Tumgik
#ବିଶେଷ
newso-in · 5 months
Link
ପାଟନା: ବଲିଉଡ଼ ଅଭିନେତ୍ରୀ ନେହା ଶର୍ମା  ବିହାରରେ ଏକ ରୋଡ୍‌ ଶୋରେ ଭାଗ ନେଇଥିବା ଦେଖିବାକୁ ମିଳିଛି। ନେହା ତାଙ୍କ ପିତା ଅଜିତ ଶର୍ମାଙ୍କ ସମର୍ଥନରେ ରୋଡ୍‌ ଶୋ କରିଛନ୍ତି, ଯିଏ କି କଂଗ୍ରେସ ଟିକେଟରେ ଭାଗଲପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ରାଜନୀତିରେ ପ୍ରବେଶ କରିବାର ଚର୍ଚ୍ଚା ମଧ୍ୟରେ ନେହା ସ୍ପଷ୍ଟ କରିଛନ୍ତି ଯେ, ସେ କେବଳ ତାଙ୍କ ପିତାଙ୍କ ପାଇଁ ପ୍ରଚାର କରୁଛନ୍ତି। ନେହା ଶର୍ମା ଇନଷ୍ଟାଗ୍ରାମରେ ବାଙ୍କା, କିଶନଗଞ୍ଜ, କଟିହର ଏବଂ ପୂର୍ଣ୍ଣିୟା ସମେତ ବିହାରର ବିଭିନ୍ନ ଜିଲାରେ ନିଜ ଯାତ୍ରାର ଏକ ଭିଡିଓ ଶେୟାର କରିଛନ୍ତି। ସେ ପାରମ୍ପରିକ ସାଲୱାର କମିଜ୍‌ ପିନ୍ଧିଥିଲେ ଏବଂ ଜନସାଧାରଣଙ୍କୁ ଅଭିବାଦନ ଜଣାଇବା ସହ ସେମାନଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରୁଥିବା ଦେଖାବାକୁ ମିଳିଛି। ରୋଡ୍ ଶୋ ସମୟରେ ଅଭିନେତ୍ରୀଙ୍କୁ ପେରପୈନ୍ତି ଏବଂ କହଲଗାଓଁରେ ବହୁ ସଂଖ୍ୟକ ଲୋକ ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ଏକ ଭିଡିଓରେ ଅଭିନେତ୍ରୀ ଭାଗଲପୁରରେ ତାଙ୍କ ପିତାଙ୍କ ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବା ଦେଖାଯାଇଛି।
0 notes
sahityajibana · 18 days
Text
ବିଶେଷ ସୂଚନା:
#ସାହିତ୍ୟ_ଜୀବନ_ଗୁରୁଶ୍ରୀ_ସମ୍ମାନ_୨୦୨୪
ପବିତ୍ର #ଗୁରୁ_ଦିବସ ଉପଲକ୍ଷେ ସମସ୍ତ ଗୁରୁଙ୍କୁ ଶୁଭେଚ୍ଛା । ଆପଣଙ୍କ ପରି ଜଣେ ଶବ୍ଦର ସୌଦାଗରକୁ ସାହିତ୍ଯ ଜୀବନ ସାହିତ୍ଯ ସଂସଦ ଆଜିର ଏହି ବର୍ଣ୍ଣାଢ୍ଯ ରାଜ୍ଯସ୍ତରୀୟ ସାରସ୍ବତ ପବିତ୍ର ଗୁରୁଦିବସ ଅବସରରେ #ସାହିତ୍ୟ_ଜୀବନ ଗୁରୁଶ୍ରୀ ସମ୍ମାନ ସହ ସମ୍ମାନିତ କରି ନିଜକୁ ଧନ୍ଯ ମନେ କରୁଅଛି ।
1- ଡକ୍ଟର ଲକ୍ଷ୍ମୀପ୍ରିୟା ବେହେରା, ସମ୍ବଲପୁର
2- ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ, ସୁନ୍ଦରଗଡ଼
3- ଡକ୍ଟର ସଂଘମିତ୍ରା ଭଞ୍ଜ, ଭୁବନେଶ୍ୱର
4- ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ, ଗଞ୍ଜାମ
5- ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ବାଲେଶ୍ଵର
6- ଡକ୍ଟର ସମର ବଲ୍ଲଭ ଭୋଇ, ବାଲେଶ୍ବର
7- ଡକ୍ଟର ସ୍ୱର୍ଣ୍ଣପ୍ରଭା ଖଟୁଆ, ଯାଜପୁର
8- ଡଃ. ସଂଜୀଵ କୁମାର ପାଣିଗ୍ରାହୀ, ମୟୂରଭଞ୍ଜ
9- ଈପ୍ସିତା ଷଡ଼ଙ୍ଗୀ, କଟକ
10- ସୁବ୍ରତ କୁମାର ସେନାପତି, ଖୋର୍ଦ୍ଧା
11- ରଞ୍ଜନ କୁମାର ମହାନ୍ତି, ବାଲେଶ୍ଵର
12- ସୁମିତା ବେହେରା, ଖୋର୍ଦ୍ଧା
13- ପ୍ରଶାନ୍ତ କୁମାର ସେଠୀ, ଭଦ୍ରକ
14- ରାଜଶ୍ରୀ ରଥ, କୋରାପୁଟ
15- ସ୍ରୋତସ୍ୱିନୀ ପରିଡ଼ା, ଯାଜପୁର
16- ସ୍ଥିତପ୍ରଜ୍ଞା ଚୌଧୁରୀ, କୋରାପୁଟ
17- ସାଗର କୁମାର ପରିଡ଼ା, ନବରଙ୍ଗପୁର
18- ସତ୍ୟଭାମା ସାହୁ, କୋରାପୁଟ
19- ସନ୍ଧ୍ୟା ବର୍ମା, କୋରାପୁଟ
20- ସସ୍ମିତା ଦାସ, କୋରାପୁଟ
21- ସୁନୁଲତା ଘଡେଇ, କେନ୍ଦୁଝର
22- ସାଗରୀକା ମିଶ୍ର, କୋରାପୁଟ
23- ଅନୁରାଧା ଶତପଥୀ, କୋରାପୁଟ
24- ଲଳିତ ମୋହନ ମିଶ୍ର, ନୟାଗଡ଼
25- ବୈଜୟନ୍ତୀ ନାୟକ, ଅନୁଗୁଳ
26- ବିଜୟାଲଷ୍ମୀ ମହାନ୍ତି, କୋରାପୁଟ
27- ବିଜୟା ଲକ୍ଷ୍ମୀ ପାଣିଗ୍ରାହୀ, କୋରାପୁଟ
28- ଜ୍ଯୋତ୍ସ୍ନା ସିଂହ, କଟକ
29- ଏମ. ଡି ମୁଞ୍ଜିର, କୋରାପୁଟ
30- ଏମ. ଡି ଅଜହର ଅଲ୍ଲୀ
31- ବିଶ୍ବଜିତା ବରାଳ, ପୁରୀ
32- ନୀଳକାନ୍ତି ପଟ୍ଟନାୟକ, ସୁବର୍ଣ୍ଣପୁର
33- ସୁସ୍ମିତା ସାହୁ, ବରଗଡ
34- ଶୋଭାଗିନି ନନ୍ଦ, କୋରାପୁଟ
35- ନିଲେଶ କୁମାର ଭୋଇ, ବଲାଙ୍ଗିର
36- ନିରୁପମା ଦାଶ, ରାଉରକେଲା
37- ଶିବରାମ ସାହୁ, କଳାହାଣ୍ଡି
38- ସିଦ୍ଧାନ୍ତ କୁମାର ଦାଶ, ବରଗଡ଼
39- ସ୍ନିଗ୍ଧା ପଣ୍ଡା, ବରଗଡ
40- ଅନୀଲ କୁମାର ମିଶ୍ର, ସୁବର୍ଣ୍ଣପୁର
41- ରବିନାରାୟଣ ପାଣିଗ୍ରାହୀ, କୋରାପୁଟ
42- କବିତାଞ୍ଜଳି ପଣ୍ଡା, କଳାହାଣ୍ଡି
43- ଖଗେଶ୍ବର ବାଗ, ନୂଆପଡା
44- ଜୟଦେବ ସେନାପତି, ଭଦ୍ରକ
45- ଝୁମୁରୀ ସାହୁ, ଖୋର୍ଦ୍ଧା
46- ତ୍ରିନାଥ ପଟ୍ଟନାୟକ, କୋରାପୁଟ
47- ତ୍ରିଲୋଚନ ସାହୁ, ବଲାଙ୍ଗୀର
48- ଦମୟନ୍ତୀ ରଥ, କଟକ
49- ଦୀନବଂଧୁ ବେଜ, ମାଲକାନଗିରି
50- ଦିପ୍ତୀଲେଖା ମିଶ୍ର, ଗଞ୍ଜାମ
51- ଦୁର୍ଯ୍ୟୋଧନ ବେହେରା, ଢେଙ୍କାନାଳ
52- ଧର୍ମରାଜ ପ୍ରଧାନ, ବରଗଡ
53- ପଙ୍କଜିନୀ ନାୟକ, ସମ୍ବଲପୁର
54- ପ୍ରଜ୍ଞାଲୀନ ସାହୁ, ଜଗତସିଂହପୁର
55- ପ୍ରତିମା ମହାରଣା, କୋରାପୁଟ
