭିତରେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଶାସକ-ବିରୋଧୀଙ୍କ ବାକ୍ୟ ବାଣ ସଂକେତ ଦେଉଛି ଯେ, ଏଥର ଆଉ ଏକପାଖିଆ ହେବନି ଉତ୍ତରପ୍ରଦେଶ ନିର୍ବାଚନ । ଘମାଘୋଟ ଲଢେଇ ହେବ, କିଏ ବାଜି ଜିତିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହେବ । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଯାହାର ଦମ ଥିବ…
Tumblr media
View On WordPress
0 notes
newso-in · 5 months
Link
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୪ତାରିଖରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଦଳୀୟ ପ୍ରଚାର ଆରମ୍ଭ କରିବେ। ନବୀନ ନିଜ ପାଇଁ ଭୋଟ୍‌ ମାଗିବା ସହ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଅନୁ‌ରୋଧ କରିବେ। ଏହାପରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଅଧୀନସ୍ଥ ନିର୍ବାଚନମଣ୍ଡଳୀ ଗୁଡ଼ିକରେ ପ୍ରଚାର କରିବେ। ୨୫ତାରିଖରେ ରାୟଗଡ଼ାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଆଜି ଏକ ବିଜେଡି ଟୋପି ପିନ୍ଧିଥିବା ଫଟୋ ଛାଡ଼ିଛନ୍ତି। ଯାହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ବିଜେଡି ନେତା ଓ କର୍ମୀମାନେ ତାଙ୍କ ସାମାଜିକ ଗଣମାଧ୍ୟମରେ ‘କ୍ୟାପଟେନ୍ ଇଜ୍ ଏଭର୍‌ ରେଡି’ ଲେଖି ପୋଷ୍ଟ କରୁଛନ୍ତି। ଏପଟେ ଆସନ୍ତା ୨୫ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରେ ବିଜେପିର ପ୍ରଚାର ଆରମ୍ଭ କରିବାକୁ ଆସୁଥିବାବେଳେ ଏହା ପୂର୍ବଦିନରୁ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଆରମ୍ଭ ହେଉଛି।
0 notes