56- ଚିନ୍ମୟୀ ପାଇକରାୟ, କୋରାପୁଟ
57- ମନ୍ଦାକିନୀ ପାଢ଼ୀ, ବରଗଡ଼
58- ମମତା କୁମାରୀ ସୁଆର, ଗଞ୍ଜାମ
59- ମୁରାରି ପ୍ରସାଦ ପଶାଏତ, ଝାରସୁଗୁଡ଼ା
60- ମୃତ୍ୟୁଞ୍ଜୟ ସାହୁ, କଟକ
61- ରଞ୍ଜନ କୁମାର ଦାଶ, ନୟାଗଡ଼
62- ରମାକାନ୍ତ ସିଂହ ସାହାଣୀ, କଳାହାଣ୍ଡି
63- ଦରକ୍ଷା ବlନୁ, କୋରାପୁଟ
64- ଶୁଭେନ୍ଦୁ କୁମାର ମହାପାତ୍ର, ଯାଜପୁର
65- ଅଂକେଶ ଶ୍ରୀବାସ୍ତବ, କୋରାପୁଟ
66- ଟୁନପ୍ରିୟା ସ୍ୱାଇଁ, ପୁରୀ
67- ସନ୍ତୋଷ କୁମାର ପାଢ଼ୀ, ଯାଜପୁର
68- ଶାନ୍ତି ଭତ୍ରା, କୋରାପୁଟ
69- ମାଧବୀ ଦାଶ, କୋରାପୁଟ
70- ଅବଦୁଲ କାଦର, କୋରାପୁଟ
71- ସୁଷମା ମଞ୍ଜରୀ ଦାଶ, ବରଗଡ଼
72- ସ୍ୱାଗତିକା ସାହୁ, ନବରଙ୍ଗପୁର
73- ସାଗରୀକା ପଟ୍ଟନାୟକ, କୋରାପୁଟ
74- ଆରତୀ ବଡ଼ଜେନା, ଖୋର୍ଦ୍ଧା
75- ଆଶୁତୋଷ ମିଶ୍ର, କେନ୍ଦ୍ରାପଡା
76- ବିଜୟ କୁମାର ସାହୁ, ସମ୍ବଲପୁର
77- ପୁଷ୍ପାଞ୍ଜଳୀ ସାହୁ, କୋରାପୁଟ
78- ପ୍ରଦୀପ କୁମାର ବିଶ୍ବାଳ, ଖୋର୍ଦ୍ଧା
79- ବିଜୟ କୁମାର ଦାନୀ, ବରଗଡ଼
80- ଯଜ୍ଞେଶ୍ଵର ପଣ୍ଡା, କୋରାପୁଟ
81- ରଞ୍ଜନ କୁମାର ବ୍ରହ୍ମା, ଗଞ୍ଜାମ
82- ରୀତା ଅପରାଜିତା ମହାନ୍ତି, ଖୋର୍ଦ୍ଧା
Click here to Download certificate....
http://bit.ly/sjtechcertif24
ଧନ୍ୟବାଦ ସହ
ସାହିତ୍ୟ ଜୀବନ ସାହିତ୍ୟ ସଂସଦ,
ସମ୍ବଲପୁର, ଓଡ଼ିଶା
Www.sahityajibana.in
#sahitya_jibana #ସାହିତ୍ୟଜୀବନ #sahityajibana #sahitya_jiban #sahityajiban #TeachersDay #awards #teachersdayaward2024 #wrpabitra #pabitrabehera
@everyone
0 notes
gitaacharaninodia · 2 months
Text
37. ସେହି ଅର୍ଜୁନ ସେହି ତୀର
“ସେହି ଅର୍ଜୁନ, ସେହି ତୀର’ ଏକ ପ୍ରବାଦ । ଯେତେବେଳେ ଜଣେ ସଫଳ ବା ଦକ୍ଷ ବ୍ୟକ୍ତି କୌଣସି କାର୍ଯ୍ୟ ସମାପ୍ତ କରିବାରେ ବିଫଳ ହୁଏ, ସେତେବେଳେ ଏହା ସେହିପରି ପରିସ୍ଥିତିକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ ।
          ଜଣେ ଯୋଦ୍ଧା ଭାବରେ ଅର୍ଜୁନ କୌଣସି ଯୁଦ୍ଧରେ ହାରି ନଥିଲେ । ତାଙ୍କ ଜୀବନର ଶେଷ ଭାଗରେ, ସେ ଏକ ଛୋଟ ଯୁଦ୍ଧରେ ହାରିଗଲେ ଯେଉଁଥିରେ ତାଙ୍କୁ କିଛି ପରିବାରର ସଦସ୍ୟଙ୍କୁ ଡକାୟତ ଗୋଷ୍ଠୀରୁ ରକ୍ଷା କରିବାକୁ ଥିଲା । ସେ ତାଙ୍କ ଭାଇଙ୍କୁ ପରିସ୍ଥିତି ବୁଝାନ୍ତି ଏବଂ କୁହନ୍ତି, କ’ଣ ହେଲା ମୁଁ ଜାଣେ ନାହିଁ । ମୁଁ ସେହି ଅର୍ଜୁନ ଏବଂ କୁରୁକ୍ଷେତ୍ର ଯୁଦ୍ଧରେ ଜିତିଥିବା ସେହି ତୀର ଥିଲା, କିନ୍ତୁ ଏଥର ମୋର ତୀରଗୁଡ଼ିକ ସେମାନଙ୍କର ଲକ୍ଷ୍ୟ ପାଇଲେ ନାହିଁ କିମ୍ବା ସେମାନଙ୍କର ଶକ୍ତି ନଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ପଳାଇବାକୁ ପଡିଲା ଏବଂ ପରିବାରକୁ ରକ୍ଷା କରିପାରିଲେ ନାହିଁ ।
          ଜୀବନର ଅନୁଭୂତି ଆମକୁ କହିଥାଏ ଯେ ଏମିତି ଆମମାନଙ୍କ ମଧ୍ୟରେ କାହାରି ସହିତ ଘଟିପାରେ । ବେଳେବେଳେ, ଦକ୍ଷ ଖେଳାଳିମାନେ କିଛି ସମୟ ପାଇଁ ସେମାନଙ୍କର କ୍ଷମତା ହରାନ୍ତି । ଜଣେ ଅଭିନେତା, ଗାୟକ ବିଫଳ ହୁଅନ୍ତି । ଏହା ଖରାପ ସମୟ ଏବଂ ଭାଗ୍ୟ ଉପରେ ଦାୟୀ କରାଯାଏ ଏବଂ ନିଶ୍ଚିତ ଭାବରେ ଏହାର କାରଣ କେହି ଜାଣନ୍ତି ନାହିଁ । ଅନୁମାନ ଏବଂ ସନ୍ଦେହ ବ୍ୟତୀତ ଏଥିପାଇଁ କୌଣସି ବୈଜ୍ଞାନିକ ବ୍ୟାଖ୍ୟା ନାହିଁ ।
          ଏହି ପ୍ରସଙ୍ଗରେ, କର୍ମ ଏବଂ କର୍ମର ଫଳାଫଳ ମଧ୍ୟରେ ସମ୍ପର୍କକୁ ବ୍ୟାଖ୍ୟା କରି ଶ୍ରୀକୃଷ୍ଣ କୁହନ୍ତି ଯେ ଦୈବମ୍‌ କର୍ମକୁ ପୂରଣ କରିବାରେ ସହାୟକ ଏକ ଅନ୍ୟତମ ଉପାୟ (18.14) । ଦୈବମ୍‌ ଏକ ପ୍ରକାରର ବିଶେଷ ଗୁଣ ଏବଂ ଏକ ପ୍ରକଟ ବିଶ୍ୱ ଦୃଷ୍ଟିକୋଣରୁ ଅଜ୍ଞାତ । ଏହି କାରଣରୁ ଶ୍ରୀକୃଷ୍ଣ କହିଛନ୍ତି ଯେ କର୍ମ ଉପରେ ଆମର ଅଧିକାର ଅଛି, କର୍ମର ଫଳ ଉପରେ ନୁହେଁ ।
          ହସ୍ତରେଖା ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର ଏବଂ ରାଶିଫଳ ଭଳି ଶାସ୍ତ୍ରଗୁଡ଼ିକ ଅଭ୍ୟାସ କରାଯାଏ, କିନ୍ତୁ ସେଗୁଡ଼ିକ ମଧ୍ୟରୁ କେହି ଦୈବମ୍‌ ନୁହଁନ୍ତି । ସେହିଭଳି, କୌଣସି ବୈଜ୍ଞାନିକ ତତ୍ତ୍ୱ ନାହିଁ ଯାହା ଆଧାରରେ ଦୈବମ୍‌ର ପୂର୍ବାନୁମାନ  କରାଯାଇପାରିବ ।
          ଶ୍ରୀକୃଷ୍ଣ କୁହନ୍ତି ଆମେ କେବଳ ନିମିତ୍ତ ମାତ୍ର, ସର୍ବଶକ୍ତିମାନଙ୍କ ମହାନ ସୃଷ୍ଟିର ଏକ ଛୋଟ ଅଂଶ (11.33) । ବିଫଳତା ଆମକୁ କ୍ଷତି ପହଞ୍ଚାଇବ ନାହିଁ ଯଦି ଆମେ ସଫଳତା ପାଇବାବେଳେ ଅହଂକାରକୁ ବିକାଶ କରିବାକୁ ଦେବୁ ନାହିଁ, କାରଣ ଉଭୟ ଦୈବମ୍‌ ଦ୍ୱାରା ପ୍ରଭାବିତ ।
0 notes
anwesannewsblog · 3 months
Text
ରଥଯାତ୍ରାରେ ପୁନର୍ବାସର ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ଷ୍ଟଲ
କେନ୍ଦ୍ରାପଡା, ୮ା୭: ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରା ଅବସରରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଏକ ସଚେତନତା ଷ୍ଟଲ ଖୋଲାଯାଇଛି । ବିଶେଷ କରି ନୂତନ ଭିନ୍ନକ୍ଷମ ଅଧିକାର ଆଇନ,୨୦୧୬ରେ ଅନ୍ତର୍ଭୁକ୍ତ ଥିବା ନାନାଦି ସୁବିଧା, ସଂରକ୍ଷଣ, ପ୍ରାବଧାନ ଓ ସ୍ୱତନ୍ତ୍ର ଅଧିକାର ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏବଂ ନୂତନ ୨୧ପ୍ରକାରର ଭିନ୍ନକ୍ଷମତା ଓ ଏହାର ଲକ୍ଷଣ ସମ୍ପର୍କିତ ସଂକ୍ଷିପ୍ତ ସୂଚନା ଏଠାରେ ପ୍ରଦାନ କରାଯାଉଛି । ଶ୍ରୀଗୁଣ୍ଡିଚା ଅବସରରେ…
0 notes
alwayshardsong · 3 months
Text
Tumblr media
#कैसे_बना_जगन्नाथजी_का_मंदिर
ରଥଯାତ୍ରା ବିଶେଷ
ଆସନ୍ତୁ ଜାଣିବା ! ପ୍ରକୃତରେ ଜଗତର ନାଥ ଅର୍ଥାତ୍ ଜଗନ୍ନାଥ କିଏ ଅଟନ୍ତି ଏବଂ ଜଗନ୍ନାଥ ମନ୍ଦିର ଓ ମନ୍ଦିର ଭିତରେ ଥିବା ମୂର୍ତ୍ତିଗୁଡ଼ିକ କାହା କୃପାରୁ ନିର୍ମିତ ହୋଇପାରିଥିଲା।
Real Jagannath God Kabir
https://youtu.be/SAi2l1GfD04?si=sQEukkpe3mf-18FK
0 notes
miracle567product · 5 months
Text
XT ସହିତ ମୋର ଅଭିଜ୍ଞତା |
ଆଜିର ଦ୍ରୁତ ଗତିରେ ଦୁନିଆରେ, ମାନସିକ ସ୍ୱଚ୍ଛତା ଏବଂ ଏକ ସୁସ୍ଥ ଶୋଇବା ଚକ୍ରକୁ ବଜାୟ ରଖିବା ଏକ ନିରନ୍ତର ଯୁଦ୍ଧ ପରି ଅନୁଭବ କରିପାରିବ | ଜଣେ ବ୍ୟସ୍ତବହୁଳ ସାମାଜିକ ଜୀବନ ସହିତ ଏକ ଚାହିଦାକାରୀ ଚାକିରୀକୁ ଜଗୁଥିବା ବ୍ୟକ୍ତି ଭାବରେ, ମୁଁ ଧ୍ୟାନର ଉନ୍ନତି, ଶୋଇବା ଗୁଣ ବ enhance ାଇବା, ଏବଂ ବୋଧହୁଏ ଟିକିଏ ଅଧିକ ମାନସିକ ତୀକ୍ଷ୍ଣତାକୁ ଖୋଲିବା ପାଇଁ ଏକ ପ୍ରାକୃତିକ ସମାଧାନ ପାଇଁ ଇଚ୍ଛା କରୁଥିବାର ଦେଖିଲି | କିଛି ଅନୁସନ୍ଧାନ ପରେ, ମୁଁ ପାଇନାଲ୍ XT ସହିତ ଏକ ଯାତ୍ରା ଆରମ୍ଭ କରିବାକୁ ସ୍ଥିର କଲି, ଏକ ସପ୍ଲିମେଣ୍ଟ ବିଶେଷ ଭାବରେ ପାଇନାଲ୍ ଗ୍ରନ୍ଥିର କାର୍ଯ୍ୟକୁ ସମର୍ଥନ କରିବା ପାଇଁ ପରିକଳ୍ପିତ |
ପାଇନାଲ୍ ଏକ୍ସଟି ପ୍ରାକୃତିକ ଉପାଦାନଗୁଡ଼ିକର ଏକ ନିଆରା ମିଶ୍ରଣ ପାଇଁ ଗର୍ବ କରେ, ପ୍ରତ୍ୟେକଟି ପାଇନାଲ୍ ଗ୍ରନ୍ଥିକୁ ପୋଷଣ ଏବଂ ଉତ୍ସାହିତ କରିବାର ସାମର୍ଥ୍ୟ ପାଇଁ ମନୋନୀତ | ଅଶ୍ୱଗନ୍ଧା ଏବଂ ରୋଡିଓଲା ଗୋଲାପ ପରି ଜଣାଶୁଣା ଆଡାପ୍ଟୋଜେନଗୁଡିକର ଅନ୍ତର୍ଭୂକ୍ତ ହେବା ମୋର ଆଗ୍ରହକୁ ଆକର୍ଷିତ କରିଥିଲା, ଯେହେତୁ ସେମାନେ ସେମାନଙ୍କର ଚାପ ହ୍ରାସ ଗୁଣ ପାଇଁ ଜଣାଶୁଣା | ଏହା ସହିତ, ଭିଟାମିନ୍ ବି 6, ମ୍ୟାଗ୍ନେସିୟମ୍, ଏବଂ ଆୟୋଡିନ୍ ପରି ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଉପସ୍ଥିତି, ଜ୍ଞାନଗତ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକ, ଉତ୍ପାଦର ସାମର୍ଥ୍ୟ ଉପରେ ମୋର ଆତ୍ମବିଶ୍ୱାସକୁ ଆହୁରି ବ ed ାଇଲା |
ମୁଁ ଦୁଇମାସ ପୂର୍ବେ ମୋର ଦ daily ନନ୍ଦିନ କାର୍ଯ୍ୟରେ ପାଇନାଲ୍ XT କୁ ଅନ୍ତର୍ଭୁକ୍ତ କରିବା ଆରମ୍ଭ କରିଥିଲି | କ୍ୟାପସୁଲ ଗିଳିବା ସହଜ ଏବଂ କ any ଣସି ହଜମ ପ୍ରକ୍ରିୟାରେ ଅସୁବିଧା ସୃଷ୍ଟି କରି ନାହିଁ | ମୁଁ ଅନୁଭବ କରିଥିବା ସବୁଠାରୁ ଉଲ୍ଲେଖନୀୟ ପରିବର୍ତ୍ତନ ହେଉଛି ମୋ ଶୋଇବା ଗୁଣରେ ଏକ ଉଲ୍ଲେଖନୀୟ ଉନ୍ନତି | ଟସ୍ ଏବଂ ଟର୍ନର ଦିନ ଗଲାଣି - ମୁଁ ବର୍ତ୍ତମାନ ସହଜରେ ଶୋଇବାକୁ ଚାଲିଗଲି ଏବଂ ସତେଜ ଏବଂ ଶକ୍ତି ଅନୁଭବ କରି ଜାଗ୍ରତ ହୁଏ | ଏହି ନୂତନ ନିଦ୍ରାର ଗୁଣ ନି day ସନ୍ଦେହରେ ମୋର ଦିନର ସତର୍କତା ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଛି | ମୋର ଧ୍ୟାନ ଯଥେଷ୍ଟ ଉନ୍ନତ ହୋଇଛି, ମୋତେ ଅଧିକ ଏକାଗ୍ରତା ଏବଂ ଦକ୍ଷତା ସହିତ କାର୍ଯ୍ୟଗୁଡ଼ିକର ମୁକାବିଲା କରିବାକୁ ଅନୁମତି ଦିଏ |
ବୋଧହୁଏ ସବୁଠାରୁ ଆଶ୍ଚର୍ଯ୍ୟଜନକ ଲାଭ ହେଉଛି ମୋର ସୃଜନଶୀଳତାର ଏକ ସୂକ୍ଷ୍ମ ବୃଦ୍ଧି | ଚିନ୍ତାଧାରା ଅଧିକ ସହଜରେ ପ୍ରବାହିତ ହେଉଥିବା ପରି ମନେହୁଏ, ଏବଂ ମୁଁ ନିଜକୁ ଏକ ନୂତନ ପ୍ରେରଣା ଭାବନା ସହିତ ସମସ୍ୟାର ନିକଟତର ହେବାକୁ ପାଇଲି | ଏହା ସିଧାସଳଖ Pineal XT କିମ୍ବା ଉନ୍ନତ ନିଦ ଏବଂ ଧ୍ୟାନର ଏକ ସିନର୍ଜିଷ୍ଟିକ୍ ପ୍ରଭାବ, ମୁଁ ନିଶ୍ଚିତ ଭାବରେ ଅଭିଯୋଗ କରୁନାହିଁ!
ସ୍ acknow ୀକାର କରିବା ଜରୁରୀ ଯେ ବ୍ୟକ୍ତିଗତ ଅଭିଜ୍ଞତା ଭିନ୍ନ ହୋଇପାରେ, ଏବଂ ଜଣେ ବ୍ୟକ୍ତିଙ୍କ ପାଇଁ ଯାହା ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରେ ତାହା ଅନ୍ୟ ଜଣଙ୍କ ପାଇଁ ସମାନ ଫଳାଫଳ ଦେଇପାରେ ନାହିଁ | ଅବଶ୍ୟ, ପାଇନାଲ୍ XT ସହିତ ମୋର ବ୍ୟକ୍ତିଗତ ଯାତ୍ରା ଉପରେ ଆଧାର କରି, ମୁଁ ନିଶ୍ଚିତ ଭାବରେ ଏହାକୁ ଜ୍ଞାନଗତ କାର୍ଯ୍ୟକୁ ବ, ାଇବା, ଶୋଇବା ଗୁଣରେ ଉନ୍ନତି ଆଣିବା ଏବଂ ଟିକେ ଅଧିକ ସୃଜନଶୀଳ ସ୍ପାର୍କ ଖୋଲିବା ପାଇଁ ପ୍ରାକୃତିକ ଏବଂ ସାମଗ୍ରିକ ଆଭିମୁଖ୍ୟ ଖୋଜୁଥିବା ବ୍ୟକ୍ତିଙ୍କୁ ସୁପାରିଶ କରିପାରିବି |
Tumblr media
ପାଇନାଲ୍ XT! ସପ୍ଲିମେଣ୍ଟସ୍ - ସ୍ୱାସ୍ଥ୍ୟ
editଡ୍ରାଫ୍ଟଗୁଡିକ ଦେଖାନ୍ତୁ | volume_up
ଉଜ୍ଜ୍ୱଳ ଉଜ୍ଜ୍ୱଳ ଉଜ୍ଜ୍ୱଳ ଉଜ୍ଜ୍ୱଳ ଆଲୋକ: ପାଇ ପାଇ ପାଇ ପାଇ ପାଇ ପାଇ ପାଇ
ଆଜିର ଦ୍ରୁତ ଗତିରେ ଦୁନିଆରେ, ମାନସିକ ସ୍ୱଚ୍ଛତା ଏବଂ ଏକ ସୁସ୍ଥ ଶୋଇବା ଚକ୍ରକୁ ବଜାୟ ରଖିବା ଏକ ନିରନ୍ତର ଯୁଦ୍ଧ ପରି ଅନୁଭବ କରିପାରିବ | ଜଣେ ବ୍ୟସ୍ତବହୁଳ ସାମାଜିକ ଜୀବନ ସହିତ ଏକ ଚାହିଦାକାରୀ ଚାକିରୀକୁ ଜଗୁଥିବା ବ୍ୟକ୍ତି ଭାବରେ, ମୁଁ ଧ୍ୟାନର ଉନ୍ନତି, ଶୋଇବା ଗୁଣ ବ enhance ାଇବା, ଏବଂ ବୋଧହୁଏ ଟିକିଏ ଅଧିକ ମାନସିକ ତୀକ୍ଷ୍ଣତାକୁ ଖୋଲିବା ପାଇଁ ଏକ ପ୍ରାକୃତିକ ସମାଧାନ ପାଇଁ ଇଚ୍ଛା କରୁଥିବାର ଦେଖିଲି | କିଛି ଅନୁସନ୍ଧାନ ପରେ, ମୁଁ ପାଇନାଲ୍ XT ସହିତ ଏକ ଯାତ୍ରା ଆରମ୍ଭ କରିବାକୁ ସ୍ଥିର କଲି, ଏକ ସପ୍ଲିମେଣ୍ଟ ବିଶେଷ ଭାବରେ ପାଇନାଲ୍ ଗ୍ରନ୍ଥିର କାର୍ଯ୍ୟକୁ ସମର୍ଥନ କରିବା ପାଇଁ ପରିକଳ୍ପିତ |
ଚତୁର ଆଜୁକ କଜାର ଆଜାର ଆଜକ ଆଜାର ଆଜୁ ଆଜାର ଆଜ ଆଜ ଆଜ୍ କ by Г କାନ ଖୋଲୁ / ଚଜାନ ଆଜ କଜ ଆଜଜ ଆଜଜ ଆଜାର ଆଜକ ଆଜୋନ ଆଜକ ଆଜାର ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜକ ଆଜାର ଆଜାନ ଅଜଜ କମାନ ଆଜାନ କମାନ ଆଜାନ କମାନ୍ | କ ang ଣସି ଭାଷା ପାଇଁ କ awar ଣସିଟିଧ ଇୁଜକୁ
କଷ୍ଟ ଆଜା ଆଜ ଦେଇ | www .amazon.com
ମୁଁ ଦୁଇମାସ ପୂର୍ବେ ମୋର ଦ daily ନନ୍ଦିନ promolinkସକରାତ୍ମକ ପ୍ରଭାବ ପକାଇଛି | ମୋର ଧ୍ୟାନ ଯଥେଷ୍ଟ ଉନ୍ନତ ହୋଇଛି, ମୋତେ ଅଧିକ ଏକାଗ୍ରତା ଏବଂ ଦକ୍ଷତା ସହିତ କାର୍ଯ୍ୟଗୁଡ଼ିକର ମୁକାବିଲା କରିବାକୁ ଅନୁମତ
ସ୍ acknow ୀକାର କରିବା ଜରୁରୀ ଯେ ବ୍ୟକ୍ତିଗତ ଅଭିଜ୍ଞତା ଭିନ୍ନ ହୋଇପାରେ, ଏବଂ ଜଣେ ବ୍ୟକ୍ତିଙ୍କ ପାଇଁ ଯାହା ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରେ ତାହା ଅନ୍ୟ ଜଣଙ୍କ ପାଇଁ ସମାନ ଫଳାଫଳ ଦେଇପାରେ ନାହିଁ | ଅବଶ୍ୟ, ପାଇନାଲ୍ XT ସହିତ ମୋର ବ୍ୟକ୍ତିଗତ ଯାତ୍ରା ଉପରେ ଆଧାର କରି, ମୁଁ ନିଶ୍ଚିତ ଭାବରେ ଏହାକୁ ଜ୍ଞାନଗତ କାର୍ଯ୍ୟକୁ ବ, ାଇବା, ଶୋଇବା ଗୁଣରେ ଉନ୍ନତି ଆଣିବା ଏବଂ ଟିକେ ଅଧିକ ସୃଜନଶୀଳ ସ୍ପାର୍କ ଖୋଲିବା ପାଇଁ ପ୍ରାକୃତିକ ଏବଂ ସାମଗ୍ରିକ ଆଭିମୁଖ୍ୟ ଖୋଜୁଥିବା ବ୍ୟକ୍ତିଙ୍କୁ ସୁପାରିଶ କରିପାରିବି |
କିଜ ଆଜାଜ୍ ଏକୁଜ୍ ଗୁଜୁରା ଆଜ ଗଲ ଆଜ ସତେକ ଆଜାର ଆଜକ લૉગો ଆର୍କ ଆଜ୍ ଆଜଜ ଆଜାନୁଆ
ଏକ ପ୍ରତିଛବି ଅପଲୋଡ୍ କରନ୍ତୁ |
ଏହି ପ୍ରମ୍ପ୍ଟ ଏକ ପ୍ରତିଛବି ଆବଶ୍ୟକ କରେ ଯାହାକୁ ଆପଣ ଯୋଡିବା ଆବଶ୍ୟକ କରନ୍ତି | ଏକ ପ୍ରତିଛବି ଅପଲୋଡ୍ କରିବାକୁ ପ୍ରତିଛବି ବଟନ୍ ଟ୍ୟାପ୍ କରନ୍ତୁ |ପାଇଗଲି
ଖାନ, ବନ୍ଦ ଆରକିଅକ୍promolink ସାର୍ in
ଆଜାନ ଆଜ ଆଜ ଆଜାକ ଆଜାକ ଆରେ ଥିବା ଡୋଜ ଆଜ ଆଜ ଆଜ ଆଜ ଆଜ ଆଜ ଆଜାକରୁ କ is ଣସି ଡାୟାର ଆଜ promolink ଆଜ ଆଜାକକାରୀ | promolink
ମିଥୁନ ଲୋକମାନଙ୍କ ବିଷୟରେ ଅନ୍ତର୍ଭୂକ୍ତ କରି ଭୁଲ ତଥ୍ୟ ପ୍ରଦର୍ଶନ କରିପାରନ୍ତି, ତେଣୁ ଏହାର ପ୍ରତିକ୍ରିୟାଗୁଡ଼ିକୁ ଦୁଇଥର ଯାଞ୍ଚ କରନ୍ତୁ | ଆପଣଙ୍କର ଗୋପନୀୟତା
promolink
Tumblr media
0 notes
puriwaves · 5 months
Text
Tumblr media
ବିଶିଷ୍ଟାଦ୍ଵୈତ ବେଦାନ୍ତର ପ୍ରବର୍ତକ । ସେ ଏଭଳି ଜଣେ ବୈଷ୍ଣବ ସନ୍ଥ,ଯାହାଙ୍କର ପରମ୍ପରା ଭକ୍ତି ଉପରେ ବହୁତ ପ୍ରଭାବ ପକାଇ ପାରିଥିଲା । ବୈଷ୍ଣବ ଆଚାର୍ଯ୍ୟମାନଙ୍କ ମଧ୍ୟରେ ପ୍ରମୁଖ ରାମାନୁଜାଚାର୍ଯ୍ୟଙ୍କର ଶିଷ୍ୟପରମ୍ପରା ରାମାନନ୍ଦ ଅଟେ ଆଉ ଯାହାଙ୍କର ଶିଷ୍ୟ କବୀର ତଥା ସୁରଦାସଆଦି ବିଶ୍ଵବିଦିତ ଅଟନ୍ତି । ସେ ହିଁ ବାସ୍ତବ ବେଦାନ୍ତ ଦାର୍ଶନିକ, ଯାହାଙ୍କର ଆଧାରରେ ଏକ ନୂତନ ଦର୍ଶନ ‘ବିଶିଷ୍ଟ ଅଦ୍ଵୈତ ବେଦାନ୍ତ’ ରୂପେ ପର୍ଯ୍ୟବସିତ । ରାମାନୁଜାଚାର୍ଯ୍ୟ ବେଦାନ୍ତ ବ୍ୟତୀତ ଆଲୱାର ସନ୍ଥଙ୍କର ଭକ୍ତିଦର୍ଶନ ତଥା ପଞ୍ଚରାତ୍ର ପରମ୍ପରାରେ ନିଜର ବିଚାରକୁ ବ୍ୟକ୍ତ କରିଛନ୍ତି । ରାମାନୁଜାଚାର୍ଯ୍ୟ ଜନ୍ମ ତାମିଲନାଡୁରେ ହୋଇଥିଲା । ପିଲାଦିନେ ସେ କାଞ୍ଚି ଯାଇ ନିଜ ଗୁରୁଙ୍କ ଇଚ୍ଛାନୁସାରେ ତାଙ୍କ ଦ୍ଵାରା ତିନୋଟି ବିଶେଷ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଆଲୱାର ସନ୍ଥ ଯମୁନାଚାର୍ଯ୍ୟଙ୍କର ପ୍ରଧାନ ଶିଷ୍ୟ ଅଟନ୍ତି । ଗୁରୁଙ୍କହୋଇଥିଲା – ବ୍ରହ୍ମସୂତ୍ର, ବିଷ୍ଣୁସହସ୍ରନାମ ଏବଂ ଦିବ୍ୟ ପ୍ରବନ୍ଧମ୍ବର ଟୀକା ।ଉକ୍ତ କାର୍ଯ୍ୟ ସମ୍ପାଦନ କରିବାପାଇଁ ସେ ଗୃହସ୍ଥ ଆଶ୍ରମ ତ୍ୟାଗକରି ଶ୍ରୀରଙ୍ଗମ ଯଦିରାଜ ନାମକ ସନ୍ନ୍ୟାସୀଙ୍କ ଠାରୁ ସନ୍ନ୍ୟାସ ବ୍ରତ ଗ୍ରହଣ କଲେ ।ମହୀଶୂରର ଶ୍ରୀରଙ୍ଗମରୁ ଚାଲିଯାଇ ରାମାନୁଜ ଶାଳିଗ୍ରାମ ନାମକସ୍ଥାନରେ ରହି ସାଧନ କରିବାକୁ ଲାଗିଲେ । ସେହିଠାରେ ଦୀର୍ଘ ୧୨ବର୍ଷ ପର୍ଯ୍ୟନ୍ତ ବୈଷ୍ଣବ ଧର୍ମର ପ୍ରଚାର କଲେ । ତାପରେ ବୈଷ୍ଣବ ଧର୍ମପ୍ରଚାର ପାଇଁ ପୂରା ଭାରତବର୍ଷ ଭ୍ରମଣ କରିଥିଲେ । ୧୧୩୭ ମସିହାରେ୧୨୦ ବର୍ଷ ଆୟୁ ପ୍ରାପ୍ତ ହୋଇ ସେ ବ୍ରହ୍ମଲୀନ ହୋଇଗଲେ ।ଏମିତି ତ ସେ ଅନେକଗୁଡ଼ିଏ ଗ୍ରନ୍ଥର ରଚନା କରିଛନ୍ତି କିନ୍ତୁ ବ୍ରହ୍ମସୂତ୍ରଭାଷ୍ୟ ଉପରେ ଲିଖତ ତାଙ୍କର ଦୁଇଟି ମୂଳଗ୍ରନ୍ଥ ‘ଶ୍ରୀଭାଷ୍ୟମ୍’ ଓ‘ବେଦାନ୍ତ ସଂଗ୍ରହମ୍’ ସର୍ବାଧୂକ ଲୋକପ୍ରିୟ ।ତଦ୍ ପ୍ରତିଷ୍ଠିତ ବିଶିଷ୍ଟାଦ୍ଵୈତ ଦର୍ଶନ :ରାମାନୁଜାଚାର୍ଯ୍ୟଙ୍କର ଦର୍ଶନରେ ସଭା ଅବା ପରମସତ୍ତାଙ୍କସମ୍ବନ୍ଧରେ ତିନୋଟି ସ୍ତରର ମାନ୍ୟତା ରହିଛି- ବ୍ରହ୍ମ ଅର୍ଥାତ୍ ଈଶ୍ବର,ଚିତ ଅର୍ଥାତ୍ ଆତ୍ମତତ୍ତ୍ଵ ଏବଂ ଅଚିତ୍ ଅର୍ଥାତ୍‌ ପ୍ରକୃତି ତତ୍ତ୍ୱ ।ବସ୍ତୁତଃ ଏହି ଚିତ୍ ଅର୍ଥାତ୍ ଆତ୍ମତତ୍ତ୍ଵ ତଥା ଅଚିତ୍ ଅର୍ଥାତ୍ ପ୍ରକୃତି। ତତ୍ତ୍ୱ ବ୍ରହ୍ମ ଅବା ଈଶ୍ବରଙ୍କ ଠାରୁ ପୃଥକ୍ ନୁହେଁ ବରଂ ଏହା ବିଶିଷ୍ଟରୂପେବ୍ରହ୍ମଙ୍କର ଦୁଇଗୋଟି ସ୍ଵରୂପ , ଯାହା ବ୍ରହ୍ମ ଅବା ଈଶ୍ବରଙ୍କ ଉପରେଆଧାରିତ । ବସ୍ତୁତଃ ଏହା ରାମାନୁଜାଚାର୍ଯ୍ୟଙ୍କ ବିଶିଷ୍ଟାଦ୍ଵୈତର ମୂଳସିଦ୍ଧାନ୍ତ ଅଟେ ।ଯେଉଁଭଳି ଶରୀର ଏବଂ ଆତ୍ମା ପୃଥକ୍ ନୁହେଁ ତଥା ଆତ୍ମାରଉଦ୍ଦେଶ୍ୟ ପୂର୍ତ୍ତି ନିମିତ୍ତ ଶରୀର କାର୍ଯ୍ୟ କରିଥାଏ ସେହିଭଳି ବ୍ରହ୍ମ ଅବାଈଶ୍ବର ବ୍ୟତିରେକ ପୃଥକ୍‌ଭାବେ ଚିତ୍ ଏବଂ ଅଚିତ୍ ତତ୍ତ୍ଵର କୌଣସିଅସ୍ତିତ୍ଵ ନାହିଁ । ତାହା ବ୍ରହ୍ମ ଅବା ଈଶ୍ବରଙ୍କର ଶରୀର ଅଟେ ତଥା ବ୍ରହ୍ମଅବା ଈଶ୍ବର ତାର ଆତ୍ମା ସଦୃଶ ।ରାମାନୁଜଙ୍କ ଅନୁସାରେ ଭକ୍ତିର ଅର୍ଥ ପୂଜା-ପାଠ ଅବା କୀର୍ତ୍ତନ-ଭଜନ ନୁହେଁ ବରଂ  ଧ୍ୟାନ କରିବା ଅବା ଇଶ୍ବରଙ୍କୁ ପ୍ରାର୍ଥନା କରିବାକୂ ବୁଝାଏ । ସାମାଜିକ ପରିପ୍ରେକ୍ଷିରେ ଭକ୍ତିକୂ ଜାତି ଏବଂ ବର୍ଗରୁ ପୃଥକ ରଖି ସମସ୍ତଙ୍କ ପାଈଁ ସମ୍ଭବ ବୋଲି କହିଛନ୍ତି ।
ରଚିତ ପୁସ୍ତକ :ରାମାନୁଜ ୯ ଗୋଟି ପୁସ୍ତକ ରଚନା କରିଯାଇଛନ୍ତି । ସେ ଏହି  ଉକ୍ତ ପୁସ୍ତକଗୁଡ଼ିକୁ ନବରତ୍ନ ନାମରେ ନାମିତ କରିଛନ୍ତି :
୧) ବାଦରାୟଣଙ୍କ ବେଦାନ୍ତ ସ୍ତୋତ୍ର (ବ୍ରହ୍ମସୂତ୍ର ଭାଷ୍ୟ)
୨) ତ୍ରୈରତ୍ନମ୍-- ବୈକୁଣ୍ଠ ଗଦ୍ୟମ୍୩) ଶ୍ରୀରଙ୍ଗ ଗଦ୍ୟମ୍୪) ଶରଣାଗତି ଗଦ୍ୟମ୍
୫) ବେଦାର୍ଥ ସଂଗ୍ରହ ଭାବ
୬) ବେଦାନ୍ତ ସାର୭) ବେଦାନ୍ତ ଦୀପ
୮) ଗୀତାଭାଷ୍ୟ
 ୯) ନିତ୍ଯ ଗ୍ରନ୍ଥମ୍
1 note · View note
balramkoli · 9 months
Text
Tumblr media
# ଶ୍ରୀକୃଷ୍ଣ ବିଶେଷ |
0 notes
odishadetails · 1 year
Text
ଓଡ଼ିଶାର ଇତିହାସ
ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ। ଏହାର ଇତିହାସ ଭାରତର ଇତିହାସ ପରି ଅନେକ ପୁରୁଣା । ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି । ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ଥର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ । ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମିଳିଛି। ମାତ୍ର ପରବର୍ତ୍ତୀ ସମୟ ବିଶେଷ କରି ପ୍ରାଚୀନଯୁଗ ସମୟର ଘଟଣାବଳୀ ରହସ୍ୟମୟ । କେବଳ ମହାଭାରତ, କେତେକ ପୁରାଣ ଓ ମହା ଗୋବିନ୍ଦ ସୁତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ଖ୍ରୀ.ପୂ. ୨୬୧ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟା ନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ । ଏହି ଯୁଦ୍ଧର ଭୟାଭୟତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ, ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ । ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ ।
HERE AVAILABLE ODISHA RA ITIHASA
ପ୍ରାଚୀନ ଓଡ଼ିଶାର ଦକ୍ଷିଣ-ପୁର୍ବ ଏସିଆର ଦେଶ ମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ରହିଥିଲା । ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ସେଠାର ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ । ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବାପରେ, ଖ୍ରୀ.ଅ. ୧୫୬୮ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ଦ୍ୱାରା ଅଧିକୃତ ହୋଇଥିଲା । ଖ୍ରୀ ଅ ୧୭୫୧ରେ ଏହି ଅଞ୍ଚଳ ମରାଠା ମାନଙ୍କ ଅଧୀନକୁ ଆସିଥିଲା । ୧୮୦୩ ମସିହାରେ ଇଂରେଜମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ। ଏ ସମୟକୁ ଓଡ଼ିଶାର ସ୍ୱାଧୀନ ସତ୍ତା ସୁଧା ବି ନଥିଲା ଓ ଏହା ଅନେକ ଗୁଡ଼ିଏ ଅଂଶରେ ବିଭାଜିତ ହୋଇଯାଇଥିଲା । ୧୯୩୬ ମସିହାରେ ବିଛିନ୍ନ ଅଞ୍ଚଳ ଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା । ଭାଷାକୁ ନେଇ ଗଠିତ ଏହା ପ୍ରଥମ ରାଜ୍ୟ ଥିଲା । ସଂକ୍ଷେପରେ
ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ (ମିଆଁମାର), ସାମ (ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ (ଭିଏତନାମ), ଚୀନ, ଜବନ (ଜାପାନ), କୁକୁଟ (କୋରିଆ), ମକ୍କସିଖ (ମେକ୍ସିକୋ), ମିସର (ଇଜିପ୍ଟ), ସିମିଳି (ଆରବ), ବାବିଲନ (ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭା ଅନ୍ତର୍ଭୁକ୍ତ ।
ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁରରେ ରାଜଧାନୀ ସ୍ଥାପନ ।
୧୦୭୮-୧୪୩୪ ଖ୍ରୀ. - ଗଙ୍ଗବଂଶର ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
୧୦୭୮-୧୧୫୦ ଖ୍ରୀ. - ଚୋଡ଼ଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) । ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ । ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ବାରବାଟି ଦୁର୍ଗ ନିର୍ମିତ । ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ |
୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ । ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି କଳାପାହାଡ଼ଦ୍ୱାରା ଓଡ଼ିଶା ଅଧିକୃତ ।
୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
୧୮୦୩ ଖ୍ରୀ. - ୧୪ ଅକ୍ଟୋବର: ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର (ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
୧୯୪୬ ଖ୍ରୀ. - ଓଡ଼ିଶା ସ୍ୱାୟତ ଶାସନ ସୁବିଧା ହାସଲ କଲା ।
୧୯୪୭ ଖ୍ରୀ. - ସ୍ୱାଧୀନ ଭାରତର ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଏପ୍ରିଲ୍ ୧୩) ।
୭ ମ ଶତାବ୍ଦୀ ୭ମ ଶତାବ୍ଦୀ କାଳରେ ଓଡ଼ିଶାର ଶାସକମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ , ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮��-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା । ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ । ଆଫଗାନ ଓ ମୋଗଲ ଶାସନ ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୮୧୭ ଖ୍ରୀ.ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋରଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ । ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।
ଇଂରେଜ ଶାସନ ୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବଣିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ରେ ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ୱଂସ ସାଧନ ଲକ୍ଷ୍ୟରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ ।
ଜିଲ୍ଲା ଗଠନ ୧୯୩୬ ମସିହା ଅପ୍ରେଲ ପହିଲା ଦିନ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ନେଇ ୩୨,୬୯୫ ବର୍ଗମାଇଲ ଓ ୮୦ଲକ୍ଷ ୪୩ହଜାର ୬୮୧ ଜନସଂଖ୍ୟାକୁ ନେଇ ନୂତନ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ୧୯୪୮ ମସିହା ଜାନୁଆରୀ ପହିଲା ତାରିଖରେ ୨୩ଟି ଗଡ଼ଜାତର (ଆଠଗଡ଼, ଆଠମଲ୍ଲିକ, କଳାହାଣ୍ଡି, କେନ୍ଦୁଝର, ଖଣ୍ଡପଡ଼ା, ଗାଙ୍ଗପୁର, ଢେଙ୍କାନାଳ, ତାଳଚେର, ତିଗିରିଆ, ଦଶପଲ୍ଲା, ନରସିଂହପୁର, ନୟାଗଡ଼, ନୀଳଗିରି, ପାଟନା, ପାଲଲହଡ଼ା, ବଉଦ, ବଡ଼ମ୍ବା, ବଣାଇ, ବାମଣ୍ଡା, ରଣପୁର, ରେଢ଼ାଖୋଲ, ସୋନପୁର ଓ ହିନ୍ଦୋଳ) ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା । ପରେ ମୟୂରଭଞ୍ଜର ଓଡ଼ିଶା ସହ ମିଶ୍ରଣ ହୋଇଥିଲା । ଏହି ଗଡ଼ଜାତ ମିଶ୍ରଣ ପରେ ଓଡ଼ିଶାର ଲୋକସଂଖ୍ୟା ପହଞ୍ଚିଲା ୧କୋଟି ୪୬ଲକ୍ଷ ୪୫ହଜାର ୯୪୬ରେ ଓ କ୍ଷେତ୍ରଫଳ ହେଲା ୬୦ହଜାର ୧୭୦ ବର୍ଗମାଇଲ । ୧୯୫୦ ଜାନୁଆରୀ ୨୬ତାରିଖରେ ଓଡ଼ିଶାରେ ଆଉ ୭ଟି ଜିଲ୍ଲା ଯୋଗହେଲା ମୋଟ ଜିଲ୍ଲା ସଂଖ୍ୟା ହେଲା ୧୩ । ୧୯୯୩ ଏହି ୧୩ଟି ଜିଲ୍ଲା ପୁନର୍ଗଠିତ ହୋଇ ୩୦ଟି ଜିଲ୍ଲା ହେଲା ।
0 notes
newso-in · 8 months
Link
ନୂଆଦିଲ୍ଲୀ: ପ୍ରାୟ ୨୦୦ କୃଷକ ସଂଗଠନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ ଦାବି ନେଇ କେନ୍ଦ୍ର ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଫେବ୍ରୁଆରି ୧୩, ୨୦୨୪ରେ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଘୋଷଣା ହୋଇଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି। ଚାଷୀ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ-ୟୁପି ସୀମା ଏବଂ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହା ସହିତ ପଞ୍ଜାବ-ହରିଆଣା ସୀମା ସିଲ୍‌ କରାଯାଇଛି । ବଶେଷ କରି ଉତ୍ତରପ୍ରଦେଶ, ହରିଆଣା ଏବଂ ପଞ୍ଜାବର କୃଷକ ସଙ୍ଗଠନମାନେ ଫେବ୍ରୁଆରି ୧୩ ତାରିଖରେ ନୂଆଦିଲ୍ଲୀରେ ଏହି ପଦଯାତ୍ରା ପାଇଁ ଆହ୍ବାନ କରିଛନ୍ତି। ଆଜି କେନ୍ଦ୍ର ସହ କୃଷକମାନଙ୍କର ଏ ସଂକ୍ରାନ୍ତରେ ଆଲୋଚନା ହେବ। ଗଣମାଧ୍ୟମରେ ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ‘‘ପ୍ରଥମ ରାଉଣ୍ଡ୍‌ ଆଲୋଚନା ହୋଇସାରିଛି। ଏକ ଭଲ ଆଲୋଚନା ‌ହୋଇଛି। ଆଗକୁ ହେବାକୁ ଥିବା ଆଲୋଚନାରେ ସମାଧାନର ବାଟ ଫିଟିବ।’’ ଚାଷୀଙ୍କ ପ୍ରମୁଖ ଦାବି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ପାଇଁ ଆଇନଗତ ଗ୍ୟାରେଣ୍ଟି ସ୍ବାମୀନାଥନ କମିସନଙ୍କ ସୁପାରିସ କାର୍ଯ୍ୟକାରୀ କରିବା କୃଷକ ଓ କୃଷି ଶ୍ରମିକଙ୍କୁ ପେନସନ, କୃଷି ଋଣ ଛାଡ଼ ଚାଷୀଙ୍କ ବିରୋଧରେ ପୁଲିସ ମାମଲା ପ୍ରତ୍ୟାହାର ଏବଂ ନିର୍ଦ୍ଦିଷ୍ଟ ଘଟଣାର ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ଧାନ, ଗହମ ଏବଂ ଆଖୁ ବ୍ୟତୀତ ଅନ୍ୟ ଫସଲ ପାଇଁ ଚାଷୀମାନେ ସମ୍ମୁଖୀନ ହେଉଥିବା ଉତ୍ପାଦନ ବିପଦକୁ ହ୍ରାସ କରିବା
0 notes
sahityajibana · 1 month
Text
*ବିଶେଷ ସୂଚନା:*
*ସାହିତ୍ୟ_ଜୀବନ_ରକ୍ଷା_ବନ୍ଧନ_ଆଭାସୀ_କବିତା_ଆସର*
"ସୂତା ଖିଅଟିରେ ଜୀବନଟା ବନ୍ଧା
ଜନମ ନମରୁ ଜୁଇ ଯାଏ,
ସୂତା ସିନା ଛିଡ଼େ
ବନ୍ଧନ ଛି ଛିଡ଼େନା
ରାକ୍ଷୀର ସୂତ୍ର ସିଏ।।"
*ସାହିତ୍ୟ_ଜୀବନ* ତରଫରୁ *ରକ୍ଷା ବନ୍ଧନ* ର ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ସହ ଏକ ସ୍ବତନ୍ତ୍ର ଆଭାସୀ କବିତା ଆସର ଆୟୋଜିତ ହେଉଛି, ଯାହାକି ହ୍ୱାଟ୍ସଆପ୍ ଗ୍ରୁପ୍‌ରେ ହିଁ ସଭିଏଁ ଭାଗ ନେଇପାରିବେ।
*ପ୍ରସଙ୍ଗ :- ✍️ ରାକ୍ଷୀ*
*ବିଭାଗ : କବିତା*
*ଭାଷା : ଓଡ଼ିଆ*
ତାରିଖ :- ୧୮/୦୮/୨୦୨୪ (ରବିବାର)
*ସମୟ : ସକାଳ ୫ ଠାରୁ ରାତ୍ର ୧୨ ଘଟିକା*
ନିୟମାବଳୀ:
୧. *'ସାହିତ୍ୟ ଜୀବନ ପ୍ରତିଯୋଗିତା'* ହ୍ୱାଟ୍ସଆପ୍ ଗ୍ରୁପ୍ ରେ *ସକାଳ ୫ ଠାରୁ ରାତ୍ର ୧୨ ଘଟିକା* ମଧ୍ୟରେ ଦିଆଯାଇଥିବା ପ୍ରସଙ୍ଗ ଉପରେ *କବିତା* ଲେଖି ପ୍ରକାଶ କରିବେ। ( ଅନ୍ୟ ଗ୍ରୁପ୍ ରେ ଗ୍ରହଣୀୟ ନୁହେଁ )
୨. ଶୀର୍ଷକ ବଦଳାଇପାରିବେ କିନ୍ତୁ ପ୍ରସଙ୍ଗ ବଦଳାଇବେ ନାହିଁ ।
୩. ସଭିଏଁ ନିଜସ୍ଵ ଲେଖା ଟାଇପ୍ କରି ପଠାଇବେ, *ଫୋଟ ଲେଖା ପଠାଇବେ ନାହିଁ*। କେବଳ *ଗୋଟିଏ ଲେଖା* ଦେବେ।
୪. ଲେଖା ଉପରେ *ସାହିତ୍ୟ ଜୀବନ ପକ୍ଷରୁ ଆୟୋଜିତ କବିତା ଆସର* ବୋଲି ଲେଖିବେ।
୫. ଏହା ମୋର *ନିଜସ୍ବ* ଲେଖା ମଧ୍ୟ ଲେଖିବେ।
୬. *ନାମ, ଠିକଣା, ଇ-ମେଲ୍* ଦେବାକୁ ଅନୁରୋଧ।
୭• ପ୍ରତିଯୋଗୀତାର *ଫଳାଫଳ* ଗୋଟିଏ ସପ୍ତାହ ମଧ୍ୟରେ ଘୋଷଣା କରାଯିବ।
୮. ଶ୍ରେଷ୍ଠ କିଛି ସାହିତ୍ୟ ସ୍ରଷ୍ଟାଙ୍କୁ ସାହିତ୍ୟ ଜୀବନ ତରଫରୁ *ଡିଜିଟାଲ ମାନପତ୍ର* ପ୍ରଦାନ କରାଯିବ।
୯. ଏହି ଦିନ ଅନ୍ୟ କିଛି ଲେଖା ପ୍ରକାଶିତ ନକରିବାକୁ ଅନୁରୋଧ।
୧୦. *ସମ୍ପାଦନା ମଣ୍ଡଳୀଙ୍କ ନିଷ୍ପତ୍ତି ଚୁଡାନ୍ତ ।*
*ହ୍ୱାଟ୍ସଆପ୍ ଗ୍ରୁପ୍ ରେ ଯୋଗ ଦେଇ ଅଂଶ ଗ୍ରହଣ କରନ୍ତୁ:*
Click Here:
https://bit.ly/SJCnGp
ଯୋଗାଯୋଗ :
WhatsApp No. : 7751075350
Website: www.sahityajibana.in
ଧନ୍ୟବାଦ ସହ
*ସାହିତ୍ୟ ଜୀବନ ସାହିତ୍ୟ ସଂସଦ*
*ସମ୍ବଲପୁର, ଓଡ଼ିଶା*
Tumblr media
0 notes
gitaacharaninodia · 8 months
Text
7. ନିମିତ୍ତ ମାତ୍ର
            ଶ୍ରୀମଦ୍‌ଭଗବଦ୍‌ଗୀତାର ଜନ୍ମ ରଣକ୍ଷେତ୍ରରେ ହୋଇଥିଲା ଏବଂ ଗତ ମହାମାରୀର ସମୟ (କୋଭିଡ୍‌ - 19) କୁରୁକ୍ଷେତ୍ର ଯୁଦ୍ଧ ସହିତ ସମାନ । ଗୀତାର ଏକ ବାକ୍ୟାଂଶ “ନିମିତ୍ତ ମାତ୍ର’ ଅର୍ଥାତ୍‌ “ସର୍ବଶକ୍ତିମାନ ହାତରେ ଏକ ଉପକରଣ’ ଏହାକୁ ସ୍ପଷ୍ଟ ଭାବରେ ପ୍ରସ୍ତୁତ କରେ ।
          ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଯଥାସ୍ୱରୂପ ଦେଖିବାକୁ ଚାହୁଁଥିଲେ ଏବଂ ତାଙ୍କୁ ବୁଝିବା ପାଇଁ ଅତିରିକ୍ତ ଶକ୍ତିର ଆବଶ୍ୟକତା ଥିଲା । ଯେପରି ଅନ୍ଧମାନେ ଏକ ସମ୍ପୂର୍ଣ୍ଣ ହାତୀ ଦେଖିବା ପାଇଁ ଆଖି ଆବଶ୍ୟକ କରନ୍ତି, ସେହିପ��ି ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦେଖିବା ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଏକ ଦିବ୍ୟଚକ୍ଷୁ ଦେଇଥିଲେ । ବିଶ୍ୱରୂପ ଦେଖାଇବା ବ୍ୟତୀତ ଶ୍ରୀକୃଷ୍ଣ ତାଙ୍କୁ ଭବିଷ୍ୟତକୁ ଦେଖିବା ପାଇଁ ଏକ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ । ଅର୍ଜୁନ ଦେଖନ୍ତି ଯେ ଅନେକ ଯୋଦ୍ଧା ମୃତ୍ୟୁର ମୁହଁରେ ପ୍ରବେଶ କରୁଛନ୍ତି ।
          ତା’ପରେ ପ୍ରଭୁ ଅର୍ଜୁନଙ୍କୁ କହିଛନ୍ତି ଯେ ଏହି ଯୋଦ୍ଧାମାନେ ଶୀଘ୍ର ନିହତ ହେବେ ଏବଂ ତୁମେ ସେହି ପ୍ରକ୍ରିୟାରେ କେବଳ ଏକ ସାଧନ ମାତ୍ର । ଶ୍ରୀକୃଷ୍ଣ ସ୍ପଷ୍ଟ କରିଛନ୍ତି ଯେ ଅର୍ଜୁନ କର୍ତ୍ତା ନୁହଁନ୍ତି । ସେ ଏହା ମଧ୍ୟ ନିଶ୍ଚିତ କରନ୍ତି ଯେ ଯେତେବେଳେ ଅର୍ଜୁନ ବିଜୟୀ ହେବେ, ସେତେବେଳେ ଅର୍ଜୁନ ଅହଂକାରରୁ ମୁକ୍ତ ହେବେ, କାରଣ ବିଜୟ ଅହଂକାରକୁ ସର୍ବାଧିକ ପ୍ରୋତ୍ସାହିତ କରେ।
          ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧକ୍ଷେତ୍ରରୁ ପଳାୟନ କରିବାକୁ ଦେଇନଥିଲେ । ନିମିତ୍ତ ମାତ୍ର ଏକ ଆଭ୍ୟନ୍ତରୀଣ ହୃଦୟଙ୍ଗମ ଏବଂ ଏହାର ପ୍ରତିଫଳ ନିର୍ମଳ ଏବଂ ଅହଂକାରରୁ ମୁକ୍ତ ହେବା ନିଶ୍ଚିତ ଅଟେ ।
          କରୋନା ମହାମାରୀ ସମୟରେ, ରାସ୍ତାରେ କିମ୍ବା ନିୟନ୍ତ୍ରଣ କକ୍ଷରେ ଥିବା ବ୍ୟକ୍ତିଙ୍କ ପାଇଁ ଅସୁବିଧା ଅର୍ଜୁନଙ୍କ ବିଷାଦ ସହିତ ସମାନ । ଯେହେତୁ ଏହାର କୌଣସି ଉପଶମ ନାହିଁ, ଆମେ କେବଳ ଭିତରୁ ନିମିତ୍ତ ମାତ୍ର ଏବଂ ବାହାର ଜଗତରେ ଆମକୁ ଦିଆଯାଇଥିବା ଦାୟିତ୍ୱରେ ଆମେ ଯଥାସମ୍ଭବ କାର୍ଯ୍ୟ କରିବା ଉଚିତ୍‌ । ଏହି ଛୋଟ ହୃଦୟଙ୍ଗମ ବାସ୍ତବରେ ଏକ ବଡ଼ ଲାଭ ହୋଇପାରେ କାରଣ ଗୀତାର ଅନେକ ଧାରଣା ସେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରେ ନାହିଁ ଯେପର୍ଯ୍ୟନ୍ତ ସେଗୁଡ଼ିକୁ ଜୀବନରେ ଅନୁଭବ ନକରନ୍ତି, ବିଶେଷ କରି ଏକ କଠିନ ପରିସ୍ଥିତିରେ । ଅତ୍ୟଧିକ ଚାପରେ କୋଇଲା ହୀରାରେ ପରିଣତ ହୁଏ ଏବଂ ନିଆଁରେ ଗରମ କଲେ ସୁନା ଶୁଦ୍ଧ ହୁଏ ।
          ଏହିପରି ପରୀକ୍ଷଣ ସମୟ ନିମିତ୍ତ ମାତ୍ରର ସ୍ଥିତିରେ ପହଞ୍ଚିବା ପାଇଁ ସହାୟକ ହୋଇପାରେ ଏବଂ ଏହି ଛୋଟ ସୂତ୍ର ଆତ୍ମସମର୍ପଣ ପଥ ଦେଇ ଆମକୁ ଅନ୍ତରାତ୍ମାର ନିକଟତର କରିବାର କ୍ଷମତା ରଖିଥାଏ ।
0 notes
mehanservices · 1 year
Text
Tumblr media
*ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ବିଶେଷ ସୂଚନା*
❌❌‼️ଦୟାକରି ଧ୍ୟାନ ଦିଅନ୍ତୁ ‼️❌❌
ବର୍ତମାନ *କାଳିଆ ଯୋଜନା* ର *ନୂତନ ଆବେଦନ ଓ ଅଭିଯୋଗ ଦାଖଲ ଚାଲୁ ଅଛି।* ଯେଉଁ ଯୋଗ୍ୟ ଚାଷୀ ମାନେ କାଳିଆ ଯୋଜନା ସୁବିଧା ପାଇ ପାରିନାହାନ୍ତି ସେମାନେ ପାଇଁ ଏହା ଶେଷ ସୁଯୋଗ। କାଳିଆ ଯୋଜନା ସହାୟତା ପାଇବା ପାଇଁ ଆପଣ ମାନେ ଆମ ଜନସେବା କେନ୍ଦ୍ର *ମେହାନ ସର୍ଭିସେସ୍* ରେ ଆବେଦନ କରି ପାରିବେ ।
*❌ଏହି ଆବେଦନ ପ୍ରକ୍ରିୟା ଆସନ୍ତା ୩୧-୦୭-୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବ।❌*
*❌ଆବେଦନ କରିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ/ଆବଶ୍ୟକତା❌*
୧. ଆଧାର (ଯେଉଁଥିରେ ମୋବାଇଲ ସଂଯୋଗ ହୋଇଥିବ).
୨. ବ୍ୟାଙ୍କ ଖାତା (ଯେଉଁଥିରେ ନାମ ଆଧାର ସହ ସମାନ ଥିବ/ ଆଧାର ସଂଯୋଗ ହୋଇଥିବା/ ଜାତୀୟ ବ୍ୟାଙ୍କ ଖାତା ହେଲେ ଭଲ)
୩. ରାସନ୍ କାର୍ଡ (NFSA) ଥିବା ବଧ୍ୟାତା ମୂଳକ ଅଟେ
୪. ଜମି ପଟ୍ଟା
୫.କୃଷକ ଓଡ଼ିଶା ରେ ପଞ୍ଜିକରଣ କରିଥିବେ।
*ପରବର୍ତୀ କାଳିଆ ଓ ପିଏମ୍ କିସାନ୍ ସହାୟତା ପାଇବା ପାଇଁ ବ୍ୟାଙ୍କ 🏦 ଖାତା ରେ ଆଧାର ସଂଯୋଗ କରନ୍ତୁ।*
ଆପଣଙ୍କ ସେବାରେ
*ମେହାନ ସର୍ଭିସେସ୍*
*୭୮୪୮୮୧୭୮୨୧*
1 note · View note
anwesannewsblog · 1 year
Text
ଶିବାନନ୍ଦ ଆଶ୍ରମ ପାଇଲା ପ୍ରକୃତିମିତ୍ର ପୁରସ୍କାର
କେନ୍ଦ୍ରାପଡ଼ା, ୭ା୬: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମକୁ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରରେ ରାଜ୍ୟ କନଭେନସନ ସେଣ୍ଟରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଉତ୍ସବରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ…
Tumblr media
View On WordPress
0 notes
kamleshanuragi92 · 2 years
Text
#SantRampalJiBodhDiwas
ଫେବୃଆରୀ 15, 16 ଏବଂ 17 ରେ ଭାରତ ଏବଂ ନେପାଳର 9 ଟି ସଟଲୋକ ଆଶ୍ରମରେ ସେଣ୍ଟ୍ ରାମପାଲ ଜୀ ମହାରାଜଙ୍କ ବୋଧ ଦିବସ ଅବସରରେ କଲ୍ୟାଗରେ ସତ୍ୟଗୁଣ ଆଣିଥିବା ମହାନ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମ ଚାଲିଛି। ଯେଉଁଥିରେ ଆପଣ ସମସ୍ତେ ଆନ୍ତରିକତାର ସହିତ ଆମନ୍ତ୍ରିତ ଅଟନ୍ତି |
2 Days Left For Bodh Diwas
Tumblr media
0 notes
balramkoli · 9 months
Text
Tumblr media
# ଶ୍ରୀକୃଷ୍ଣ ବିଶେଷ |
0 notes